BJD BJP Hopeful Of Win

0

Bhubaneswar: While Padampur Assembly Seat registered a record voters’ turnout of 81.29 Per Cent in the By-Poll both the Governing BJD and the Opposition BJP are upbeat about their success. Trilochan Patra, Returning Officer, Padampur said that  a total of 2,09,309 of 2.59 lakh electors exercised their franchise and sealed the fate of 10...

SOA Honors DAMaN Actor

0

Bhubaneswar: Dipanwit Dashmohapatra, former SOA student who played a lead role in the Odia movie ‘DAMaN’, was felicitated by SOA Vice-Chancellor Prof. Ashok Kumar Mahapatra at the university on Tuesday for his portrayal in the film with a social message. The biographical social drama ‘DAMaN’ depicted the relentless battle of a doctor and his...

ପୋଲିସ ହକିରେ ଓଡିଶାକୁ ବ୍ରୋଞ୍ଜ

0

ଭୁବନେଶ୍ୱର : ୭୧ତମ ସର୍ବଭାରତୀୟ ପୋଲିସ ହକି ଚମ୍ପିୟାନସିପରେ ଓଡିଶା ପୋଲିସର ପୁରୁଷ ଓ ମହିଳା ଟିମ ଦଳଗତ ପ୍ରଦର୍ଶନ କରି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି |ଓଡିଶା ପୋଲିସର ପୁରୁଷ ଟିମ ସି.ଆଇ.ଏସ.ଏଫ କୁ ୬-୪ ଗୋଲରେ ପରାସ୍ତ କରି ତୃତୀୟ ସ୍ଥାନ ଅଧିକାର କରିବା ସହ ବ୍ରୋଞ୍ଜ ପଦକ ହାସଲ କରିଥିବା ବେଳେ ମହିଳା ବର୍ଗରେ ଓଡିଶା ପୋଲିସ ତାମିଲନାଡୁ କୁ ୪-୨ ଗୋଲରେ ପରାସ୍ତ କରି ବ୍ରୋଞ୍ଜ ପଦକ ହାସଲ କରିଛି |

ଖର୍ଚ୍ଚହୋଇ ପାରୁନି ଆଇସିପିଏସ୍‍ ପାଣ୍ଠି

0

ଭୁବନେଶ୍ୱର : ସମନ୍ୱିତ ଶିଶୁ ସୁରକ୍ଷା ଯୋଜନା (ଆଇସିପିଏସ୍‍)ରେ ମିଳୁଥିବା ଅର୍ଥ ସଂପୂର୍ଣ୍ଣ ଖର୍ଚ୍ଚ ହୋଇପାରୁ ନାହିଁ । ବର୍ଷକୁ ବର୍ଷ ବଳି ପଡୁଥିବା ଅର୍ଥ ପରିମାଣ ବଢ଼ିବାରେ ଲାଗିଛି । ସିଏଜିଙ୍କ ଦ୍ୱାରା କରାଯାଇଥିବା ୨୦୧୬-୧୭ରୁ ୨୦୨୦-୨୧ ବର୍ଷର ଅଡିଟ୍‍ରୁ ଏହା ଜଣାପଡିଛି । ସିଏଜି ଦର୍ଶାଇଛନ୍ତି ଯେ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଆର୍ଥିକ ସହାୟତା ଓଡ଼ିଶାରେ ଆଇସିପିଏସ୍‍ ଯୋଜନା କାର୍ଯ୍ୟକାରୀ ହେଉଛି । କେନ୍ଦ୍ର ସରକାର ଏହି ଯୋଜନାରେ...

ନୂଆ ପର୍ଯ୍ୟଟନ ନୀତିରେ ବ୍ୟାପକ ସବସିଡି

0

ଭୁବନେଶ୍ୱର : ପର୍ଯ୍ୟଟନ କ୍ଷେତ୍ରରେ ପୁଞ୍ଜିନିବେଶକୁ ଉତ୍ସାହିତ ପାଇଁ ରାଜ୍ୟ ସରକାର ନିବେଶ ଉପରେ ୩୦ ପ୍ରତିଶତ ପର୍ଯ୍ୟନ୍ତ ସବସିଡି ଘୋଷଣା କରିଛନ୍ତି । ମେକ ଇନ୍‍ ଓଡିଶା କନକ୍ଲେଭ ଅବସରରେ ଘୋଷଣା ହୋଇଥିବା ନୂତନ ପର୍ଯ୍ୟଟନ ନୀତି ୨୦୨୨ରେ ବିଭିନ୍ନ ବର୍ଗର ପର୍ଯ୍ୟଟନ ପ୍ରକଳ୍ପ ଲାଗି ଏହି ସବସିଡ୍‍ ଘୋଷଣା ହୋଇଛି । ନୂତନ ପର୍ଯ୍ୟଟନ ନୀତି ଅନୁଯାୟୀ ଦୁଃସାହସିକ ଏବଂ ଜଳ କ୍ରୀଡା କ୍ଷେତ୍ରରେ ଏକ କୋଟି ଟଙ୍କାରୁ ଅଧିକ ଅର୍ଥ ବିନିଯୋଗ...

