SEC Announces Ex-Gratia

Bhubaneswar: As the process begins for the Panchayat Election, the State Election Commission (SEC) has announced compensation for the polling officials in case of death or major injury while on duty.    In an order, the SEC said a compensation Rs 30 lakh will be provided to families of polling personnel who die due to any violent act of extremist...

ଆନ୍ଧ୍ରକୁ ନିର୍ବାଚନୀ ଜବାବ

0

ଭୁବନେଶ୍ୱର : କୋଟିଆ ଗ୍ରାମ ପଞ୍ଚାୟତରେ ନିର୍ବାଚନ ଲାଗି ରାଜ୍ୟ ନିର୍ବାଚନ କମିଶନ ସମସ୍ତ ପଦକ୍ଷେପ ନେଇଥିବାବେଳେ କୋଟିଆକୁ ନିଜର ବୋଲି ଦାବି କରୁଥିବା ଆନ୍ଧ୍ର ପାଇଁ ଏହା କଡା ଜବାବ ହୋଇଛି । ପଞ୍ଚାୟତ ର୍ନିବାଚନ ନେଇ ନିକଟରେ ଜିଲ୍ଲାପାଳ ଓ ଏସ୍‍ପିମାନଙ୍କ ସହିତ ଆଲୋଚନା ସମୟରେ ରାଜ୍ୟ ନିର୍ବାଚନ କମିଶନ ଆଦିତ୍ୟ ପ୍ରସାଦ ପାଢୀ କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକ ଅଧିନରେ ଥିବା କୋଟିଆ ପଞ୍ଚାୟତରେ ନିର୍ବାଚନ ଯେଭଳି ସୁରୁଖୁରୁରେ ହେବ ତାହା ଉପରେ ଦୃଷ୍ଟି ଦେବାକୁ କହିଛନ୍ତି । ଗତବର୍ଷ...

ମିଟର ରିଡିଂ ଯୋଗୁଁ ବ୍ୟାପିପାରେ କରୋନା

0

ଭୁବନେଶ୍ୱର : ବିଜୁଳି ବିଲ୍‍ ପାଇଁ ମିଟର ରିଡିଂ ନେବା ସମୟରେ କରୋନା ସଂକ୍ରମଣ ଭୟ ଘାରିଲାଣି । କାରଣ ନୂତନ ବ୍ୟବସ୍ଥାରେ ମିଟର ରିଡିଂ ପାଇଁ ଆସୁଥିବା କର୍ମଚାରୀମାନେ ମିଟରର ଫଟୋ ଉଠାଇବା ବାଧ୍ୟତାମୂଳକ ହୋଇଛି । କରୋନା ସମୟରେ ମିଟର ରିଡିଂ ପାଇଁ କର୍ମଚାରୀମାନେ ଘରେ ପଶିବାକୁ ଲୋକେ ସହଜରେ ଗ୍ରହଣ କରିପାରୁ ନାହାନ୍ତି । କାରଣ କେତେକ ସରକାରୀ କ୍ୱାଟର୍ସରେ ବିଦ୍ୟୁତ୍‍ ମିଟର ଡ୍ରଇଂ ରୁମ୍‍ରେ ଲାଗିଥିବାବେଳେ ଆଉ କେତେକଙ୍କ ଶୋଇଲା ଘରେ ବି ଲାଗିଛି । ଫଳରେ ମିଟର...

ବର୍ଷକୁ ୧୪ହଜାର କୋଟିର ବାଲି ଚୋରି

0

ଭୂବନେଶ୍ୱର : ରାଜ୍ୟରେ ବଢୁଛି ଚୋରା ବାଲି ମାଫିଆଙ୍କ ରାଜ୍ । ରାଜ୍ୟ ସରକାର ଏବଂ ଶାସକ ଦଳର ମନ୍ତ୍ରୀ, ବିଧାୟକ ତଥା ନେତାମାନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ଓ ପୃଷ୍ଟପୋଷକତାରେ ହେଉଛି ଅବାଧ ବାଲି ଚୋରି । ଏହି ଅବାଧ ବାଲି ଚୋରି କାରଣରୁ ପ୍ରତି ବର୍ଷ ପାଖାପାଖି ୧୪ ହଜାର କୋଟି ଟଙ୍କାର ରାଜସ୍ୱ ହରାଉଛନ୍ତି ରାଜ୍ୟ ସରକାର । ରାଜ୍ୟରେ ହେଉଛି ବେଧଡକ ବେଆଇନ ବାଲି ଉଠାଣ । ମୁଖ୍ୟତଃ ମହାନଦୀ, ବ୍ରାହ୍ମଣୀ, ବୈତରଣୀ, ସୁବର୍ଣ୍ଣରେଖା, ଋଷିକୁଲ୍ୟା ପ୍ରମୁଖ ସମେତ ରାଜ୍ୟର...

Message For Andhra Pradesh

Bhubaneswar: The State Election Commission (SEC) is taking all necessary steps to conduct Panchayat election in Kotia Gram Panchayat during ensuing polls giving a clear-cut message to Andhra Pradesh, which is claiming Kotia villages under its boundary. During a recent meeting with Collectors and SPs, State Election Commissioner Aditya Prasad Padhi had asked them to give special attention for holding...

