Alert On Rains

0

Bhubaneswar: While Odisha is experiencing heavy rainfall due to the South West Monsoon, the India Meteorological Department (IMD) forecast more downpour till Saturday.During last 24 hours till 8.30 AM on Thursday, the coastal state received an average of 9.9 MM rainfall, with the highest of 145 MM recorded at Tangi in Khurda district, followed by 81.2 MM...

ସିଏସ୍ଏମକୁ ବିଡବ୍ଲ୍ୟୁ ବେଷ୍ଟ ଏମର୍ଜିଂ ବିଜିନେସ୍ ଆୱାର୍ଡ

0

ଭୁବନେଶ୍ୱର :  ଆଫ୍ରିକା, ଦୁବାଲ, ୟୁଏସଏ ଓ କାନାଡାରେ ବ୍ୟବସାୟ କରୁଥିବା ଭାରତୀୟ ଆଇଟି ମଲ୍ଟିନେସନାଲ କମ୍ପାନି, ଭୁବନେଶ୍ଵରଭିତ୍ତିକ ସିଏସ୍ଏମ୍ ଟେକ୍ନୋଲୋଜି, ଏସ୍ଏମ୍ଇ ୱାର୍ଲ୍ଡ ସହଯୋଗରେ ବିଜିନେସ୍ ୱାର୍ଲ୍ସ ଦ୍ୱାରା ଆୟୋଜିତ ପଂଚମ ସଂସ୍କରଣ ବିଡବ୍ଲ୍ୟୁ ଏମର୍ଜିଂ ବିଜନେସେସ୍ ଆୱାର୍ଡ ବିଜୟୀ ହୋଇଛି । ବିକାଶଶୀଳ ଉଦ୍ୟୋଗ ଦ୍ଵାରା ସର୍ବୋତମ ଉତ୍ପାଦ ଓ ସେବା ବର୍ଗରେ ସିଏସ୍ଏମ୍ ଟେକ୍ନୋଲୋଜି ବେଷ୍ଟ ଏମର୍ଜିଂ ବିଜିନେସ୍ ଇନ୍ ଲଣ୍ଠିଆ ପୁରସ୍କାର ବିଜୟୀ ହୋଇଛି । ନୂଆଦିଲ୍ଲୀରେ ଆୟୋଜିତ ଉତ୍ସବରେ...

ରାଜ୍ୟରେ ହ୍ରାସ ପାଇଛି ସଡ଼କ ଦୁର୍ଘଟଣା

0

କଟକ : ରାଜ୍ୟରେ ସଡକ ଦୁର୍ଘଟଣା ଓ ତଦ୍‍ଜନିତ ମୃତ୍ୟୁ ହ୍ରାସ ପାଇଛି । ୨୦୨୨ ର ଦ୍ୱିତୀୟ ତ୍ରୈମାସିକ ତୁଳନାରେ ୨୦୨୩ ର ଦ୍ୱିତୀୟ ତ୍ରୈମାସିକରେ ସଡକ ଦୁର୍ଘଟଣାରେ ଓଡିଶାରେ କମିଛି । ସଡକ ଦୁର୍ଘଟଣା ୭.୫୬% ହ୍ରାସ ପାଇଥିବାବେଳେ ମୃତ୍ୟୁହାର ୬.୨୪%  ହ୍ରାସ ପାଇଛି । ରାଜ୍ୟ ଦ୍ୱିତୀୟ ତ୍ରୈମାସିକରେ ୨୮୯୭ ସଡ଼କ ଦୁର୍ଘଟଣା ରେକର୍ଡ କରିଛି ଯେଉଁଥିରେ ୧୩୯୭ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ପୂର୍ବ ବର୍ଷର ଦ୍ୱିତୀୟ ତ୍ରୈମାସିକରେ ୩୧୩୪ ଦୁର୍ଘଟଣା...

ମାସକର ଶିଶୁ ଶରୀରରେ ସଫଳ ଲାପ୍ରୋସ୍କୋପିକ୍ ସର୍ଜରୀ

0

ଭୁବନେଶ୍ୱର : ଏକ ମାସ ଶିଶୁ କନ୍ୟାର ଶରୀରରେ ଇନ୍‌ଗୁଇନାଲ୍ ହାର୍ନିଆର ଲାପ୍ରୋସ୍କୋପିକ୍ ପଦ୍ଧତିରେ ସଫଳତାର ସହ ଅସ୍ତ୍ରୋପଚାର କରିବାରେ ସକ୍ଷମ ହୋଇପାରିଛନ୍ତି ସମ୍ ଅଲ୍ଟିମେଟ ମେଡିକେୟାରର ପେଡିଆଟ୍ରିକ୍ ସର୍ଜନ୍ । “ଏଭଳି ଅସ୍ତ୍ରୋପଚାର ଆମେ ନିୟମିତ ହସ୍ପିଟାଲ୍‌ରେ କରୁଛୁ ତେବେ ଶିଶୁଟିର ଓଜନ ମାତ୍ର ୩ କେଜି ହୋଇଥିବାରୁ ଲାପ୍ରୋସ୍କୋପିକ୍ ସର୍ଜରୀ ଏକ ବଡ଼ ଆହ୍ୱାନ ଥିଲା” ବୋଲି ଏହି ଅସ୍ତ୍ରୋପଚାର ଟିମ୍‌ର ନେତୃତ୍ୱ ନେଇଥିବା ସମ୍ମମ୍‌ର କନ୍‌ସଲ୍‌ଟାଂଟ ସର୍ଜନ ପ୍ରଫେସର(ଡାକ୍ତର) ଅନ୍ତର୍ଯ୍ୟାମୀ ପ୍ରଧାନ...