ମୃତ୍ତିକାର ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱ

0

ଭୁବନେଶ୍ୱର : ମାଟି ପ୍ରକୃତିର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଉପାଦାନ ଏବଂ ମଣିଷ ତଥା ସଂପୂର୍ଣ୍ଣ ଜୀବଜଗତ ଓ ଉଦ୍ଭିଦଜଗତ ନିମନ୍ତେ ମୃତ୍ତିକା ସ୍ୱାସ୍ଥ୍ୟ ସୁରକ୍ଷାର ଏକାନ୍ତ ପ୍ରୟୋଜନ ରହିଛି । ଏହି ପରିପ୍ରେକ୍ଷୀରେ ମୃତ୍ତିକାର ସ୍ୱାସ୍ଥ୍ୟଗତ ପରିଚାଳନା ଆଜିର ଆହ୍ୱାନ ବୋଲି କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ କହିଛନ୍ତି । ଆଜି କୃଷିଭବନଠାରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ...

ଶେଷ ଦିନରେ ମନ ମୋହିଲା କୁଚିପୁଡ଼ି

0

କୋଣାର୍କ : ପାଞ୍ଚଦିନ ବ୍ୟାପୀ ଆୟୋଜିତ କୋଣାର୍କ ଉତ୍ସବ ଆଜି ଶାସ୍ତ୍ରୀୟ ଓଡିଶୀ ନୃତ୍ୟ ସହିତ କୁଚିପୁଡ଼ି ନୃତ୍ୟର ବଳିଷ୍ଠ ଉପସ୍ଥାପନାରେ ଉଦ୍‍ଯାପିତ ହୋଇଛି । ବିଶ୍ୱ ଏ୍ୟୌତିହ୍ୟର ସ୍ମାରକୀ କୋଣାର୍କ ମନ୍ଦିରର ପାଦ ଦେଶରେ ମୁକ୍ତାକାଶ ରଙ୍ଗମଞ୍ଚରେ ପର୍ଯ୍ୟଟନ ବିଭାଗ ଦ୍ୱାରା ଆୟୋଜିତ କୋଣାର୍କ ଉତ୍ସବର ଅନ୍ତିମ ସଂଧ୍ୟାରେ ପ୍ରଥମ କାର୍ଯ୍ୟକ୍ରମଟି ଥିଲା ଓଡ଼ିଶି ନୃତ୍ୟ ଯାହାକୁ ପରିବେଷଣ କରିଥିଲେ ନୃତ୍ୟ ନୈବେଦ୍ୟ ଅନୁଷ୍ଠାନର ଗୁରୁ ପ୍ରଭାତ କୁମାର ସ୍ୱାଇଁ ଓ ସାଥୀଶିଳ୍ପୀମାନେ ।

Rice At Hostel Doorsteps

Bhubaneswar: Smoothening the process of distribution of subsidised rice to welfare institutions, the State Government has decided to allot rice to the schools and hostels run by the SC, ST Development Department at their doorstep.   For this purpose, SC, ST Development Secretary, Roopa Roshan Sahoo has written a letter to all Collectors cum...

Odissi Enthralls Audience

0

Konark: The finale of 33rd Konark Festival 2022 filled the winter air with energetic classical dance showcases of Odissi and Kuchipudi on Monday. The first set of performances saw Pravat Kumar Swain & Group of Nrutya Naivedya from Bhubaneswar performing three Odissi dance recitals of Surya Bandana, Pallavi and Sada Ripu choreographed by Guru...

World Cup Trophy Tour Begins

0

Bhubaneswar: Much awaited Trophy Tour of the 2023 Men's FIH Hockey World Cup was kick-started on Monday. Chief Minister Naveen Patnaik handed over the trophy to Hockey India President Dilip Tirkey.  Shri Patnaik wished the Trophy Tour a grand success and said it will be a memorable World Cup for the...