State Honors Kamalakant

0

Bhubaneswar: State Sports and Youth Services Department on Monday felicitated para-athlete Kamalakant Nayak with cash award of Rs 1 lakh for his world record feat. Mr.Nayak covered a distance of 213-km in a wheelchair in 24 hours ending on Sunday. If his marathon wheelchair drive is approved by Guinness Book of World Records, he would break the present record of...

କମଲ କାନ୍ତଙ୍କୁ ଅର୍ଥରାଶି ସହିତ ସମ୍ବର୍ଦ୍ଧନା

0

ଭୁବନେଶ୍‌ର : ପାରା-ଆଥଲେଟ୍‌ କମଲ କାନ୍ତ ନାୟକଙ୍କୁ ଆଜି କ୍ରୀଡ଼ା ଓ ଯୁବସେବା ବିଭାଗ ଏକ ଲକ୍ଷ ଅର୍ଥରାଶି ସହିତ ସମ୍ବର୍ଦ୍ଧିତ କରାଯାଇଛି । କ୍ରୀଡ଼ା ଓ ଯୁବସେବା ବିଭାଗ କମିଶନର ତଥା ଶାସନ ସଚିବ ଆର୍‌. ଭିନିଲ୍‌ କ୍ରୀଷ୍ଣା ଆଜି କଳିଙ୍ଗ ହକି ଷ୍ଟାଡିୟମ୍‌ ପରିସରରେ କମଲ କାନ୍ତଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ନିଜର ନିଷ୍ଠା, ଏକାଗ୍ରତା ଓ କଠିନ ପରିଶ୍ରମ ବଳରେ କମଲ କାନ୍ତ ସମଗ୍ର ବିଶ୍ୱରେ ଏକ ନୂତନ ରେକର୍ଡ ପ୍ରତିଷ୍ଠା ସହ ସବୁ କ୍ରୀଡ଼ାବିତ୍‌ ଏବଂ ଯୁବପିଢ଼ିଙ୍କ ଲାଗି...

ତ୍ୱରାନ୍ୱିତ ହେବ ଜମି ଅଧିଗ୍ରହଣ କାର୍ଯ୍ୟ

ଭୁବନେଶ୍ୱର : ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଆଜି କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନ ଅଧିନସ୍ଥ ଦଶଗୋଟି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳଙ୍କ ସହିତ ଏକ ସମୀକ୍ଷା ବୈଠକ ଭିଡିଓ କନଫରେନ୍ସ ଜରିଆରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଭାଗର ବରିଷ୍ଠ ଅଧିକାରୀ, କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନର, ଆଇ.ଜି.ଆର, ଓଡିଶା ଓ ଭୂ-ସର୍ବେକ୍ଷଣ ସଂସ୍ଥାର ନିର୍ଦ୍ଦେଶକ ଏବଂ ଅନ୍ୟାନ୍ୟ ଅଧିକାରୀ ଯୋଗଦାନ କରିଥିଲେ । ରାଜ୍ୟରେ ବିଭିନ୍ନ ପ୍ରକାର ଉନ୍ନତିମୂଳକ ତଥା ଭିତ୍ତିଭୂମି ପ୍ରକଳ୍ପଗୁଡିକ...

ନିରପେକ୍ଷ ନିର୍ବାଚନ ଉପରେ ଗୁରୁତ୍ୱ

0

ଭୁବନେଶ୍ୱର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ୨୦୨୨ ପରିପେକ୍ଷୀରେ ଆଜି ବିିଭିନ୍ନ ଜିଲ୍ଲାଲାଗି ନିଯୁକ୍ତ ନିର୍ବାଚନ ପର୍ଯ୍ୟବେକ୍ଷକ ଏବଂ ଖର୍ଚ୍ଚ ପର୍ଯ୍ୟବେକ୍ଷକମାନଙ୍କ ଏକ ବୈଠକ ରାଜ୍ୟ ନିର୍ବାଚନ କମିଶନର ଶ୍ରୀ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟ ନିର୍ବାଚନ କମିଶନର ଶ୍ରୀ ପାଢ଼ୀ ସଂପ୍ରତି କୋଭିଡ୍‌ ପରିସ୍ଥିତିରେ ଏକ ସୁରକ୍ଷିତ, ମୁକ୍ତ, ଅବାଧ ଏବଂ ନିରପେକ୍ଷ ନିର୍ବାଚନ ଉପରେ ଗୁରୁତ୍ୱ ଦେଇଥିଲେ । ନିର୍ବାଚନ ସମୟରେ ନିର୍ବାଚନ ପର୍ଯ୍ୟବେକ୍ଷକମାନେ କମିଶନରଙ୍କ ଆଖି...

OASME SoS For Coal

0

Bhubaneswar: With no respite in sight to the ongoing coal crisis that continues to affect the survival of the local industries, the Odisha Assembly of Small and Medium Enterprises (OASME) has sought intervention of Chief Minister Naveen Patnaik in averting the impending crisis within the State and helping sustain industry operations. The shortage, a result of the intermittent coal supplies...