ଜାନୁୟାରୀ ପହିଲାରେ ପିଏମ୍-କିଷାନର ଦଶମ କିସ୍ତି

0

ନୂଆଦିଲ୍ଲୀ : ତୃଣମୂଳସ୍ତରରେ ଚାଷୀମାନଙ୍କୁ ସଶକ୍ତ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଅଙ୍ଗୀକାରବଦ୍ଧତା ଓ ସଂକଳ୍ପ ସ୍ୱରୂପ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନନିଧି ଯୋଜନା ଅଧୀନରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କୃଷକମାନଙ୍କୁ ଆର୍ଥିକ ସୁବିଧାର ଦଶମ କିସ୍ତି ପ୍ରଦାନ କରିବେ । ଜାନୁୟାରୀ ପହିଲା ୨୦୨୨ ଅପରାହ୍ନ ସାଢେ ବାରଟାବେଳେ ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସିଂ ଜରିଆରେ ଏହି ସୁବିଧା ହସ୍ତାନ୍ତର କରିବେ । ଏହା ଦ୍ୱାରା ଦଶକୋଟିରୁ ଅଧିକ ହିତାଧିକାରୀଙ୍କ ନିକଟରେ ୨୦ହଜାର କୋଟିରୁ ଅଧିକ ଅର୍ଥ ହସ୍ତାନ୍ତର ହେବ । ପିଏମ୍-କିଷାନ ଯୋଜନାରେ ବାର୍ଷିକ ଛଅହଜାର...

ପର୍ଯ୍ୟଟକଙ୍କ ପାଇଁ ଚନ୍ଦକାରେ ୪ଟି ଜଙ୍ଗଲ ସଫାରୀ ଯାନ

0

ଭୁବନେଶ୍ୱର : ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଆଜି ଚନ୍ଦକା ବନ୍ୟପ୍ରାଣୀ ବନଖଣ୍ଡ ଅଧୀନସ୍ଥ ଗୋଡ଼ିବାରୀଠାରେ ପର୍ଯ୍ୟଟକଙ୍କ ନିମନ୍ତେ ୪ଟି ଶୀତତାପ ନିୟନ୍ତ୍ରିତ ଜଙ୍ଗଲ ସଫାରୀ ଯାନର ଲୋକାର୍ପଣ କରିଛନ୍ତି । ଏହି ଅବସରରେ ମନ୍ତ୍ରୀ ଶ୍ରୀ ଆରୁଖ କହିଛନ୍ତି ଯେ ଗୋଡ଼ିବାରୀ, ଭରତପୁର ଏବଂ ଡେରାସକୁ ଆସୁଥିବା ପର୍ଯ୍ୟଟକମାନଙ୍କ ପାଇଁ ଏହି ବ୍ୟବସ୍ଥା ଅଧିକ ଉପଯୋଗୀ ହେବ ଏବଂ ଆଗାମୀ ଦିନରେ ଅଧିକରୁ ଅଧିକ ପର୍ଯ୍ୟଟକଙ୍କୁ ଏହା ଆକର୍ଷିତ କରିବ । ପ୍ରକାଶଯୋଗ୍ୟ ଯେ...

Devotee Donates Silver Valuables

0

Puri: Ahead of the new calendar year, a devotee on Wednesday donated silver valuables weighing 7 KG and a cash of Rs 5 lakh to Sri Jagannath temple Puri. The devotee identified as Subrat Rath, a resident of Baramunda area of Bhubaneswar. He handed over the cheque and silver daily utensils of Lord Jagannath and his siblings to Shree Jagannath...

ଗଜପତିରେ ୯୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

0

ଭୁବନେଶ୍ୱର : ରାଜ୍ୟ ବାହାରକୁ ଚାଲାଣ ହେଉଥିବା ଗଞ୍ଜେଇ ଜବତ କ୍ଷେତ୍ରରେ ଅବକାରୀ ବିଭାଗକୁ ବଡ ସଫଳତା ମିଳିଛି । ଗଜପତି ଜିଲ୍ଲା ଅବକାରୀ ଅଧିକାରୀମାନେ ମହାରାଷ୍ଟ୍ର ଚାଲାଣ ହେଉଥିବା ୧୯ କୁଇଣ୍ଟାଲ ଗଞ୍ଜେଇ ଜବତ କରିଛନ୍ତି ଯାହାର ଆନୁମାନିକ ମୂଲ୍ୟ ୯୫ଲକ୍ଷ ଟଙ୍କା ଆକଳନ କରାଯାଇଛି । ଗଜପତି ଜିଲ୍ଲା ଅବକାରୀ ଅଧୀକ୍ଷକଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ମହାରାଷ୍ଟ୍ରର MH 18 BG 9457 ନମ୍ବର ଥିବା ଗୋଟିଏ ଟ୍ରକକୁ ଆଜି ଗଜପତି ଅବକାରୀ ବିଭାଗର ଅଧିକାରୀମାନେ ସନ୍ଦେହଜନକ ଭାବେ ମାଲବାଘାଟି...

