Home Health ସମ୍ମମରେ ଯୋଗ ଦେଲେ ଡାକ୍ତର ପ୍ରଦୀପ କୁମାର ଦେ

ସମ୍ମମରେ ଯୋଗ ଦେଲେ ଡାକ୍ତର ପ୍ରଦୀପ କୁମାର ଦେ

174
0

ଭୁବନେଶ୍ୱର : ବିଶିଷ୍ଟ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ପ୍ରଦୀପ କୁମାର ଦେ ସମ୍ ଅଲ୍ଟିମେଟ୍ ମେଡିକେୟାର (ସମ୍ମମ୍)ର ଶିଶୁ ରୋଗ ବିଭାଗରେ ସିନିୟର କନ୍ସଲ୍ଟାଂଟ ଭାବେ ଯୋଗ ଦେଇଛନ୍ତି ।

ଭିଏସଏସ୍ ମେଡିକାଲ କଲେଜ ବୁର୍ଲାର ଛାତ୍ର ଡଃ ଦେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ, ବାରଣାସୀରୁ ଶିଶୁ ରୋଗ ଉପରେ ସ୍ନାତକୋତ୍ତର କରିଛନ୍ତି । ଏଥିସହିତ ସେ ନୂଆଦିଲ୍ଲୀ ସ୍ଥିତ ଏଏମସ୍ ଏବଂ ଲେଡି ହାର୍ଡିଙ୍ଗ୍ ମେଡିକାଲ୍ କଲେଜରେ ସିନିୟର ରେସିଡେଣ୍ଟ ଭାବେ କାର୍ଯ୍ୟ କରିଛନ୍ତି । ଜଣେ ବରିଷ୍ଠ ଶିଶୁ ରୋଗ ବିଶେଷଜ୍ଞ ଭାବେ ତାଙ୍କର ସୁଖ୍ୟାତି ରହିଛି ।

ଡଃ ଦେ ପେଡିଆଟି୍ରକ୍ ଇଂଟେନସିଭ୍ କେୟାର, ପେଡିଆଟି୍ରକ୍ ହେମାଟୋଲୋଜି, ପେଡିଆଟି୍ରକ୍ ନେଫ୍ରୋଲୋଜି, ଆଡୋଲେେସେଣ୍ଟ ହେଲ୍ଥ କେୟାର, ନିଓନାଟୋଲୋଜି ଏବଂ ସଂକ୍ରମିତ ରୋଗଗୁଡ଼ିକର ଚିକିତ୍ସା କରିବା ଦିଗରେ ସଫଳତା ହାସଲ କରିଛନ୍ତି । ଦୀର୍ଘ ୨୦ ବର୍ଷର ଅଭିଜ୍ଞତା ଥିବା ଡଃ ଦେ ଅନେକ ଖ୍ୟାତନାମା କର୍ପୋରେଟ୍ ହସ୍ପିଟାଲଗୁଡ଼ିକରେ ମଧ୍ୟ କାର୍ଯ୍ୟ କରିଛନ୍ତି ।

ଡଃ ଦେ ସମ୍ ଅଲ୍ଟିମେଟ୍ ମେଡିକେୟାରର ଆଶୁରୋଗ ବିଭାଗ (ଓପିଡି) ରେ ରୋଗୀମାନଙ୍କର ଚିକିତ୍ସା କରିବେ । ତାଙ୍କ ସହ ୬୩୭୨୯୦୦୦୧୦ ଫୋନ୍ ନମ୍ବରରେ ଯୋଗାଯୋଗ କରାଯାଇପାରିବ ।

LEAVE A REPLY

Please enter your comment!
Please enter your name here