ବନ୍ଦ ସ୍କୁଲ ଖୋଲିବାକୁ ତତ୍ପରତା

0

ଭୁବନେଶ୍ୱର : ଛାତ୍ରଛାତ୍ରୀ ଅଭାବରୁ ବନ୍ଦ ହୋଇପଡିଥିବା ପ୍ରାଥମିକ ବିଦ୍ୟାଳୟଗୁଡିକୁ ପର୍ଯ୍ୟାୟକ୍ରମେ ଖୋଲିବା ନେଇ ସରକାର ସୂଚନା ଦେବାପରେ ଏବେ ଗାଁ ଗହଳରେ ଅଭିଭାବକମାନେ ତତ୍ପର ହୋଇ ଉଠିଛନ୍ତି । ନିଜ ଘର ପାଖରେ ବନ୍ଦ ହୋଇପଡିଥିବା ବିଦ୍ୟାଳୟଗୁଡିକୁ ଖୋଲିବାପାଇଁ ସେମାନେ ଏବେ ସରପଞ୍ଚଙ୍କ ଠାରୁ ଆରମ୍ଭକରି ସାଂସଦଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଦୁଆରକୁ ଦଉଡିବାରେ ଲାଗିଛନ୍ତି । ଯେଉଁସବୁ ବିଦ୍ୟାଳୟରେ ୨୦ରୁ କମ୍‍ ଛାତ୍ରଛାତ୍ରୀ ରହିଥିଲେ ସେହି ବିଦ୍ୟାଳୟଗୁଡିକୁ ସରକାର ନିକଟସ୍ଥ ବିଦ୍ୟାଳୟ ସହିତ ମିଶ୍ରଣ...

ନୂଆ ଜିଲ୍ଲା ପାଇଁ ଚାପ ବଢୁଛି

0

ଭୁବନେଶ୍ୱର : ନୂତନ ଜିଲ୍ଲା ଗଠନକୁ ପଦ୍ମପୁରବାସୀ ଉତ୍ସୁକତାର ସହ ଅପେକ୍ଷା କରିଥିବାବେଳେ ଚଳିତବର୍ଷ ଶେଷ ପୂର୍ବରୁ ଯେ କୌଣସି ସମୟରେ ବରଗଡ଼ ଜିଲ୍ଲାରୁ ପଦ୍ମପୁର ସବ୍‍ଡିଭିଜନକୁ ପୃଥକ କରି ରାଜ୍ୟ ସରକାର ନୂଆ ଜିଲ୍ଲା ଘୋଷଣା କରିପାରନ୍ତି । ଏଠାରେ ଉଲ୍ଲେଖନୀୟ ଯେ ଡିସେମ୍ବର ପୂର୍ବରୁ ପଦ୍ମପୁର ସବ୍‍ଡିଭିଜନକୁ ସ୍ୱତନ୍ତ୍ର ଜିଲ୍ଲାର ମାନ୍ୟତା ଦେବାପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବରୁ ପ୍ରତିଶ୍ରୁତି ଦେଇଥିବା ପରିପ୍ରେକ୍ଷୀରେ ପଦ୍ମପୁରବାସୀ ଏଭଳି ଆଶା କରିବା ସ୍ୱଭାବିକ । ତେବେ...

CM Thanked ISRO

0

Bhubaneswar: Chief Minister Naveen Patnaik thanked the scientists of ISRO for the successful landing of remarkable success Chandrayaan-3 on the moon. Reacting on the historic success, the Chief Minister said, “ This is a tremendous scientific achievement for India. I fully congratulate all the scientists and other experts involved in this historic project.”

PM Lauds Moon Mission

0

New Delhi: Prime Minister, Narendra Modi joined the ISRO team via Video Conferencing to witness the the landing of Chandrayaan 3 on the Moon’s surface today. Immediately after the successful landing, the Prime Minister addressed the team and congratulated them for the historic achievement.  The Prime Minister, addressing the team as family members,...

SOA Turns 5G Campus

0

Bhubaneswar: As part of the fast roll out of the True 5G services across Odisha, the precincts of Siksha ‘O’ Anusandhan Deemed to be University (SOA) was on Wednesday declared as the first 5G campus in the state. This is part of Reliance Jio’s transformative journey in major educational institutions for harnessing the immense...

ବିଏମସି ଅଫିସରେ ମଶା ଧୂଆଁ ଛାଡିଲା ବିଜେପି

0

ଭୁବନେଶ୍ୱର : ରାଜଧାନୀରେ ଡେଙ୍ଗୁ ସ୍ଥିତିକୁ ନେଇ ବିଏମସିକୁ ଘେରିଲା ବିଜେପି । ବିଏମସି କାର୍ଯ୍ୟାଳୟ ଘେରିବା ସହ ବଢ଼ୁଥିବା ଡେଙ୍ଗୁର ନିୟନ୍ତ୍ରଣରେ ବିଏମସି ବିଫଳ ହେଉଥିବା ଅଭିଯୋଗ କରି ବିଜେପିର ହଲ୍ଲାବୋଲ । ମେୟର ଓ କମିଶନରଙ୍କ ବିରୋଧରେ ଗର୍ଜିଲା ବିଜେପି । ବିଏମସି କାର୍ଯ୍ୟାଳୟ ଭିତରକୁ ମଶା ଧୂଆଁ ଛାଡ଼ିଛନ୍ତି ବିଜେପି ନେତା । ଶହ ଶସହ ବିଜେପି କର୍ମୀ ହାତରେ ଟିଫା ମେସିନ ଓ ବିରାଟକାୟ ମଶା ହୋଡିଂ ଯେଉଁଥିରେ ମୁଖ୍ୟମନ୍ତ୍ରୀ...