1K Mobile Towers Sought

0

Bhubaneswar: Odisha Government has approached the Government of India to provide 1000 Mobile Towers for the State, which will provide connectivity to the ‘Uncovered’ villages of this Eastern Tribal Dominated State. In a Memorandum to the Union Government, the State Administration has pointed out that it has been estimated Rs.900 Crore will be required...

Allow To Central Scheme

0

Bhubaneswar: Odisha Government has asked for freedom to choose and customize Centrally Sponsored Scheme Projects depending upon the State’s requirement. The “One Size Fits All” approach is not relevant in a huge and diverse country like India, pointed out the Odisha Government in its’ Memorandum to the Union Government. While there...

ଯୋଜନା ଚୟନ ସ୍ୱାତନ୍ତ୍ରତା ଦିଅ

0

ଭୁବନେଶ୍ୱର : ରାଜ୍ୟର ଆବଶ୍ୟକତା ଅନୁଯାୟୀ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନାଗୁଡିକୁ ଚୟନ କରିବା ପାଇଁ ଓଡିଶା ସରକାରଙ୍କୁ ସ୍ୱାତନ୍ତ୍ରତା ଦେବାକୁ କେନ୍ଦ୍ରକୁ କୁହାଯାଇଛି । ଭାରତ ଭଳି ବିଶାଳ ଦେଶ ପାଇଁ “ସମସ୍ତଙ୍କ ଲାଗି ଗୋଟିଏ ଆକାର” ବ୍ୟବସ୍ଥା ଗ୍ରହଣୀୟ ନୁହେଁ ବୋଲି କେନ୍ଦ୍ରକୁ ଦେଇଥିବା ସ୍ମାରକପତ୍ରରେ ଓଡିଶା ସରକାର ଉଲ୍ଲେଖ କରିଛନ୍ତି । ବିଭିନ୍ନ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନାରେ ଭାରତ ସରକାରଙ୍କର ଅଧିକ ଯୋଗଦାନ ଆବଶ୍ୟକ ହେଉଥିବାବେଳେ ଏହି ପ୍ରକଳ୍ପଗୁଡିକୁ ଅନୁକୂଳ କରିବା ସହିତ...

ଆବଶ୍ୟକ ୧୦୦୦ ମୋବାଇଲ ଟାୱାର

0

ଭୁବନେଶ୍ୱର : ରାଜ୍ୟର ମୋବାଇଲ ଅପହଞ୍ଚ ଗାଁ ଗୁଡିକରେ ଟେଲିଫୋନ୍‍ ସେବା ଯୋଗାଣ ପାଇଁ ୧୦୦୦ଟି ମୋବାଇଲ୍‍ ଟାୱାର ଯୋଗାଇ ଦେବାକୁ ଓଡିଶା ସରକାର କେନ୍ଦ୍ରଙ୍କୁ ଅନୁରୋଧ କରିଛନ୍ତି । ଏ ସଂକ୍ରାନ୍ତରେ କେନ୍ଦ୍ର ସରକାରଙ୍କୁ ରାଜ୍ୟ ପକ୍ଷରୁ ଏକ ସ୍ମାରକପତ୍ର ଦିଆଯାଇଥିବାବେଳେ ଏଥିପାଇଁ ପ୍ରାୟ ୯୦୦ କୋଟି ଟଙ୍କା ଆବଶ୍ୟକ ଥିବା ଆକଳନ କରାଯାଇଛି । ସର୍ବଶେଷ ସର୍ବେକ୍ଷଣ ଅନୁଯାୟୀ ଓଡିଶା ହେଉଛି ଦେଶର ସର୍ବାଧିକ ମୋବାଇଲ୍‍ ଅପହଞ୍ଚ ଗାଁ ଥିବା ରାଜ୍ୟ ।...

Vocational Education In Schools

0

New Delhi: Secretary, Department of School Education and Literacy, Sanjay Kumar, pointed out that India needs to catch up with other countries in terms of skilling the workforce through formal vocational training during the student years. NEP 2020 has identified such issues and has suggested remedial measures, he added. Shri Kumar pointed out that...

ନବରଙ୍ଗପୁରର ପ୍ରଗତି ପାଇଁ ଶିକ୍ଷା ସହ ଦକ୍ଷତା ବିକାଶ

0

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାର ପ୍ରଗତି ପାଇଁ ଶିକ୍ଷା ଓ ଦକ୍ଷତା ବିକାଶ ହିଁ ଅନ୍ୟ ଏକ ବିକଳ୍ପ ବୋଲି ରବିବାର ଏହି ମହାବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।  ଶ୍ରୀ ପ୍ରଧାନ କହିଛନ୍ତି ଯେ ନବରଙ୍ଗପୁର ଜିଲ୍ଲାର କୃଷି ଉତ୍ପାଦିତ ସାମଗ୍ରୀକୁ ବାହାର ବଜାରରେ ପହଞ୍ଚାଇବା ପାଇଁ ପଡିବ ।  ଆମ ସମସ୍ତଙ୍କର ଦାୟିତ୍ୱ ଏ ଜିଲ୍ଲାକୁ ଆଗକୁ...

