ନୂତନ ସହର ରୂପରେଖ ନେଇ ଆଲୋଚନା
ଭୁବନେଶ୍ୱର : ସିଙ୍ଗାପୁର ସ୍ଥିତ ଅର୍ନ୍ତଜାତୀୟ ପରାମର୍ଶଦାତା ସଂସ୍ଥା ସୁରବନ ଜୁରଙ୍ଗର ଦକ୍ଷିଣ ଏସିଆର ମୁଖ୍ୟ କାର୍ଯ୍ୟନିର୍ବାହୀ ଶ୍ରୀ ଅବିନାଶ ମିଶ୍ରା ଏବଂ ଆଞ୍ଚଳିକ ନିର୍ଦ୍ଦେଶକ ଶ୍ରୀ ଅଭିଷେକ ମାଲହୋତ୍ରା ଆଜି ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଶ୍ରୀମତୀ ଉଷା ପାଢୀଙ୍କୁ ସାକ୍ଷାତ କରି ଆଲୋଚନା କରିଛନ୍ତି । ଏହି ଆଲୋଚନାରେ ଭୁବନେଶ୍ୱରରେ ପ୍ରସ୍ତାବିତ ନୂତନ ସହର ପ୍ରକଳ୍ପ ଉପରେ ବିଶେଷ ଗୁରୁତ୍ୱ ଦେଇ ସହରାଞ୍ଚଳ ଭିତ୍ତିଭୂମି ଏବଂ ପରିଚାଳିତ ସେବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଓଡ଼ିଶା ସରକାର ପ୍ରସ୍ତାବିତ...
ଆଉ ତିନି ସ୍ଥାନରେ ହେବ ଓଡିଶା ଭବନ
ଭୁବନେଶ୍ୱର : ଓଡିଶା ସରକାର ଆଉ ତିନିଟି ନୂତନ ସ୍ଥାନରେ ଓଡିଶା ଭବନ ନିର୍ମାଣ କରିବେ । ଏହି ସ୍ଥାନ ମଧ୍ୟରେ ରହିଛି ଅଯୋଧ୍ୟା, ହାଇଦ୍ରାବାଦ ଓସୁରଟ । ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ନୂଆଦିଲ୍ଲୀର ନୂତନ ଓଡିଶା ଭବନ ନିର୍ମାଣ କାର୍ଯ୍ୟ ସମ୍ପର୍କରେ ସମୀକ୍ଷା କରିବା ଅବସରରେ ଏହି ସୂଚନା ମିଳିଛି । ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଦେଶର ରାଜଧାନୀ ନୂଆଦିଲ୍ଲୀରେ ନିର୍ମିତ ହେବାକୁ ଥିବା ଏହି ନୂଆ ଭବନରେ ଓଡିଶାର ସମୃଦ୍ଧ ପ୍ରସ୍ତର କାରୁକାର୍ଯ୍ୟ, ସମ୍ବଲପୁରୀ ଇକତ, ଓଡିଆ...
ଅଧିକାରୀମାନଙ୍କୁ କ୍ଷେତ୍ର ପରିଦର୍ଶନ ପାଇଁ ନିର୍ଦ୍ଦେଶ
ଭୁବନେଶ୍ୱର : ସରକାରଙ୍କ ଦ୍ଵାରା ପ୍ରଣିତ ବିଭିନ୍ନ କୃଷି ଯୋଜନା ଏବଂ କାର୍ଯ୍ୟକ୍ରମର ପ୍ରଭାବଶାଳୀ କାର୍ଯ୍ୟାନ୍ଵୟନକୁ ସୁନିଶ୍ଚିତ ତଥା ଲୋକାଭିମୁଖୀ କରିବା ପାଇଁ କୃଷି ବିଭାଗର ଅଧିକାରୀମାନେ କ୍ଷେତ୍ର ପରିଦର୍ଶନ କରିବେ l ଏନେଇ ଆଜି କୃଷି ବିଭାଗ ପକ୍ଷରୁ ଏକ ସୂଚନା ଜାରି କରିଛନ୍ତି ବିଭାଗୀୟ ପ୍ରମୁଖ ଶାସନ ସଚିବ ଡ଼ ଅରବିନ୍ଦ କୁମାର ପାଢୀ l ତୃଣମୂଳସ୍ତରରେ ବାସ୍ତବିକ ପରିସ୍ଥିତି ଅନୁଧ୍ୟାନ କରିବା ସହ କୃଷକ ଓ କୃଷି କ୍ଷେତ୍ରରେ ଆଗଧାଡ଼ିରେ କାର୍ଯ୍ୟ କରୁଥିବା ଲୋକଙ୍କ ସମସ୍ୟାର ସମାଧାନ ହୋଇପାରିବ l...
