ଧାନ ଅମଳରେ ବିଜୁଳି କାଟ୍ ବାଧକ
ଭୁବନେଶ୍ୱର : ଅଦିନିଆ ବର୍ଷାରେ ହନ୍ତସନ୍ତ ହେଉଥିବା ଚାଷୀଙ୍କ ଫସଲ ଅମଳ ପାଇଁ ବିଜୁଳି ବିଭାଗ ଏବେ କାଳ ସାଜିଛି । ମରାମତି ନାଁରେ ବାରମ୍ବାର ବିଜୁଳି କାଟ୍ ଯୋଗୁଁ ଗାଁ ଗହଳରେ ଧାନ ଅମଳ ଏବେ କଷ୍ଟ ହୋଇପଡିଛି । ଉପକୂଳ ଓଡିଶାର ବିଭିନ୍ନ ଜିଲ୍ଲା ବିଶେଷକରି ଜଗତ୍ସିଂହପୁର ଜିଲ୍ଲାରେ ଏବେ ରକ୍ଷଣା ବେକ୍ଷଣ ନାଁରେ ବ୍ୟାପକ ବିଜୁଳି କାଟ୍ ହେଉଛି । ଅଧିକାଂଶ ଦିନ ବିଦ୍ୟୁତ୍ ବିଭାଗ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବିଜୁଳି କାଟ୍ କରୁଛନ୍ତି । ଫଳରେ...
ନିର୍ବାଚନ କମିଶନରଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ୱର : ନିର୍ବାଚନ ଆଚରଣବିଧି ଉଲ୍ଲଂଘନ ଏବଂ କୋଭିଡ୍ ମାର୍ଗଦର୍ଶିକା ଅମାନ୍ୟ ନେଇ ରାଜ୍ୟ ନିର୍ବାଚନ କମିଶନରଙ୍କ କାର୍ଯ୍ୟାଳୟ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଏହି କ୍ରମରେ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସାଲେପୁର ଏସ୍ଡିପିଓ ପ୍ରଶାନ୍ତ ମାଝୀଙ୍କୁ ନିଲମ୍ବନ ପାଇଁ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏଥି ସହିତ ଏ ସଂପର୍କରେ ଗୃହ ବିଭାଗକୁ ମଧ୍ୟ ଅବଗତ କରାଯାଇଛି । ସେହିପରି କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ୍ ଅନ୍ତର୍ଗତ ଜୟଚନ୍ଦ୍ରପୁରସ୍ଥିତ ମା’ତାରେଣୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ବିକାଶ ଚନ୍ଦ୍ର...
R Day Guidelines Issued
Bhubaneswar: The State Election Commission (SEC) has issued detailed guidelines for hoisting of National Flag and taking salute by the Ministers and State Dignitaries on the occasion of Republic Day, 2022. After receiving letters from various quarters about attendance of political dignitaries in the Republic Day celebrations, the Commission has decided that there is no objection to Chief Minister, Cabinet...
ସାଧାରଣତନ୍ତ୍ର ଦିବସ ପାଇଁ ମାର୍ଗଦର୍ଶିକା ଜାରି
ଭୁବନେଶ୍ୱର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ୨୦୨୨ ପରିପ୍ରେକ୍ଷୀରେ ଚଳିତ ସାଧାରଣତନ୍ତ୍ର ଦିବସ-୨୦୨୨ ପାଳନ ନେଇ ରାଜ୍ୟ ନିର୍ବାଚନ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି । ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇସାରିଥିବାରୁ ଏବଂ ଏହି ସମୟ ମଧ୍ୟରେ ସାଧାରଣତନ୍ତ୍ର ଦିବସ ପଡ଼ୁଥିବାରୁ ନିର୍ବାଚନ ଅବଧି ମଧ୍ୟରେ ସାଧାରଣତନ୍ତ୍ର କିପରି ଭାବେ ପାଳନ କରାଯିବ ସେଥି ନେଇ ଏକ ମାର୍ଗଦର୍ଶିକାକୁ ରାଜ୍ୟ ନିର୍ବାଚନ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ମାନ୍ୟବର ରାଜ୍ୟପାଳଙ୍କ କାର୍ଯ୍ୟାଳୟ ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, ସମସ୍ତ କ୍ୟାବିନେଟ୍ ଓ ରାଷ୍ଟ୍ରପାହ୍ୟା ମନ୍ତ୍ରୀ,...
