ଡିଜିଟାଲ୍ ଗଣମାଧ୍ୟମ ଅଧିକ ଲୋକାଭିମୁଖୀ ହେବା ଆବଶ୍ୟକ
ଭୁବନେଶ୍ୱର : ଡିଜିଟାଲ୍ ଟେକ୍ନୋଲୋଜିର କ୍ରମାଗତ ଉନ୍ନତି ପରିପ୍ରେକ୍ଷୀରେ ଏହାର ସୁଫଳ ସମାଜର ନିମ୍ନତମ ସ୍ତରରେ ପହଂଚିବା ଆବଶ୍ୟକ ବୋଲି ସୋଆ କୁଳପତି ପ୍ରଫେସର (ଡ.) ଅଶୋକ କୁମାର ମହାପାତ୍ର କହିଛନ୍ତି । ଭାରତରେ ୨୦୨୨ ମସିହାରେ ୧୦୦ ମିଲିୟନ୍ ସ୍ମାର୍ଟଫୋନ୍ ବିକ୍ରି ହେବ ବୋଲି ଆକଳନ କରାଯାଉଥିବା ବେଳେ ଦେଶର ୩୫୦ ମିଲିୟନ୍ ସ୍କୁଲ୍ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ମାତ୍ର ୮ ପ୍ରତିଶତଙ୍କ ପାଖରେ ସ୍ମାର୍ଟଫୋନ୍ ଉପଲବ୍ଧ ଯେଉଁମାନେ ଅନ୍ଲାଇନ୍ ଶିକ୍ଷାଦାନରେ ଯୋଗ ଦେଇପାରିଛନ୍ତି । ଜ୍ଞାନ, ଦକ୍ଷତା, କାର୍ଯ୍ୟକାରିତା ଏବଂ ସମୟାନୁବର୍ତିତା ସମ୍ପର୍କରେ ଗୁରୁତ୍ୱ...
ଡ. ଗାୟତ୍ରୀବାଳା ପଣ୍ଡା ପାଇବେ ୨୦୨୧ ମହୁରି ସମ୍ମାନ
ଭୁବନେଶ୍ୱର : କବି ଡ. ଗାୟତ୍ରୀବାଳା ପଣ୍ଡା ପାଇବେ ଚଳିତ ବର୍ଷର ସମ୍ମାନଜନକ “ମହୁରି ସମ୍ମାନ” । ଓଡ଼ିଆ ସାହିତ୍ୟ ପତ୍ରିକା ମହୁରି ପକ୍ଷରୁ ଡ. ପଣ୍ଡାଙ୍କୁ ଚଳିତ ବର୍ଷର ଏହି ସମ୍ମାନ ପ୍ରଦାନ ନେଇ ଘୋଷଣା କରାଯାଇଛି । ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପ୍ରିଜରଭେସନ୍, ପ୍ରୋପାଗେସନ୍ ଆଣ୍ଡ ରେଷ୍ଟୋରେସନ୍ ଅଫ୍ ଆନ୍ସିଏଂଟ କଲ୍ଚର ଆଣ୍ଡ ହେରିଟେଜ୍ ଅଫ୍ ଇଣ୍ଡିଆ (ପ୍ରାଚୀନ)ର ମୁଖ୍ୟ ଡ. ପଣ୍ଡାଙ୍କ ନାମକୁ ଚୟନ କମିଟି ଏହି ସମ୍ମାନ ପ୍ରଦାନ ନିମନ୍ତେ ସୁପାରିଶ କରିବା ସହିତ ଆସନ୍ତା...
ହୃଦଘାତରେ ଚାଲିଗଲେ କିଶୋର ମହାନ୍ତି
ଭୁବନେଶ୍ୱର : ଓଡିଶା ବିଧାନସଭାର ପୂର୍ବତନ ବାଚସ୍ପତି ତଥା ପଶ୍ଚିମଓଡିଶାର ଟାଣୁଆ ବିଜେଡି ନେତା କିଶୋର ମହାନ୍ତିଙ୍କର ଆଜି ହୃଦଘାତରେ ପରଲୋକ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କ ମାତ୍ର ୬୩ବର୍ଷ ବୟସ ହୋଇଥିଲା । ହୃଦଘାତ ପରେ ଶ୍ରୀ ମହାନ୍ତିଙ୍କୁ ତୁରନ୍ତ ଝାରସୁଗୁଡାର ଏକ ଡାକ୍ତରଖାନାକୁ ଅଣାଯାଇଥିବାବେଳେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ । ଝାରସୁଗୁଡା ବିଧାନସଭା ଆସନରୁ ତିନି ତିନି ଥର ବିଧାୟକଭାବେ ଜିଣିବାପରେ ଚଳିତ ବିଧାନସଭାରେ ସେ ବ୍ରଜରାଜନଗର ଆସନରୁ ଜିଣି ବିଧାୟକ ଭାବେ ଦାୟିତ୍ୱ ତୁଲାଉଥିଲେ । ବିଧାନସଭାରେ...
Kishor Mohanty No More
Jharsuguda: Senior Biju Janata Dal Lawmaker from Brajrajnagar and Ex-Speaker of Odisha Legislative Assembly Kishore Kumar Mohanty is no more. Mr.Mohanty suffered a massive cardiac arrest on 30 December evening and breathed his last at a private hospital in Jharsuguda. Born on 4 December, 1958, Mr.Mohanty was a suave and amiable political leader of Western Odisha was elected to the State...
