ଦିବ୍ୟାଙ୍ଗଙ୍କ ମୁହଁରେ ହସ ଫୁଟାଇବା ସମସ୍ତଙ୍କର କର୍ତ୍ତବ୍ୟ

0

ଭୁବନେଶ୍ୱର : ଦିବ୍ୟାଙ୍ଗମାନେ ହେଉଛନ୍ତି ଭଗବାନଙ୍କ ଗୋଟିଏ ଗୋଟିଏ ଅବତାର । ସେମାନଙ୍କ ମୁହଁରେ ହସ ଫୁଟାଇ ପାରିଲେ ତାହା ହେବ ଭଗବାନଙ୍କ ପ୍ରତି ଆମର ଶ୍ରେଷ୍ଠ ସମ୍ମାନ । ଏଥିପାଇଁ ଆମେ ସମସ୍ତେ ମିଳିମିଶି ଉଦ୍ୟମ କରିବା ଉଚିତ୍ ବୋଲି ରାଜ୍ୟ ସ୍ତରୀୟ ଦିବ୍ୟାଙ୍ଗ ମହୋତ୍ସବରେ ଯୋଗ ଦେଇଥିବା ବିଶିଷ୍ଟ ଅତିଥିମାନେ ମତ ଦେଇଛନ୍ତି । ଦୈନିକ ଖବରକାଗଜ ନନ୍ଦିନୀ ପକ୍ଷରୁ ଆୟୋଜିତ ହୋଇଯାଇଛି ରାଜ୍ୟ ସ୍ତରୀୟ ଦିବ୍ୟାଙ୍ଗ ମହୋତ୍ସବ । ଏହିରେ ୨୨ଟି...

Hockey Prep On Right Track

0

Rourkela: Top Brass of State Administration Monday reviewed the progress of the under-construction Birsa Munda International Hockey Stadium, the Rourkela Airport and various other infrastructure projects being readied for the upcoming FIH Men’s Hockey World Cup -2023 at Rourkela. Chief Secretary Suresh Chandra Mohapatra, Chief Minister's Secretary VK Pandian took stock of development.

Cold Wave Sweeps Odisha

0

Bhubaneswar: Cold wave conditions prevailed in almost all parts of the State with mercury dipped to as low as 5 degree Celsius in G Udayagiri of Kandhamal district on Monday. Bhubaneswar Met office said as many as 15 districts in Odisha the minimum temperature plummeted below 15 degrees Celsius. G. Udayagiri...

BBI Airport Set For Lease

0

New Delhi: As per National Monetization Pipeline (NMP), 25 Airports Authority of India (AAI) airports namely Bhubaneswar, Varanasi, Amritsar, Trichy, Indore, Raipur, Calicut, Coimbatore, Nagpur, Patna, Madurai, Surat, Ranchi, Jodhpur, Chennai, Vijayawada, Vadodara, Bhopal, Tirupati, Hubli, Imphal, Agartala, Udaipur, Dehradun and Rajahmundry have been earmarked for leasing over the years 2022 to 2025. AAI...

ହକି ଷ୍ଟାଡିଅମ ଓ ବିମାନ ବନ୍ଦର ନିର୍ମାଣ ସଂପୂର୍ଣ୍ଣ

0

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ଟି) ଶ୍ରୀ ଭି.କେ. ପାଣ୍ତିଆନ ରାଉରକେଲା ଗସ୍ତରେ ଆସି ନିର୍ମାଣାଧୀନ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ସହିତ ରାଉରକେଲା ବିମାନ ବନ୍ଦର ଏବଂ ବିଭିନ୍ନ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଛନ୍ତି। ଏହି ସଚିବସ୍ତରୀୟ ଟିମରେ କ୍ରୀଡ଼ା ଏବଂ ଯୁବ ସେବା ବିଭାଗର ସଚିବ ଶ୍ରୀ ଆର୍ ଭିନିଲକ୍ରୀଷ୍ଣା ଏବଂ ଇଡକୋର ପରିଚାଳନା ନିର୍ଦ୍ଦେଶକ...

Center Supports River Cleaning

0

New Delhi: Minister of State for Jal Shakti, Bishweswar Tudu said that the Government of India is supplementing the efforts of the State Government in addressing the challenges of pollution in river Ganga and its tributaries (including the major tributary Yamuna) by providing financial and technical assistance under Namami Gange Program. Under this program,...

