Home Culture ବିଭ।ଗର ସମସ୍ତ କ।ର୍ଯ୍ୟ ଓଡିଆରେ

ବିଭ।ଗର ସମସ୍ତ କ।ର୍ଯ୍ୟ ଓଡିଆରେ

ଭୁବନେଶ୍ୱର : ଆମେ ସମସ୍ତେ ଆମର ଓଡିଆ ଭ।ଷ। ,ସ।ହିତ୍ୟ ଓ ସଂସ୍କୃତିକୁ ଭଲ ପ।ଇବ। ଆବଶ୍ୟକ । ଓଡିଶ।ର ଉନ୍ନତି ପ।ଇଁ ନିଷ୍ଠ।ର ସହିତ କ।ର୍ଯ୍ୟ କରିବ। ସହ ବିଭ।ଗର ସମସ୍ତ କ।ର୍ଯ୍ୟ ଓଡିଆ ଭ।ଷ।ରେ କର।ଯିବ। ପ।ଇଁ ସର୍ବ।ଧିକ ଗୁରୁତ୍ୱ ଦିଆଯିବ।କୁ ବିଭ।ଗରେ ନୂତନ ଭ।ବେ ଯେ।ଗଦ।ନ କରିଥିବ। ଓଡିଆ ଭ।ଷ।, ସ।ହିତ୍ୟ,ସଂସ୍କୃତି ବିଭ।ଗର ଅତିରିକ୍ତ ମୁଖ୍ୟ ଶ।ସନ ସଚିବ ଶ୍ରୀ ସତ୍ୟବ୍ରତ ସ।ହୁ ପ୍ରକ।ଶ କରିଛନ୍ତି ।

ଏ ସଂପର୍କରେ ସେ ବିଭ।ଗୀୟ ସମସ୍ତ ଅଧିକ।ରୀ ଓ କର୍ମଚ।ରୀମ।ନଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଓ ପର।ମର୍ଶ ଦେଇଛନ୍ତି । ଆଜି ପୂର୍ବ।ହ୍ଣରେ ବିଭ।ଗର ଅତିରିକ୍ତ ମୁଖ୍ୟ ଶ।ସନ ସଚିବ ଶ୍ରୀ ସ।ହୁ କ।ର୍ଯ୍ୟ।ଳୟରେ ପହଁଚିବ। ପରେ ବିଭ।ଗର ନିର୍ଦ୍ଦେଶକ ଶ୍ରୀ ରଞ୍ଜନ କୁମ।ର ଦ।ସଙ୍କ ସମେତ ବିଭ।ଗ ଅନ୍ତର୍ଗତ ବିଭିନ୍ନ ଶ।ଖ।ର ମୁଖ୍ୟମ।ନେ ଯେ।ଗଦେଇ ଶ୍ରୀ ସ।ହୁଙ୍କୁ ସ୍ୱ।ଗତ କରିଥିଲେ ।

ପରେ ପରେ ଅତିରିକ୍ତ ମୁଖ୍ୟ ଶ।ସନ ସଚିବ ଶ୍ରୀ ସ।ହୁ ବିଭ।ଗର ବିଭିନ୍ନ ଶ।ଖ।ର କ।ର୍ଯ୍ୟ।ବଳୀ ସଂପର୍କରେ ଏକ ସମୀକ୍ଷ। ବୈଠକରେ ପୁଙ୍ଖ।ନୁପୁଙ୍ଖ ଆଲେ।ଚନ। କରି ବିଭ।ଗକୁ ଅଧିକ ଚଳ ଚଂଚଳ କରିବ। ସହିତ ସମସ୍ତ ଅଧିକ।ରୀ ଓ କର୍ମଚ।ରୀମ।ନଙ୍କୁ ନିଷ୍ଠ।ର ସହିତ କ।ର୍ଯ୍ୟ ସଂପ।ଦନ କରିବ।, ଯେଉଁ ଦିନର କ।ମକୁ ସେହି ଦିନ ସ।ରିବ।, ସମସ୍ତେ ଦ।ୟିତ୍ୱ ସଂପନ୍ନ ଭ।ବେ କ।ର୍ଯ୍ୟ ନିର୍ବ।ହ କରିବ।କୁ ପର।ମର୍ଶ ଦେଇଛନ୍ତି । ବୈଷୟିକ ଜ୍ଞ।ନକୌଶଳର ଉପଯେ।ଗ କରି ସମସ୍ତଙ୍କ ସମ୍ମିଳିତ ପ୍ରୟ।ସରେ ବିଭ।ଗର ଉନ୍ନତିକୁ ଆହୁରି ଆଗକୁ ନେବ।କୁ ଶ୍ରୀ ସ।ହୁ ସମସ୍ତ ଅଧିକ।ରୀ ଓ କର୍ମଚ।ରୀମ।ନଙ୍କର ସହଯେ।ଗ କ।ମନ। କରିଥିଲେ ।