Digital Advantage For Grassroot
Bhubaneswar: Siksha O Anusandhan Vice-Chancellor Prof. (Dr.) Ashok Kumar Mahapatra on Thursday said the digital advantage has to reach the grassroots. Addressing the Digital Day function of Summa Real Media here, Prof. (Dr.) Mahapatra said technology today should be futuristic. “As per the Economic Survey, 100 million smart phones will be sold in India in 2022. On the other hand,...
2021; Year Of Progress & Philanthropy For MGM Group
Bhubaneswar: 2021 was a year of progress and philanthropy for MGM Group led by Leading Industrialist of Odisha Pankaj Lochan Mohanty. The MGM Group was standing tall behind the State for its every step and also the time period when the second wave of Covid-19 created havoc. Diversified Business Conglomerate MGM Minerals showed its propensity for an ennobling cause by...
Omicron Cases On Rise
Bhubaneswar: It seems that Odisha is moving behind Maharashtra and Delhi in the outbreak of Omicron variant of Coronavirus. The State has reported five more Omicron cases on Thursday taking the total number of cases to 14. Five persons have tested positive for Omicron. The Institute of Life Sciences (ILS), Bhubaneswar, which is conducting the genome sequencing of the...
ଅନିଶ୍ଚିତତା ଆଡକୁ ଯାଉଛି ପଞ୍ଚାୟତ ନିର୍ବାଚନ
ଭୁବନେଶ୍ୱର : ଆସନ୍ତା ଜାନୁଆରୀ-ଫେବୃଆରୀ ମାସରେ ଓମିକ୍ରନ ଜନିତ କରୋନା ସଂକ୍ରମଣ ଯୋଗୁଁ ଢେର ଅଧିକ ସଂଖ୍ୟକ ଲୋକ ସଂକ୍ରମିତ ହେବା ଘେନି ବିଶେଷଜ୍ଞମାନେ ଭବିଷ୍ୟବାଣୀ କରୁଥିବା ପରିପ୍ରେକ୍ଷୀରେ ପଞ୍ଚାୟତ ନିର୍ବାଚନ ଅନିଶ୍ଚିତତା ମଧ୍ୟକୁ ଠେଲିହୋଇ ଯାଉଛ । ପଛୁଆବର୍ଗଙ୍କ ଲାଗି ସ୍ଥାନ ସଂରକ୍ଷଣ ପ୍ରସଙ୍ଗରେ ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶନାମା ପରିପ୍ରେକ୍ଷୀରେ ଓଡିଶାରେ ପଞ୍ଚାୟତ ନିର୍ବାଚନ ଘୁଞ୍ଚିଛି । ଇତି ମଧ୍ୟରେ ପଛୁଆବର୍ଗଙ୍କୁ ସଂରକ୍ଷଣରୁ ବାଦ୍ ଦେଇ ନୂଆ ଚିଠା ପ୍ରକାଶ ପାଇଛି ଏବଂ ଏହା ଉପରେ ଆପତ୍ତି ଅଭିଯୋଗ ଲୋଡା ଯାଇଥିବା ପରିପ୍ରେକ୍ଷୀରେ ଜାନୁୟାରୀ...
ପର୍ଯ୍ୟଟନସ୍ଥଳୀରେ କରୋନା କଟକଣାକୁ ଫୁ….
ଭୁବନେଶ୍ୱର : ରାଜ୍ୟର ପର୍ଯ୍ୟଟନସ୍ଥଳୀ ଗୁଡିକରେ ଅସମ୍ଭାଳ ଭିଡ ଏବେ କରୋନା ସଂକ୍ରମଣ ଭୟ ବଢାଇଲାଣି । ରାଜ୍ୟ ଭିତରୁ ବାହାରୁ ଦୈନିକ ହଜାର ହଜାର ପର୍ଯ୍ୟଟକ ଓଡିଶାର ବିଭିନ୍ନ ସ୍ଥାନକୁ ଛୁଟୁଥିବାବେଳେ କରୋନା କଟକଣା ତ ଦୂରରକଥା ମାସ୍କଟିଏ ପିନ୍ଧିବା ବି ଦେଖିବାକୁ ମିଳୁନାହିଁ । ରାଜ୍ୟରେ ଏବେ ପର୍ଯ୍ୟଟନ ଋତୁ । ରାଜଧାନୀର ଖଣ୍ଡଗିରି-ଉଦୟଗିରି ସମେତ ପୁରୀ, କୋଣାର୍କ, ନନ୍ଦନକାନନ ଆଦି ସ୍ଥାନକୁ ଦୈନିକ ଲକ୍ଷ ଲକ୍ଷ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି । ଏଥି ସହିତ ବିଭିନ୍ନ ଜିଲ୍ଲାରେ ଥିବା ସମୁଦ୍ରକୂଳ,...
ଆସନ୍ତାବର୍ଷ ଖୋଲିବ ୬୩ଟି ନୂଆ ଆଦର୍ଶ ବିଦ୍ୟାଳୟ
ଭୁବନେଶ୍ୱର : ଆସନ୍ତା ବର୍ଷ ୬୩ଟି ନୂଆ ଆଦର୍ଶ ବିଦ୍ୟାଳୟ ଖୋଲିବ । ଆଦର୍ଶ ବିଦ୍ୟାଳୟ ଲାଗି ପ୍ରବେଶିକା ପରୀକ୍ଷା ଆସନ୍ତା ତା. ୧୮/୦୨/୨୦୨୨ରେ କରାଯିବ । ଏଥି ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀମାନେ ଆବଶ୍ୟକୀୟ ପ୍ରଚାରପ୍ରସାର କରିବେ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କ ସମୀକ୍ଷା ବୈଠକରେ ମୁଖ୍ୟ ଅତିଥି ଭାବେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଯୋଗଦାନ କରି ରାଜ୍ୟର...









