Promotion Bonanza For Prison Police
Bhubaneswar: On the eve of New Year celebration, Odisha Government has given promotion to State Prison Administration Officers, thanks to overdrive of DG Prisons and Correctional Services, Santosh Kumar Upadhyay. While State Government has adopted Policy under 5T Mo Sarkar Charter to provide promotional avenues to the serving officers and employees in time, Mr.Upadhyay pursued the cases of officers serving...
ବସ୍ତି ବାସିନ୍ଦାଙ୍କୁ ଜମି ଅଧିକାର ପାଇଁ ପୁଣି ଆଇନ ସଂଶୋଧନ
ଭୁବନେଶ୍ୱର : ନଗର ନିଗମ ମାନଙ୍କରେ ବସବାସ କରୁଥିବା ବସ୍ତିବାସିନ୍ଦା ମାନଙ୍କ ପାଇଁ ମଧ୍ୟ ୨୦୧୭ ମସିହାରେ “ ଓଡିଶା ମହାନଗର ନିଗମ ଅଧିନିୟମ -୨୦୦୩ ”ରେ ଆବଶ୍ୟକୀୟ ସଂଶୋଧନ କରି ସମ୍ପତ୍ତିଗତ ଅଧିକାର ସୁରକ୍ଷିତ କରିବାପାଇଁ ଅନୁରୂପ ବ୍ୟବସ୍ଥା ପ୍ରଣୟନ କରଯାଇଥିଲା । କିନ୍ତୁ ଉପରୋକ୍ତ ସଂଶୋଧନ ପରେ ୪ବର୍ଷ ବିତିଯାଇଥିଲେ ସୁଦ୍ଧା ବସ୍ତିବାସିନ୍ଦା ମାନଙ୍କୁ ସମ୍ପତ୍ତିଗତ ଅଧିକାର ପ୍ରଦାନ କରିବାରେ ବିଭିନ୍ନ କାରଣରୁ ବିଶେଷ ଅଗ୍ରଗତି ହୋଇପାରି ନାହିଁ । ଏଥିଯୋଗୁଁ ନଗରନିଗମ ଗୁଡିକରେ ବାସକରୁଥିବା ୨ ଲକ୍ଷରୁ ଉର୍ଦ୍ଧ୍ଵବସ୍ତିବାସିନ୍ଦା ମାନେ...
ତିନି ଖଣି ପାଇଁ ଦ୍ୱିତୀୟ ବାର ଟେଣ୍ଡର ଜାରି
ଭୁବନେଶ୍ୱର : ତିନିଟି ଖଣିର ଇ-ନିଲାମ ପାଇଁ ରାଜ୍ୟ ସରକାର ଦ୍ୱିତୀୟ ଥର ଲାଗି ଟେଣ୍ଡର ଜାରି କରିଛନ୍ତି । ପ୍ରଥମ ଥର ଜାରି ହୋଇଥିବା ଟେଣ୍ଡରରେ ଆବଶ୍ୟକ ସଂଖ୍ୟକ ସଂସ୍ଥା ଭାଗ ନନେବାରୁ ଦ୍ୱିତୀୟଥର ଏହି ଟେଣ୍ଡର ଜାରି ହୋଇଛି । ରାଜ୍ୟ ଇସ୍ପାତ ଓ ଖଣି ବିଭାଗ ଅଧିନରେ ଥିବା ଖଣି ନିର୍ଦ୍ଦେଶାଳୟ ପକ୍ଷରୁ ଯେଉଁ ତିନିଟି ଖଣି ପାଇଁ ଟେଣ୍ଡର ଜାରି ହୋଇଛି ସେଗୁଡିକ ହେଲା ତେହରାଇ ଲୁହାପଥର ଓ ମାଙ୍ଗାନିଜ ଖଣି, ବେହେରା-ବାଞ୍ଜିପାଲି ଚୂନପଥର ଖଣି ଏବଂ ନରିଙ୍ଗାପାଙ୍ଗା...
ସାତ ଦିନରେ ବନ୍ଧାହେଲେ ୫୮୧ ନିଶା ମାଫିଆ
ଭୁବନେଶ୍ୱର : ବର୍ଷ ଶେଷରେ ଅବକାରୀ ବିଭାଗ ଚଳାଇଥିବା ସପ୍ତାହବ୍ୟାପି ସ୍ୱତନ୍ତ୍ର ଧରପଗଡରେ ୫୮୧ ଜଣ ବନ୍ଧା ହୋଇଥିବାବେଳେ ୬୯୧ଟି ମାମଲା ରୁଜୁ ହୋଇଛି । ଚଳିତମାସ ୨୩ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ଚାଲିଥିବା ଏହି ଅଭିଯାନରେ ବିପୁଳ ପରିମାଣର ନିଶା ସାମଗ୍ରୀ ସହିତ ଗାଡିମୋଟର ବି ଜବତ ହୋଇଛି । ଅବକାରୀ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ନିଶା କାରବାରର ମୂଳୋତ୍ପାଟନ ପାଇଁ ଅବକାରୀ ବିଭାଗ ପକ୍ଷରୁ ଚଳିତ ମାସ ୨୩ରୁ ୨୯ ତାରିଖ ପର୍ଯ୍ୟନ୍ତ ସ୍ୱତନ୍ତ୍ର ଅଭିଯାନ ଚଳାଯାଇଥିଲା...