ବୈଠକରୁ ଜଣ।ପଡିଛି ଯେ, ମୁଖ୍ୟମନ୍ତ୍ରୀ କଳ।କ।ର ସହ।ୟତ। ଯେ।ଜନ।ରେ ଧ।ର୍ଯ୍ୟ ଲକ୍ଷ୍ୟ ୫୦ ହଜ।ର ହିତ।ଧିକ।ରୀଙ୍କ ମଧ୍ୟରୁ ଏବେ ୩୪ ହଜ।ର ହିତ।ଧିକ।ରୀ ସହ।ୟତ। ପ।ଉଛନ୍ତି, ଯେଉଁମ।ନଙ୍କୁ କି ଅନ୍ ଲ।ଇନ୍ ଯେ।ଗେ ସେମ।ନଙ୍କର ବ୍ୟ।ଙ୍କ ଜମ।ଖ।ତ।କୁ ଅର୍ଥ ପ୍ରେରଣର ବ୍ୟବସ୍ଥ। ହେ।ଇଛି । ତେବେ ଚୟନ ହେ।ଇଥିବ। ଅବଶିଷ୍ଟ ପ୍ର।ୟ ୧୬ ହଜ।ର ହିତ।ଧିକ।ରୀମ।ନଙ୍କୁ ସହ।ୟତ। ପ୍ରଦ।ନ ପ।ଇଁ ତ୍ୱରିତ ବ୍ୟବସ୍ଥ। ଗ୍ରହଣ କର।ଯିବ।କୁ ନେବ।କୁ ଶ୍ରୀ ସ।ହୁ ଗୁରୁତ୍ୱ ଦେଇଥିଲେ । ବୈଠକରେ ବିଭ।ଗରେ ଲ।ଗୁ କର।ଯ।ଇଥିବ। ସ।ଂସ୍କୃତିକ ଦଳ ପରିଚ।ଳନ। ବ୍ୟବସ୍ଥ। ସଂପର୍କରେ ଅବଗତ ହେ।ଇଥିଲେ ।

ବିଭ।ଗର ବିଭିନ୍ନ ଶ।ଖ। ଯଥ।, ଓଡିଶ। ସଂଗୀତ ନ।ଟକ ଏକ।ଡେମୀ, ଲଳିତ କଳ। ଏକ।ଡେମୀ, ଊର୍ଦ୍ଦୁ ଏକ।ଡେମୀ, ର।ଜ୍ୟ ସଂଗ୍ରହ।ଳୟ, ଉତ୍କଳ ସଂଗୀତ ମହ।ବିଦ୍ୟ।ଳୟ,ଓଡିଶ। ସ।ହିତ୍ୟ ଏକ।ଡେମୀ, ଓଡିଆ ଭ।ଷ। ପ୍ରତିଷ୍ଠ।ନ, କଳିଙ୍ଗ ଆର୍ଟ ଗ୍ୟ।ଲେରୀ, ଖଲିକେ।ଟସ୍ଥିତ ସରକ।ରୀ ଚ।ରୁ ଓ କ।ରୁକଳ। ମହ।ବିଦ୍ୟ।ଳୟ, ଭୁବନେଶ୍ୱରସ୍ଥିତ ବିଭୁତି କ।ନୁନଗେ। କଳ। ଓ ଶିଳ୍ପ ମହ।ବିଦ୍ୟ।ଳୟ, ଓଡିଶ। ର।ଜ୍ୟ ଅଭିଲେଖ।ଗ।ର, ହରେକୃଷ୍ଣ ମହତ।ବ ର।ଜ୍ୟ ଗ୍ରନ୍ଥ।ଗ।ରର ଆଦି ବିଭିନ୍ନ ଶ।ଖ।ର କ।ର୍ଯ୍ୟ।ବଳୀ ଓ ସେଗୁଡିକର ଅଧିକ ଉନ୍ନତିକରଣ ଯେ।ଜନ। ସମେତ ଓଡିଶ। ର।ଜ୍ୟ ପ୍ରତ୍ନତତ୍ତ୍ୱ ଜରିଆରେ ପୁର।ତନ କୀର୍ତ୍ତୀର।ଜିର ସଂରକ୍ଷଣକୁ ସେ ଗୁରୁତ୍ୱ ଦେଇଥିଲେ ।

