Home General ରେଳଯାତ୍ରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା

ରେଳଯାତ୍ରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା

ଭୁବନେଶ୍ୱର : ରେଳ ଯାତ୍ରୀଙ୍କ ପାଇଁ କେତେକ ଗୁରୁତ୍ୱପୂର୍ଣ୍ଣ ସୂଚନା ଜାରି ହୋଇଛି । ବିଶେଷରେ ବିଳମ୍ବରେ କିଛି ରେଳଗାଡି ଚାଲୁଥିବା ଯୋଗୁଁ ତାହାକୁ ଦୃଷ୍ଟିରେ ରଖି କେତେକ ରେଳଗାଡି ବାତିଲ ହୋଇଥିବାବେଳେ ଆଉ କେତେକର ସମୟରେ ପରିବର୍ତ୍ତନ କରାଯାଇଛି ।

ସଂଯୋଗ କରୁଥିବା ଟ୍ରେନ ବିଳମ୍ବରେ ଚାଲିବା ଦୃଷ୍ଟିରୁ, ନିମ୍ନଲିଖିତ ଟ୍ରେନଗୁଡିକୁ ବାତିଲ କରାଯାଇଛି ;

A. 01019 ଛତ୍ରପତି ଶିବାଜୀ ମହାରାଜ ଟର୍ମିନାଲ – ଭୁବନେଶ୍ୱର ସ୍ପେଶାଲ୍ ଟ୍ରେନ 28 ସେପ୍ଟେମ୍ବର 2021 ରେ ଛତ୍ରପତି ଶିବାଜୀ ମହାରାଜ ଟର୍ମିନାଲରୁ ବାତିଲ |

B. 01020 ଭୁବନେଶ୍ୱର – ଛତ୍ରପତି ଶିବାଜୀ ମହାରାଜ ଟର୍ମିନାଲ୍ 30 ସେପ୍ଟେମ୍ବର 2021 ରେ ଭୁବନେଶ୍ୱରରୁ ବାତିଲ |

ସଂଯୋଗ କରୁଥିବା ଟ୍ରେନ ବିଳମ୍ବରେ ଚାଲିବା ଦୃଷ୍ଟିରୁ, ନିମ୍ନଲିଖିତ ଟ୍ରେନଗୁଡିକୁ ସାମୟିକ ପରିବର୍ତ୍ତନ କରାଯାଇଛି ;

02822 ଚେନ୍ନାଇ ସେଣ୍ଟ୍ରାଲ୍ – ହାୱଡା ସ୍ପେଶାଲ୍ ଟ୍ରେନ ଏହାର ପୂର୍ବ ନିର୍ଧାରିତ ତା 27 ସେପ୍ଟେମ୍ବର 2021 ରିଖ ରାତ୍ରି 1915 ଘଣ୍ଟା ପରିବର୍ତ୍ତେ ତା 28 ସେପ୍ଟେମ୍ବର 2021 ରେ ଚେନ୍ନାଇ ସେଣ୍ଟ୍ରାଲ ଠାରୁ ଦ୍ବିପହର 1530 ଘଣ୍ଟାରେ ଛାଡିବ |

02874 ଯଶବନ୍ତପୁର – ହାୱଡା ସ୍ପେଶାଲ୍ ଟ୍ରେନ ତା 28 ସେପ୍ଟେମ୍ବର 2021 ରିଖରେ ଯଶବନ୍ତପୁର ଠାରୁ ଦିବା 1015 ଘଣ୍ଟା ପରିବର୍ତ୍ତେ ଦ୍ବିପହର 1500 ଘଣ୍ଟାରେ ଛାଡିବ |

02246 ଯଶବନ୍ତପୁର – ହାୱଡା ସ୍ପେଶାଲ୍ ଟ୍ରେନ ଏହାର ପୂର୍ବ ନିର୍ଧାରିତ ତା 28 ସେପ୍ଟେମ୍ବର 2021 ରିଖ ଦିବା 1100 ଘଣ୍ଟା ପରିବର୍ତ୍ତେ ତା 29 ସେପ୍ଟେମ୍ବର 2021 ରେ ଯଶବନ୍ତପୁର ଠାରୁ ସକାଳ 0500 ଘଣ୍ଟାରେ ଛାଡିବ |

08048 ଭାସ୍କୋ ଡା ଗାମା – ହାୱଡା ସ୍ପେଶାଲ୍ ଟ୍ରେନ 28 ସେପ୍ଟେମ୍ବର 2021 ରେ ଭାସ୍କୋ ଡା ଗାମା ଠାରୁ ସକାଳ 0630 ଘଣ୍ଟା ପରିବର୍ତ୍ତେ ରାତ୍ରି 2030 ଘଣ୍ଟାରେ ଛାଡିବ |

02874 ଯଶବନ୍ତପୁର – ହାୱଡା ସ୍ପେଶାଲ୍ ଟ୍ରେନ ଏହାର ପୂର୍ବ ନିର୍ଧାରିତ ତା 27 ସେପ୍ଟେମ୍ବର 2021 ରିଖ ଦିବା 1015 ଘଣ୍ଟା ପରିବର୍ତ୍ତେ ତା 28 ସେପ୍ଟେମ୍ବର 2021 ରେ ଯଶବନ୍ତପୁର ଠାରୁ ଦିବା 1015 ଘଣ୍ଟାରେ ଛାଡିବ |

08464 ବେଙ୍ଗାଲୁରୁ – ଭୁବନେଶ୍ୱର ସ୍ପେଶାଲ୍ ଟ୍ରେନ ବେଙ୍ଗାଲୁରୁରୁ ଠାରୁ ତା 28 ସେପ୍ଟେମ୍ବର 2021 ରିଖ ଦ୍ବିପହର 1340 ଘଣ୍ଟା ପରିବର୍ତ୍ତେ ରାତ୍ରି 1930 ଘଣ୍ଟାରେ ଛାଡିବ |

LEAVE A REPLY

Please enter your comment!
Please enter your name here