UCCIL Strengthens UK-Odisha Trade Ties
Bhubaneswar: Dr. Prabodh Mohanty, President of the Utkal Chamber of Commerce and Industry Limited (UCCIL), led a delegation to meet with Dr. Andrew Fleming, the British Deputy High Commissioner for East and North East India. UCCIL Preisdent Dr.Mohanty along with Secretary Dr. Sanjeev Mahapatra, focused on the ongoing efforts to promote and strengthen trade relations between Odisha and the...
Urban Leap For Odisha
Bhubaneswar: The ambitious Bhubaneswar New City Project took a significant step forward today with a high-level meeting between the Government of Odisha and representatives from the global urban solutions consultancy, Surbana Jurong. Mr. Avinas Misra, Chief Executive of Surbana Jurong South Asia, and Mr. Abhisek Malhotra, Regional Director, met with Smt. Usha Padhee, Principal Secretary of the Housing & Urban...
Triumph Of Grit; Leeza Majhi
Sambalpur : A story of unwavering determination and a shining example of the transformative power of education has emerged from the rural heartland of Odisha. Leeza Majhi, a daughter of a small farmer, has successfully qualified the National Eligibility cum Entrance Test (NEET) 2025 and secured admission to the prestigious MBBS program at Government Medical College & Hospital, Sundargarh. Her...
FCI Propels Odisha Millet
Jeypore: The Food Corporation of India (FCI) has taken a decisive step in strengthening Odisha’s agricultural sector by initiating a massive inter-state transfer of millets, with the first consignment of 25,000 quintals of ragi (finger millet) recently dispatched from the Jeypore depot to Andhra Pradesh. This move is a testament to the growing success of the Odisha Millet Mission...
Odisha Mandia Feeds India
Bhubaneswar: Dr.Arabinda Kumar Padhee, Principal Secretary Agriculture and Farmers’ Empowerment asserted that "Odisha mandia will feed India". This is not merely a slogan but a reflection of the remarkable progress and potential of the Odisha Millet Mission (OMM). The state has emerged as a national leader in millet promotion, creating a model that is now being studied and replicated by...
ଦାରା ମୁକ୍ତି ଘୁଞ୍ଚି ଘୁଞ୍ଚି ଯାଉଛି
ଭୁବନେଶ୍ୱର : ପଦ୍ମ ଘୁଞ୍ଚି ଘୁଞ୍ଚି ଯିବାଭଳି କାରାଗାରର କାଳକୋଠରୀରେ ପ୍ରାୟ ୨୫ବର୍ଷ ଧରି ସମୟ କାଟୁଥିବା ଦାରା ସିଂର ମୁକ୍ତି ଆଶା ବି ଘୁଞ୍ଚି ଘୁଞ୍ଚି ଯାଉଛି । ୧୯୯୯ ଜାନୁଆରୀ ୨୧ତାରିଖ ରାତିରେ ରବୀନ୍ଦ୍ର ପାଲ ଓରଫ ଦାରା ସିଂ ଓ ତାହାର ସହଯୋଗୀମାନେ କେନ୍ଦୁଝର ଜିଲ୍ଲାର ମନୋହରପୁର ଠାରେ ଅଷ୍ଟ୍ରେଲୀୟ ମିଶନାରୀ ଗ୍ରାହାମ ଷ୍ଟେନ ଏବଂ ତାଙ୍କ ଦୁଇ ନାବାଳକ ଶିଶୁପୁତ୍ର ଫିଲିପ୍ ଓ ତିମୋଥିଙ୍କୁ ଜୀଅନ୍ତା ପୋଡି ହତ୍ୟା କରିଥିଲେ । ଏହି ଭୟଙ୍କର ଅପରାଧରେ ମୁଖ୍ୟ ଅଭିଯୁକ୍ତ...
ଓଡିଶାକୁ ୭୦୦ ଶୌଚାଳୟ ମଞ୍ଜୁର
ଭୁବନେଶ୍ୱର : ସମଗ୍ର ଶିକ୍ଷା ଯୋଜନାରେ କେନ୍ଦ୍ର ସରକାର ଓଡିଶାର ବିଦ୍ୟାଳୟଗୁଡିକ ପାଇଁ ୭୦୦ଟି ଶୌଚାଳୟ ମଞ୍ଜୁର କରିଛନ୍ତି । ଏଥି ମଧ୍ୟରେ ସର୍ବାଧିକ ୫୧୦ଟି ଶୌଚାଳୟ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ରହିଛି । ୨୦୧୪ ମସିହାରେ ଦେଶରେ ସ୍ୱଚ୍ଛ ଭାରତ ମିଶନ (ଗ୍ରାମିଣ) କାର୍ଯ୍ୟକାରୀ ପରେ ଏହି ଯୋଜନାରେ ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ରଗୁଡିକରେ ପିଲାମାନଙ୍କ ପାଇଁ ଶୌଚାଳୟ ନିର୍ମାଣ କରାଯାଇଥିଲା । କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ, ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଓ ମିଳିତ ଭାବେ ଏଥିପାଇଁ ଅର୍ଥ ଯୋଗାଇ...