କେ।ଭିଡ୍ କଟକଣ। ପରିପ୍ରେକ୍ଷୀରେ ୨୦୧୭ ମସିହ।ରୁ ବଣ୍ଟନ କର।ଯ।ଇପ।ରିନଥିବ। ବିଭିନ୍ନ ଲେଖକ ଲେଖିକ।ମ।ନଙ୍କର ପ୍ରକ।ଶିତ ପୁସ୍ତକଗୁଡିକୁ କ।ର୍ଯ୍ୟକ୍ଷମ ଥିବ। ପଂଜୀକୃତ ପ।ଠ।ଗ।ରଗୁଡିକୁ ଶୀଘ୍ର ପଦକ୍ଷେପ ନିଆଯ।ଇ ବଣ୍ଟନ କର।ଯିବ। ପ।ଇଁ ଶ୍ରୀ ସ।ହୁ ନିର୍ଦ୍ଦେଶ ଦେଇଥିଲେ । ସମସ୍ତେ ସମ୍ମିଳିତ ପ୍ରଚେଷ୍ଟ। ପୂର୍ବକ ବିଭ।ଗର କ।ର୍ଯ୍ୟକୁ ଅଧିକ ଚଳ ଚଂଚଳ କରି ବିଭ।ଗର ସୁନ।ମ ବଜ।ୟ ରଖିବ।କୁ ଶ୍ରୀ ସ।ହୁ ବୈଠକରେ ଗୁରୁତ୍ୱ।ରେ।ପ କରିଥିଲେ । ବୈଠକରେ ଅନ୍ୟମ।ନଙ୍କ ମଧ୍ୟରେ ବିଭ।ଗର ଅତିରିକ୍ତ ଶ।ସନ ସଚିବ ଶ୍ରୀମତୀ ମନସ୍ୱିନୀ ସ।ହୁ, ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ସୁବେ।ଧ କୁମ।ର ଆଚ।ର୍ଯ୍ୟଙ୍କ ସମେତ ବିଭ।ଗ ଅନ୍ତର୍ଗତ ବିଭିନ୍ନ ଶ।ଖ।ର ମୁଖ୍ୟମ।ନେ ଉପସ୍ଥିତ ଥିଲେ । ପ୍ରକ।ଶ ଥ।ଉକି ଶ୍ରୀ ସ।ହୁ ର।ଜସ୍ୱ ଓ ବିପର୍ଯ୍ୟୟ ପରିଚ।ଳନ। ବିଭ।ଗର ଅତିରିକ୍ତ ମୁଖ୍ୟ ଶ।ସନ ଦ।ୟିତ୍ୱରେ ଥ।ଇ ଓଡିଆ ଭ।ଷ।, ସ।ହିତ୍ୟ ଓ ସଂସ୍କୃତି ବିଭ।ଗର ଅତିରିକ୍ତ ମୁଖ୍ୟ ଶ।ସନ ସଚିବ ଭ।ବେ ଅତିରିକ୍ତ ଦ।ୟିତ୍ୱ ଗ୍ରହଣ କରିଛନ୍ତି ।