ନୂଆବର୍ଷ ପାଳନ ଉପରେ ଲାଗିଲା କଟକଣା
ଭୁବନେଶ୍ୱର: ଅତିରିକ୍ତ ମୁଖ୍ୟ ଶାସନ ସଚିବ ବିପର୍ଯ୍ୟୟ ପରିଚାଳନା ଏବଂ ରାଜ୍ୟ ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସଆରସି) ପ୍ରଦୀପ ଜେନା ଗୁରୁବାର ଦିନ ଜିଲ୍ଲାପାଳ, ମ୍ୟୁନିସିପାଲିଟି କମିଶନର ଏବଂ ଏସପି ମାନଙ୍କୁ ଭିଡ଼ ଉପରେ କଡା ନଜର ରହିବାକୁ ଏବଂ ଜିରୋ ନାଇଟ୍ ଏବଂ ନୂତନ ବର୍ଷ ପାଳନ ପାଇଁ ସର୍ବସାଧାରଣ ସ୍ଥାନରେ ଏକାଠି ନହେବାକୁ କହିଛନ୍ତି । କୋଭିଡ-୧୯ ପାଇଁ ରାଜ୍ୟ ସରକାର ପୂର୍ବରୁ ପ୍ରତିବନ୍ଧକ ଲଗାଇଛନ୍ତି । ଜିଲ୍ଲାପାଳ ଏବଂ ଏସପିମାନେ ପିକନିକ୍ ସ୍ପଟ୍, ମଲ୍, ହୋଟେଲ, ରେଷ୍ଟୁରାଣ୍ଟଣ୍ଟ ଏବଂ ପାର୍କ...
Tender For Mining Blocks
Bhubaneswar: State Government has issued Notice Inviting Tender (NIT) for e-auction of three mineral blocks for the second time as sufficient numbers of bidders have not came forward in the first attempt. The Directorate of Mines in the Steel and Mines Department has issued the notice for grant of mining lease for Teherai iron ore & manganese block, Behera-Banjipali limestone...
Night Curfew Returns In Urban Zones
Bhubaneswar: Pradeep Jena, Additional Chief Secretary Disaster Management & Special Relief Commissioner (SRC) Pradeep Jena on Thursday asked the District Collectors, Municipal Commissioners and SPs to keep strict vigilance on the crowd and gathering in public places for Zero Night and New Year celebrations. The State Government has already imposed restrictions for the containment of Covid-19. The Collectors and SPs...
SEC Lists Symbols For Poll
Bhubaneswar: While State Election Commissioner Aditya Prasad Padhi has indicated about final preparation for Rural Polls is nearing completion, the State Election Commission has issued a bunch of symbols for use by the candidates in the upcoming Panchayat election in the State. SEC, Mr.Padhi has said that the preparations for the Panchayat elections are nearing completion, so SEC has issued...
ସୁରକ୍ଷା ସ୍ଥିତି ପରଖିଲେ ବିଏସ୍ଏଫ୍ ଡିଜି
ଭୁବନେଶ୍ୱର : ବିଏସ୍ଏଫ୍ ଡିଜି ପଙ୍କଜ କୁମାର ସିଂଙ୍କ ସହିତ ଏଡିଜି, ବିଏସ୍ଏଫ୍ ଆର.ଏସ୍.ଭଟ୍ଟୀ, ଗତ କାଲିଠାରୁ ଦୁଇ ଦିନିଆ କୋରାପୁଟ, ମାଲକାନଗିରି ଜିଲ୍ଲା ପରିଦର୍ଶନ କରିଥିଲେ । ସେମାନେ ମାଓ ପ୍ରଭାବିତ ଅଞ୍ଚଳକୁ ଯିବା ସହିତ ଜନବାଇ ଏବଂ ଗୁରୁସେତୁରେ ଥିବା କ୍ୟାମ୍ପଗୁଡିକ ମଧ୍ୟ ପରିଦର୍ଶନ କରିଥିଲେ । ଆଜି ସେମାନେ ଭୁବନେଶ୍ୱରକୁ ଆସି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସହିତ ସାକ୍ଷାତ ଆଲୋଚନା କରିଛନ୍ତି । ରାଜ୍ୟ ପୁଲିସ୍ ମହାନିର୍ଦ୍ଦେଶକ ଏବଂ ବରିଷ୍ଠ ଅଧିକାରୀଙ୍କ ସହ ଡିଜି ବିଏସଏଫ ଏବଂ ବିଏସଏଫର ଅନ୍ୟ ବରିଷ୍ଠ...
Talks On Anti Maoist Strategy
Bhubaneswar: DG BSF, Pankaj Kumar Singh and DGP Odisha Abhay held detailed talks on Maoist issues here on Thursday. Odisha Police and BSF Forces are working in tandem to nullify Ultras in the Red Corridors. DGP, Odisha, Abhay, IGP Operation Amitabh Thakur and senior officials held a meeting with DG BSF and other senior officials of BSF. Future operational strategy and other...