ଗଣମାଧ୍ୟମ ପ୍ରତିନିଧିଙ୍କୁ ଦିଆଯିବ ବୁଷ୍ଟର ଡୋଜ୍
ଭୁବନେଶ୍ୱର : ଗଣମାଧ୍ୟମ ପ୍ରତିନିଧିମାନେ ଆଗଧାଡିରେ ରହି କାର୍ଯ୍ୟ କରୁଥିବାରୁ ସେମାନଙ୍କୁ ପ୍ରାଥମିକତା ଭିତ୍ତିରେ ବୁଷ୍ଟର ଡୋଜ୍ ଦେବାପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଆଜି ରାଜ୍ୟର କୋଭିଡ ସ୍ଥିତି ସମୀକ୍ଷା ସମୟରେ ମୁଖ୍ୟମନ୍ତ୍ରୀ ଏଭଳି ନିର୍ଦ୍ଦେଶ ଦେବା ସହିତ ରାଜ୍ୟରେ କୋଭିଡ ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ଥିବା କହିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଜନସାଧାରଣଙ୍କ ଜୀବନ ଜୀବିକାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କୋଭିଡ ନିୟନ୍ତ୍ରଣ ପାଇଁ ପଦକ୍ଷେପ ନେଇଛନ୍ତି। ଜନସାଧାରଣଙ୍କ ସହଯୋଗ ମିଳିଲେ, ଜୀବନ ଜୀବିକାକୁ ପ୍ରଭାବିତ ନ କରି...
Santosh Sarangi New DGFT
New Delhi: Top Mandarin, Santosh Kumar Sarangi has been appointed as Director General Foreign Trade (DGFT) of the country. 1994 Batch IAS Mr.Sarangi is now serving as Additional Secretary Department of Education in the Ministry of Education. Dr.Sarangi is the first Odia IAS Officer, who will take charge as DGFT. And with his long experience in the Ministry of Commerce as Joint...
Rourkela Bags Bloomberg honor
Rourkela: Steel City, which is being developed under Smart City Mission, has won the Bloomberg Philanthropies Global Mayors Challenge 2021-22. Bloomberg Philanthropies today announced the 15 winning cities of the 2021-2022 Global Mayors Challenge, a worldwide innovation competition that supports and spreads cities’ most promising ideas. These 15 winners are being recognized for designing the boldest and most ambitious urban innovations...
କେନ୍ଦ୍ରୀୟ ପୋଷ୍ଟର, ବ୍ୟାନର ହଟାଇବାକୁ ବିଜେଡିର ଦାବି
ଭୁବନେଶ୍ୱର : ପେଟ୍ରୋଲ ପମ୍ପ, ଜାତୀୟ ରାଜପଥ କଡ, ରେଳ ଷ୍ଟେସନ, ବିମାନ ବନ୍ଦର ସମେତ ବିଭିନ୍ନ କେନ୍ଦ୍ରୀୟ ପ୍ରତିଷ୍ଠାନଗୁଡିକରେ ଲାଗିଥିବା କେନ୍ଦ୍ର ସରକାରଙ୍କ ପୋଷ୍ଟର ବ୍ୟାନରଗୁଡିକୁ ହଟାଇବାକୁ ବିଜେଡି ଦାବି କରିଛି । ଆଜି ଏ ସଂକ୍ରାନ୍ତରେ ବିଜେଡିର ଏକ ପ୍ରତିନିଧିଦଳ ରାଜ୍ୟ ନିର୍ବାଚନ କମିଶନ ଆଦିତ୍ୟ ପ୍ରସାଦ ପାଢୀଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି । ବିଜେଡି ତାହାର ଦାବିପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଉପରୋକ୍ତ ସ୍ଥାନଗୁଡିକରେ କେନ୍ଦ୍ର ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ, ଯୋଜନା, ପ୍ରକଳ୍ପ ଆଦିର ପୋଷ୍ଟର ଓ ବ୍ୟାନର ଯେଭଳି...
Fast Track Forest Clearance;CS
Bhubaneswar: Chief Secretary Suresh Chandra Mahapatra advised Principal Secretaries and Secretaries of different departments to make use of the latest provisions of forest laws for expeditious implementation of the critical infrastructure and development projects. Mr.Mahapatra gave this direction in an interactive session on forest diversion proposals held on digital mode from Lokseba Bhawan in which Additional Chief Secretary Dr Mona...
SEC Takes Strong Action
Bhubaneswar: Giving a strong message to all public servants who taking Model Code of Conduct lightly, State Election Commission (SEC) headed by Aditya Prasad Padhi has recommended suspension of two senior officials for violation of poll norms at Maa Tarini College in Mahakalapada in Kendrapara district. The SEC has recommended the State Government for suspension of college Principal Bikash Das...