ସ୍ଥାନ ସଂରକ୍ଷଣ ପାଇଁ ରାଜ୍ୟପାଳଙ୍କ ଦ୍ୱାରସ୍ଥ

0

ଭୁବନେଶ୍ୱର : ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଥମେ ପଛୁଆ ବର୍ଗ ତଥା ଓବିସିଙ୍କୁ ସ୍ଥାନ ସଂରକ୍ଷଣର ବ୍ୟବସ୍ଥା କରିବା ପରେ ଏହି ନିର୍ବାଚନ ପ୍ରକ୍ରିୟାକୁ ଆଗକୁ ନେବାକୁ ବିଜେପି ବିଧାୟକ ଆଜି ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏବଂ ରାଜ୍ୟ ନିର୍ବାଚନ କମିଶନରଙ୍କୁ ଭେଟି ପୃଥକ ପୃଥକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ନେତୃତ୍ୱରେ ରାଜ୍ୟପାଳ ଓ ରାଜ୍ୟ ନିର୍ବାଚନ କମିଶନରଙ୍କୁ ବିଜେପି ବିଧାୟକମାନେ ଭେଟିଥିଲେ । ଏହି ବିଧାୟକ ଦଳ ମଧ୍ୟରେ ଲୋଇସିଂହା...

ଆଇଟିଇଆରରେ ରକ୍ତଦାନ ଶିବିର

0

ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଏବଂ କମିଶନରେଟ୍ ପୋଲିସ୍‌ର ମିଳିତ ସହଭାଗିତାରେ ବୁଧବାର ଦିନ ସୋଆର ଫ୍ୟାକଲ୍ଟି ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି (ଆଇଟିଇଆର୍‌) ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ରକ୍ତଦାନ ଶିବିରକୁ ପୋଲିସ କମିଶନର ଶ୍ରୀ ସୌମେନ୍ଦ୍ର ପ୍ରିୟଦର୍ଶୀ ଉଦ୍‌ଘାଟନ କରିଥିଲେ । ଉଦ୍‌ଘାଟନ ସମୟରେ ସୋଆ କୁଳପତି ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ର, ଉପକୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ଆଇଟିଇଆର୍‌ର ନିର୍ଦ୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ ଏବଂ ଆଇଟିଇଆର୍...

Joint Efforts For Blood Donation

0

Bhubaneswar; Altogether 382 units of blood were collected at a day-long blood donation program jointly organized by Siksha ‘O’ Anusandhan (SOA) and Bhubaneswar-Cuttack Commissionerate Police at the Institute of Technical Education and Research (ITER) here on Wednesday. The program was inaugurated by the Police Commissioner, Soumendra Priyadarshi in the presence of SOA Vice-Chancellor, Prof. Ashok Kumar Mahapatra. Mr. Priyadarshi urged the...

Saffron Plea For OBC

0

Bhubaneswar: A delegation of BJP legislators on Wednesday sought intervention of Governor Prof. Ganeshi Lal on reservation of seats for OBC community in upcoming Panchayat Polls. BJP MLAs, Lalitendu Bidyadhar Mohapatra, Mukesh Mahaling and Sanatan Bijuli met the Governor in Raj Bhawan today and submitted a memorandum to press their demand for reservation of OBC in the rural poll. “The constitution...

153 Joined In Civil Service

0

Bhubaneswar: As many as 153 new officers joined the Odisha Civil Services today. Chief Minister Sri Naveen Patnaik joined an orientation program for the new entrants on virtual mode organized at the Convention Centre in the Lok Seva Bhawan. Welcoming the new officers on the occasion, the Chief Minister said, “Civil Service is unique in its own way. It is...

Another Omicron Case Found

0

Bhubaneswar: Yet another person has tested Omicron positive in the State. So far nine cases of the new variant have been reported in the State. Speaking to reporters here today, State Director of Health Services, Bijay Mohapatra said, “a 31-year old man returned from Dubai has tested Omicron variant of corona virus. He is having mild symptoms and he is...