ପୂର୍ବାଞ୍ଚଳରେ ଶାନ୍ତିର ଯୁଗ ଆରମ୍ଭ ହୋଇଛି

0

ନୂଆଦିଲ୍ଲୀ : କେନ୍ଦ୍ର ମନ୍ତ୍ରୀ ଶ୍ରୀ ଅନୁରାଗ ସିଂ ଠାକୁର କହିଛନ୍ତି ଯେ ୨୦୧୪ ପରଠାରୁ ଉତ୍ତର ପୂର୍ବାଞ୍ଚଳରେ ଶାନ୍ତିର ଯୁଗ ଆରମ୍ଭ ହୋଇଛି । ଭାରତ ସରକାର ଆତଙ୍କବାଦ ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଗ୍ରହଣ କରିଛନ୍ତି । ସରକାରଙ୍କ ଆତଙ୍କବାଦ ମୁକାବିଲା ସମ୍ପର୍କରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଠାକୁର ନିଜ ବାସଭବନରେ ଗଣମାଧ୍ୟମକୁ ବିସ୍ତୃତ ସୂଚନା ଦେଇଥିଲେ । ସେ କହିଥିଲେ ଯେ, ସରକାର ଗୋଟିଏ ପଟେ ବେଆଇନ କାର୍ଯ୍ୟକଳାପ ନିଷେଧ ଆଇନ...

ଯାତ୍ରୀବାହୀ ରେଳଗାଡି ଚଳାଇବାକୁ ଦାବି

0

ଭୁବନେଶ୍ୱର : ହରିଦାସପୁର-ପାରାଦୀପ ରେଲ ଲାଇନ୍‍ରେ ତୁରନ୍ତ ଯାତ୍ରୀବାହୀ ରେଳଗାଡି ଚଳାଇବାକୁ ଦାବି କରିଛି ବିଜେଡି । ଆଜି ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମହାକାଳପଡା ବିଧାୟକ ତଥା ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା, ରାଜନଗର ବିଧାୟକ ଧ୍ରୁବ ସାହୁ ଓ ପାଟକୁରା ବିଧାୟକ ସାବିତ୍ରୀ ଅଗୱାଲ ଏହି ଦାବି କରିଛନ୍ତି । ମନ୍ତ୍ରୀ ଶ୍ରୀ ନାୟକ...

BJD MPs Demand Dues Release

0

New Delhi: A delegation of BJD MPs on Monday met Union Minister for Consumer Affairs, Food and Public Distribution Piyush Goyal in New Delhi and demanded release of pending food subsidy dues of Rs 14,292.51 crore. The MPs including leaders from Rajya Sabha and Lok Sabha have submitted a memorandum to Goyal.

ସାଜସଜା ପାଇଁ ପୂଜାମଣ୍ଡପ ଅମଙ୍ଗ

0

ଭୁବନେଶ୍ୱର : ହକି ବିଶ୍ୱକପ୍‍ ସମୟରେ ରାଜଧାନୀରେ ଥିବା ପୂଜାମଣ୍ଡପଗୁଡିକୁ ସଜାଇବାପାଇଁ କର୍ମକର୍ତ୍ତା ଅମଙ୍ଗ ହେଉଛନ୍ତି । ଏଥିପାଇଁ ସେମାନଙ୍କୁ ନିଜ ହାତରୁ ଅର୍ଥ ଖର୍ଚ୍ଚ କରିବାକୁ ଥିବାରୁ ଅନେକ ଏ ନେଇ ପଛଘୁଞ୍ଚା ଦେଉଥିବା ସୂଚନା ମିଳିଛି । ବିଶ୍ୱକପ୍‍ ସମୟରେ ବିଦେଶୀ ଅତିଥିକୁ ଆକର୍ଷିତ କରିବାପାଇଁ ରାଜଧାନୀର ପୂଜାମଣ୍ଡପଗୁଡିକୁ ଆକର୍ଷଣୀୟ ଭାବେ ସଜାଇବାପାଇଁ ବିଏମ୍‍ସି କର୍ତ୍ତୃପକ୍ଷ ଯୋଜନା ସହିତ ସହିତ ଗତ ଶନିବାର ଦିନ ଏ ନେଇ ବୈଠକ ଡାକିଥିଲେ । ବୈଠକରେ...