Direct Tax Collection Up

0

New Delhi: The figures of Direct Tax collections for the Financial Year 2022-23, as on 17 December show that net collections ar at Rs.11,35,754 Crore as compared to Rs.9,47,959 Crore in the corresponding period of the preceding Financial Year i.e FY 2021-22, representing an increase of 19.81 Percent. The Net Direct Tax collection of Rs. 11,35,754 crore...

ଟିକସ ଫାଙ୍କୁଛନ୍ତି ବିବାହ ମଣ୍ଡପ

0

ଭୁବନେଶ୍ୱର : ରାଜ୍ୟର ସହରାଞ୍ଚଳରେ ଥିବା ଅଧିକାଂଶ ବିବାହମଣ୍ଡପ ଏବେ ଟିକସ ଫାଙ୍କିର ଅନ୍ୟତମ କେନ୍ଦ୍ର ପାଲଟିଛି । ଭୋଜିଭାତରେ ଏଠାରେ ହଜାରେ ଲୋକ ଯୋଗ ଦେଉଥିବାବେଳେ ଟିକସ ଫାଙ୍କିବାପାଇଁ କାଜପତ୍ରରେ ଶହେ କି ଦୁଇଶହ ଦେଖାଯାଉଛି । ବିବାହ ମଣ୍ଡପରେ ଭୋଜିଭାତ ଉପରେ ଟିକସ ଦେବାକୁ ପଡିଥାଏ । ଏହି ଟିକସର ପରିମାଣ ୧୮ ପ୍ରତିଶତ ରହୁଥିବାରୁ ଏହାକୁ କିଭଳି ଦିଆନଯିବ ସେଥିପାଇଁ ମଣ୍ଡପମାନେ ବିଭିନ୍ନ ପ୍ରକାର ଗଳାବାଟର ବ୍ୟବସ୍ଥା କରିଛନ୍ତି । ବିଶେଷକରି...

ମଶା ମାରିବାକୁ ଡ୍ରୋନ ଆସିଲା

0

ଭୁବନେଶ୍ୱର : ରାଜଧାନୀରେ ମଶା ନିୟନ୍ତ୍ରଣ ପାଇଁ ଡ୍ରୋନ ବ୍ୟବହାର ସଂକ୍ରାନ୍ତରେ ବିଏମ୍‍ସି ମେୟର ଘୋଷଣା କରିବାର ଦିନକ ପରେ ଆଜି ଡ୍ରୋନ ଆସି ପହଞ୍ଚିଛି । ତେବେ ଡ୍ରୋନ ଆସିବା ସହିତ ଏହାକୁ ନିଜ ନିଜ ଅଞ୍ଚଳକୁ ପଠାଇବାପାଇଁ ଲୋକଙ୍କ ଦାବି ବି ବଢିବାରେ ଲାଗିଛି । ମଶା ବଂଶ ବୃଦ୍ଧିକୁ ନେଇ ସବୁଆଡୁ ଷଣ୍ଢୁଆସୀ ଆକ୍ରମଣର ଶିକାର ହେବାପରେ ବିଏମ୍‍ସି ପକ୍ଷରୁ ଘୋଷଣା ହୋଇଥିଲା ଯେ ଡ୍ରୋନ ମାଧ୍ୟରେ ମଶାଙ୍କ ଉତ୍ପତି ସ୍ଥଳ...

ଓଡିଶା ଏମଏସଏମଇକୁ ମିଳିଛି ୧୯,୪୬୦ କୋଟି

0

ଭୁବନେଶ୍ୱର : ବିଭିନ୍ନ କେନ୍ଦ୍ରୀୟ ଯୋଜନାରେ ଭାରତ ସରକାର ଓଡିଶାର ଏମଏସଏମଇ କ୍ଷେତ୍ରକୁ ୧୯,୪୬୦.୫୦ କୋଟି ଟଙ୍କା ଯୋଗାଇ ଦେଇଛନ୍ତି । କେନ୍ଦ୍ର ଏମ୍‍ଏସଏମଇ ରାଷ୍ଟ୍ରମନ୍ତ୍ରୀ ଭାନୁ ପ୍ରତାପ ସିଂହ ବର୍ମା ସଂସଦରେ ଏହି ସୂଚନା ଦେଇ ଦର୍ଶାଇଛନ୍ତି ଯେ ଜରୁରୀ କାଳୀନ ଋଣ ଗ୍ୟାରେଣ୍ଟି ଯୋଜନା (ଇସିଇଏଲଜିଏସ୍‍)ରେ ରାଜ୍ୟର ୯.୨୪ଲକ୍ଷ ଏମଏସଏମଇକୁ ୫୩୫୩.୯୨ କୋଟି ଟଙ୍କା ପ୍ରଦାନ କରାଯାଇଛି । ଅନୁରୂପ ଭାବେ ୨୦୨୨ ନଭେମ୍ବର ୩୦ତାରିଖ ସୁଦ୍ଧା ଓଡିଶାର ୨.୬୦ଲକ୍ଷ ଏମ୍‍ଏସଏମଇ ଋଣ...