Aviation Meet On 25 AUG

0

Bhubaneswar: Odisha is set to host the Eastern Region Civil Aviation Ministers' Conference at MAYFAIR Convention on Monday, August 25. The high-profile event will bring together key government officials and industry leaders to discuss the development and challenges of the civil aviation sector in Eastern India. The conference will be inaugurated by Union Minister of Civil Aviation, Shri Rammohan Naidu...

ବାୟୁ ପ୍ରତିରକ୍ଷା ଯୁଦ୍ଧାସ୍ତ୍ରର ସଫଳ ପରୀକ୍ଷଣ

0

ଭୁବନେଶ୍ୱର : ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (ଡିଆରଡିଓ) ସମନ୍ୱିତ ବାୟୁ ପ୍ରତିରକ୍ଷା ଯୁଦ୍ଧାସ୍ତ୍ର ପ୍ରଣାଳୀ (ଆଇଏଡିଡବ୍ଲୁଏସ)ର ପ୍ରଥମ ସଫଳ ପରୀକ୍ଷଣ ସମ୍ପନ୍ନ କରିଛି। ଆଜି ଓଡ଼ିଶା ଉପକୂଳରୁ ଏହି ପରୀକ୍ଷଣ କରାଯାଇଥିଲା। ଆଇଏଡିଡବ୍ଲୁଏସ ଏକ ବହୁସ୍ତରୀୟ ବାୟୁ ପ୍ରତିରକ୍ଷା ପ୍ରଣାଳୀ ଯେଉଁଥିରେ ସମସ୍ତ ସ୍ୱଦେଶୀ ତ୍ୱରିତ ମୁକାବିଲା କ୍ଷମତା ସମ୍ପନ୍ନ ଭୂପୃଷ୍ଠରୁ ଆକାଶମାର୍ଗକୁ ଲକ୍ଷ୍ୟ ଭେଦ କରିପାରୁଥିବା କ୍ଷେପଣାସ୍ତ୍ର ସଂଯୋଗ କରାଯାଇଛି। ଏହାଛଡ଼ା ଏଥିରେ ଉନ୍ନତ ଅତି ସ୍ୱଳ୍ପ ଦୂରଗାମୀ ବାୟୁ ପ୍ରତିରକ୍ଷା ପ୍ରଣାଳୀ (ଭିଏସଏଚଓଆରଏଡିଏସ) କ୍ଷେପଣାସ୍ତ୍ର ଏବଂ ଉଚ୍ଚ...

Beyond 20-Year Vehicle Mark

0

New Delhi: The Ministry of Road Transport and Highways has moved to clarify a key aspect of its new vehicle scrappage policy, addressing public confusion over the age limits for private vehicles. Contrary to a common misconception, the new rules raising registration renewal fees for vehicles over 20 years old do not extend the initial 15-year validity period of...

ଇ-ବସ୍‍ ରେ ଓଡିଶା ପଞ୍ଚମ

0

ଭୁବନେଶ୍ୱର : ପରିବେଶ ଅନୁକୂଳ ଇ-ବସ୍‍ କ୍ଷେତ୍ରରେ ଓଡିଶା ଦେଶରେ ପଞ୍ଚମ ସ୍ଥାନରେ ରହିଛି । ଏ କ୍ଷେତ୍ରରେ ଦିଲ୍ଲୀ ପ୍ରଥମ ସ୍ଥାନରେ ଥିବାବେଳେ ମହାରାଷ୍ଟ୍ର ଦ୍ୱିତୀୟ ସ୍ଥାନରେ ରହିଥିବା ଜଣାଯାଇଛି । ଦେଶରେ ପରିବେଶ ଅନୁକୂଳ ଏହି ଇ-ବସ୍‍ ଚଳାଇବାପାଇଁ କେନ୍ଦ୍ର ସରକାର ଅନେକଗୁଡିଏ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ବିଶେଷକରି ସହରାଞ୍ଚଳରେ ଇ-ବସ୍‍ ଚଳାଚଳକୁ ଅଧିକ ଗୁରୁତ୍ୱ ପ୍ରଦାନ କରାଯାଉଛି । ଏଥିପାଇଁ କେନ୍ଦ୍ର ପକ୍ଷରୁ ପିଏମ୍‍-ଇ ବସ୍‍ ସେବା ଏବଂ ପିଏମ୍‍-ଇ-ଡ୍ରାଇଭ୍‍ ଭଳି ଯୋଜନା ଚଳାଯାଉଛି । ଏହି ଯୋଜନାରେ...

ଭାରତ ରତ୍ନ ପାଇଁ ଓଡ଼ିଶାରୁ କିଏ?

