ସୋଆରେ ରାଗିଂ ବିରୋଧୀ ସପ୍ତାହ
ଭୁବନେଶ୍ୱର : ନିକଟରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍ଡ ଟୁ ବି ବିଶ୍ୱବିଦ୍ୟାଳୟରେ ରାଗିଂ ବିରୋଧୀ ସପ୍ତାହ ପାଳନ ହୋଇଯାଇଛି । ବିଶ୍ୱବିଦ୍ୟାଳୟ ପରିଚାଳିତ ସମସ୍ତ ଶିକ୍ଷାନୁଷ୍ଠାନ ତଥା ବିଶ୍ୱବିଦ୍ୟାଳୟ ସ୍ତରରେ ଅଗଷ୍ଟ ୧୨ ରୁ ୧୮ ପର୍ଯ୍ୟନ୍ତ ଏହି ସପ୍ତାହ ପାଳନ କରାଯାଇଥିଲା । ଏହି ଉପଲକ୍ଷେ ଏକ ରାଗିଂ ମୁକ୍ତ ଶୈକ୍ଷିକ ବାତାବରଣ ସୃଷ୍ଟି କରିବା ନିମନ୍ତେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଓ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଅଗଷ୍ଟ ୧୨ରେ ବିଶ୍ୱବିଦ୍ୟାଳୟରେ ରାଗିଂ ବିରୋଧୀ ଦିବସ ପାଳିତ ହୋଇଥିଲା ।...
First Asian Elephant Center Soon
Bhubaneswar: Odisha will be the home of the world's first Center for Species Survival: Asian Elephant at Godibari near the Chandaka Wildlife Division. Chief Minister Mohan Charan Majhi announced the establishment of the center during an international workshop on human-elephant coexistence, while addressing the gathering on International Workshop on 'Best Practices in Human-Elephant Co-existence' at Mayfair Bhubaneswar on 21...
Assembly Begins From 18 Sept.
Bhubaneswar: The Monsoon Session of the Odisha Legislative Assembly is set to begin on Wednesday, September 18, and will continue until September 25, according to an official notification from the Assembly Secretariat. The short, seven-day session is expected to be contentious as opposition parties prepare to raise a number of key issues. The Opposition, including the Biju Janata Dal (BJD)...
Om Birla Expresses Anguish
New Delhi: The fifth session of the 18th Lok Sabha, which began on July 21, 2025, concluded today, with Speaker Shri Om Birla delivering a valedictory address in which he expressed deep anguish over continuous and planned disruptions that plagued the proceedings. The session, which was originally scheduled for 120 hours of work, was able to function for only...
ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାର ସମୀକ୍ଷା
ଭୁବନେଶ୍ୱର : ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା “ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା”ର ସଫଳ କାର୍ଯ୍ୟକାରିତା ସଂପର୍କରେ ମୁଖ୍ୟଶାସନ ସଚିବ ମନୋଜ ଆହୁଜା ସମୀକ୍ଷା କରିଛନ୍ତି । ବୈଠକରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠଙ୍କ ଉପସ୍ଥିତିରେ ବିଶଦ୍ ଆଲୋଚନା କରାଯାଇଥିଲା । ଏହି ଯୋଜନାରୁ ଗୋପାଳନ କରୁଥିବା ଚାଷୀ ଏବଂ କୃଷି ଉଦ୍ୟୋଗୀମାନେ କିପରି ଅଧିକ ଲାଭବାନ ହୋଇପାରିବେ, ଚାଷୀମାନଙ୍କ ଆର୍ଥିକ ସଶକ୍ତିକରଣ ହୋଇପାରିବ ତାହା ଉପରେ ଗୁରୁତ୍ୱ ଦିଆଯାଇଛି । ରାଜ୍ୟରେ ଗୋପାଳନ କ୍ଷେତ୍ରକୁ ଅଗ୍ରାଧିକାର...
Pact To Boost Disability Policy
New Delhi: The Department of Empowerment of Persons with Disabilities (DEPwD) has partnered with the Nipman Foundation and Young Leaders for Active Citizenship (YLAC) to launch the "Breaking Barriers Fellowship". The partnership was formalized through a Memorandum of Understanding (MoU) signed by DEPwD Director Ashish Thakre, Nipman Foundation founder Nipun Malhotra, and YLAC co-founder Rohit Kumar. Present at the signing...
MoMA’s Swachhata Push
New Delhi: Dr. Chandra Shekhar Kumar, Secretary, Ministry of Minority Affairs, chaired a crucial meeting on August 20, 2025, to review the progress of Special Campaign 5.0, Swachhata Hi Seva, and the SCDPM. The meeting underscored the Ministry's steadfast commitment to the vision of a cleaner India, aligning with the broader national objective of the Swachh Bharat Mission. The review...