0

ଭୁବନେଶ୍ୱର : ୭୧ ବର୍ଷ ଭିତରେ ୫୦ରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କୁ କେନ୍ଦ୍ର ସରକାର ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରିଥିବା ବେଳେ ଏଯାବତ୍‍ ଏଥିରେ ଓଡ଼ିଶାର କୌଣସି ନାମ ସ୍ଥାନ ପାଇନାହିଁ । ଭାରତ ରତ୍ନ ସମ୍ମାନ ପାଇଁ ଓଡ଼ିଶାର ଦାବି ତାଲିକା ବେଶ୍‍ ଲମ୍ବା ହୋଇଥିଲେ ବି ୧୯୫୪ରୁ ୨୦୨୪ ପର୍ଯ୍ୟନ୍ତ ଓଡ଼ିଶାର କୌଣସି ବ୍ୟକ୍ତିଙ୍କୁ ଜୀବିତ କିମ୍ବା ମରଣୋତ୍ତର ଅବସ୍ଥାରେ ଏହି ସମ୍ମାନ କାହିଁକି ପ୍ରଦାନ କରାଯାଉ ନାହିଁ ସେଥିଘେନି ଅସ୍ମିତାକୁ ନେଇ ଗର୍ବ କରୁଥିବା ଓଡ଼ିଆଙ୍କ ମଧ୍ୟରେ କ୍ଷୋଭ...

ଓଡିଶା ଅଗ୍ନିଶମ ବାହିନୀ ଦେଶରେ ଶ୍ରେଷ୍ଠ

0

ଭୁବନେଶ୍ୱର : ବିପଦରେ ପଡ଼ିଥିବା ଲୋକଙ୍କ ପାଇଁ ସରକାରଙ୍କ ପକ୍ଷରୁ ସହାୟତା ଦେବା ପାଇଁ ପ୍ରଥମେ ପହଞ୍ଚିଥାନ୍ତି ଆମ ଅଗ୍ନିଯୋଦ୍ଧାମାନେ । ସେମାନେ ହେଉଛନ୍ତି ପ୍ରଥମ ରେସପଣ୍ଡର। ବିପନ୍ନ ଲୋକଙ୍କ ପାଖରେ ସେମାନେ ସରକାରଙ୍କ ଚେହେରା ବୋଲି ଆଜି ଅଗ୍ନିଶମ ପ୍ରଶିକ୍ଷଣ କେନ୍ଦ୍ରରେ ଆୟୋଜିତ ୬୧ ତମ  ଅଗ୍ନିଯୋଦ୍ଧା ଦୀକ୍ଷାନ୍ତ ସମାରୋହରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି । ସୂଚନାଯୋଗ୍ୟ ଯେ, ଆଜି ସମୁଦାୟ ୯୧୧ ଜଣ ଅଗ୍ନିଯୋଦ୍ଧା ପାସିଙ୍ଗ ଆଉଟ ପରେଡରେ ଯୋଗ ଦେଇ ଅଗ୍ନିଶମ ବାହିନୀରେ କାର୍ଯ୍ୟାରମ୍ଭ...

Odisha Welcomes 911 ‘Agni Yoddha’

0

Bhubaneswar: The Odisha Fire Services welcomed 911 new 'Agni Yoddha' into its ranks today following their passing out parade at the Barmunda Fire Training Center. Speaking at the 61st Agni Yoddha Passing Out Parade ceremony, Chief Minister Shri Mohan Charan Majhi hailed them as the Government's "first responders" and "the face of the government to the people in danger." Odisha...

Srimandir Breastfeeding Centre Soon

0

Puri: The Shree Jagannath Temple Administration (SJTA) is moving forward with a progressive and compassionate initiative to establish a dedicated breastfeeding center on the temple premises. This decision, announced by Chief Administrator Dr.Arabinda Kumar Padhee, is a response to the long-standing demand for a safe, private, and hygienic space for nursing mothers who visit the shrine with their infants. The...

Guv Calls For Humane Approach

0

Bhubaneswar: Governor Hari Babu Kambhampati of Odisha has called for a humane and empathetic approach in the implementation of schemes for tribal communities. The directive was issued during a high-level review meeting held at the Raj Bhavan, where the Governor assessed the work of various departments, including the Scheduled Tribes and Scheduled Caste Development, Minority and Backward Classes Welfare,...

ଜନଜାତି ଯୋଜନା କାର୍ଯ୍ୟକାରିତା ନେଇ ସମୀକ୍ଷା

0

ଭୁବନେଶ୍ୱର : ଜନଜାତିଙ୍କ ପାଇଁ ଉଦ୍ଦିଷ୍ଟ ଯୋଜନାଗୁଡିକର କାର୍ଯ୍ୟକାରିତା ସମୟରେ ଅଧିକାରୀମାନେ ମାନବିକ ଓ ସହାନୁଭୂତିଶୀଳ ଆଭିମୁଖ୍ୟ ଗ୍ରହଣ କରନ୍ତୁ ବୋଲି ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି ନିର୍ଦ୍ଦେଶ ଦେଇଛନ୍ତି I ଆଜି ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଏବଂ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର କାର୍ଯ୍ୟାବଳୀ ସମୀକ୍ଷା କରିବା ଅବସରରେ ରାଜ୍ୟପାଳ ଏହି ନିର୍ଦ୍ଦେଶ ଦେଇଛନ୍ତି I ଉକ୍ତ ଉଚ୍ଚସ୍ତରୀୟ...