୨୨୭୭ ଅଙ୍ଗନବାଡି ହେଲା ସକ୍ଷମ ଅଙ୍ଗନବାଡି
ଭୁବନେଶ୍ୱର : ଓଡିଶାର ୧୨,୧୪୦ଟି ଅଙ୍ଗନବାଡି କେନ୍ଦ୍ରକୁ ସକ୍ଷମ କେନ୍ଦ୍ରକୁ ଉନ୍ନୀତ ପାଇଁ ନିଷ୍ପତ୍ତି ହୋଇଥିବାବେଳେ ବର୍ତ୍ତମାନ ସୁଦ୍ଧା ୨୨୭୭ଟି କେନ୍ଦ୍ରର ଉନ୍ନତି ସମ୍ଭବ ହୋଇଛି । ଏଥିପାଇଁ ୨୯ କୋଟିରୁ ଅଧିକ ଟଙ୍କା ପ୍ରଦାନ କରାଯାଇଛି । କେନ୍ଦ୍ର ମହିଳା ଓ ଶିଶୁ ବିକାଶ ରାଷ୍ଟ୍ରମନ୍ତ୍ରୀ ସାବିତ୍ରୀ ଠାକୁର ଅଙ୍ଗନବାଡି କେନ୍ଦ୍ର ସଂକ୍ରାନ୍ତରେ ଆସିଥିବା ଏକ ପ୍ରଶ୍ନର ଉତ୍ତରରେ ଦେଇଥିବା ସୂଚନାରୁ ଏହା ଜଣାପଡିଛି । ମନ୍ତ୍ରୀ ଦର୍ଶାଇଛନ୍ତି ଯେ ସମଗ୍ର ଦେଶରେ ୧୨,୭୬,୪୦୧ ଟି ଅଙ୍ଗନବାଡି କେନ୍ଦ୍ରରେ ପାନୀୟଜଳ ସୁବିଧା ଥିବାବେଳେ...
୧୨୫ତମ ଜନ୍ମବାର୍ଷିକ ପାଳନ କେବେ ?
ଭୁବନେଶ୍ୱର : ଭାରତଛାଡ ଆନ୍ଦୋଳନବେଳେ ଓଡିଶାରେ ପ୍ରଥମ ଗୁଳିକାଣ୍ଡ ହୋଇଥିବା ମାଲକାନଗିରି ଜିଲ୍ଲାର ମାଥିଲି ଓ ଏଠାକାର ଗଣଜାଗରଣର ମୁଖ୍ୟ ନାୟକ ଅମର ଶହୀଦ ଲକ୍ଷ୍ମଣ ନାଏକଙ୍କୁ ରାଜ୍ୟ ଓ ଜାତୀୟ ସ୍ତରରେ ଯେଭଳି ସ୍ଥାନ ମିଳିବାକଥା ତାହା ମିଳିପାରି ନାହିଁ । ଦେଶମାତୃକା ପାଇଁ ଫାଶୀଖୁଣ୍ଟରେ ଝୁଲିଥିବା ଶହୀଦ ଲକ୍ଷ୍ମଣଙ୍କର ଏବର୍ଷ ୧୨୫ତମ ଜନ୍ମବାର୍ଷିକୀ ପ୍ରତିପାଳନ କେବଳ ବେସରକାରୀ ସ୍ତରରେ ବିଭିନ୍ନ ସଂସ୍ଥା ପକ୍ଷରୁ କରାଯାଉଥିବାବେଳେ ସରକାରୀ ଉତ୍ସବ କେବେ ପାଳନ କରାଯିବ ସେଥିଘେନି ଅନେକ ଅପେକ୍ଷା କରିଛନ୍ତି । ଏଠାରେ ଉଲ୍ଲେଖନୀୟ...
ଠାକୁରଙ୍କ ଛଡାଫୁଲରୁ ହେବ ଧୂପକାଠି
ଭୁବନେଶ୍ୱର : ପୂଜା ଫୁଲ ଲାଗିବ ଠାକୁରଙ୍କ ପୂଜାରେ । ଏଥିପାଇଁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଆରମ୍ଭ ହୋଇଛି ପ୍ରୟାସ । ଭୁବନେଶ୍ୱରରେ ଅତ୍ୟନ୍ତ ଉତ୍ସାହର ସହିତ ପାଳନ କରାଯାଉଥିବା ଗଣେଶ ପୂଜା ଏକ ଗୁରୁତ୍ୱପୂର୍ଣ୍ଣ ପର୍ବ । ତେବେ ଉତ୍ସବରେ ଲାଗି ହେଉଥିବା ଫୁଲ ଏବଂ ପୂଜାର୍ଚ୍ଚନ ବର୍ଜ୍ୟର ଅନୁପଯୁକ୍ତ ନିଷ୍କାସନ ଅସ୍ୱାସ୍ଥ୍ୟକର ପରିସ୍ଥିତି ସୃଷ୍ଟି କରିଥାଏ ଏବଂ ଭକ୍ତମାନଙ୍କ ଭାବାବେଗକୁ ଆଘାତ ପହଞ୍ଚାଇଥାଏ । ଏହି ସାଂସ୍କୃତିକ ଚେତନାକୁ ସମ୍ମାନ ଦେବା ଏବଂ ପରିବେଶର ସ୍ୱଚ୍ଛତା ବୃଦ୍ଧି ପାଇଁ ଭୁବନେଶ୍ୱର...










