୩ଲକ୍ଷ ଟପି ଯିବେ ପଞ୍ଚାୟତ ପ୍ରାର୍ଥୀ
ଭୁବନେଶ୍ୱର : ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଓଡିଶାରେ ପ୍ରାର୍ଥୀଙ୍କ ସଂଖ୍ୟା ୩ଲକ୍ଷ ଟପିଯାଇ ପାରେ । ପ୍ରାର୍ଥୀପତ୍ର ଦାଖଲର ପ୍ରଥମ ତିନି ଦିନରେ ଯେତେ ସଂଖ୍ୟକ ଆଶାୟୀ ନାମାଙ୍କନପତ୍ର ଦାଖଲ କରିଛନ୍ତି ଶେଷ ଦୁଇ ଦିନରେ ଏହା ବହୁଗୁଣିତ ହେବବୋଲି ଆଶଙ୍କା କରାଯାଉଛି । ଏବେ ୩୦ଟି ଯାକ ଜିଲ୍ଲାରେ ପୂରା ଦମ୍ରେ ପ୍ରାର୍ଥୀପତ୍ର ଦାଖଲ ସହ ନିର୍ବାଚନ ଆଚରଣବିଧିର ଖୋଲା ଉଲ୍ଲଙ୍ଘନ କରାଯାଇ ଅନେକ ପ୍ରାର୍ଥୀ ବଡ ଧରଣର ଶୋଭାଯାତ୍ରାରେ ଆସୁଛନ୍ତି । ଏମାନେ କୋଭିଡ କଟକଣା ମଧ୍ୟ ମାନୁନାହାନ୍ତି ।...
ନଡିଆ, କଦଳୀ ଗଛକୁ କୀଟ ଆକ୍ରମଣ
ଭୁବନେଶ୍ୱର : ରାଜ୍ୟରେ ନଡିଆ, କଦଳୀ ସମେତ ଅନ୍ୟାନ୍ୟ ଗଛ ପାଇଁ ଏବେ ଅତି ଛୋଟ ଛୋଟ କୀଟାମାନେ କାଳ ସାଜିଛନ୍ତି । ଏହି ପୋକମାନେ ଦଳ ଦଳ ହୋଇ ଆସି ନଡିଆ, କଦଳୀ, ଆମ୍ବ ଓ ଅନ୍ୟାନ୍ୟ ଗଛର ପତ୍ରରେ ବସିବା ସହିତ ଏକ ଅଠାଳିଆ ପଦାର୍ଥ ଛାଡୁଛନ୍ତି । ଏହାର ପ୍ରଭାବରେ କିଛିଦିନ ପରେ ପତ୍ରଝଡା ସହିତ ଗଛଟି ମରିଯାଉଛି । ସମଗ୍ର ଉପକୂଳରେ ଏହି କୀଟଙ୍କ ପ୍ରାର୍ଦୁଭାବ ଦେଖାଯାଇଥିବାବେଳେ ଭଦ୍ରକ ଜିଲ୍ଲାରେ ଏବେ ଏହା ଉତ୍କଟ ଆକାର ଧାରଣ କରିଛି...
CJ Favors Collective Efforts
Cuttack: Chief Justice Orissa High Court Dr S Muralidhar Wednesday said that the collective efforts of Judges Judicial Officers, members of the Bar, local administration and police play a key role in the success of the justice delivery system. He said that opening of the Court of Civil Judge-cum-J M F C at Kudumuluguma in the District of Malkangiri is...
Tata Reopens Covid Hospital
Dhenkanal: Tata Steel located at Meramandali in Dhenkanal district has reopened the temporary 50 bedded Covid-19 hospital at Nava Bharat Ventures Skill Development Centre, Kharagprasad in Odapada block of the district today for the community. The hospital has 50 beds equipped with oxygen support systems apart from other medical equipment necessary for providing secondary level care to Covid-19 patients. Dhenkanal District...
Screening Panel For MCC Violation
Bhubaneswar: As the political atmosphere in the State hots up for Panchayat poll, the State Election Commission (SEC) is receiving a lot of petition from political parties on violation of Model Code of Conduct (MCC). So, the SEC has formed a Screening Committee headed by Chief Secretary SC Mahapatra to examine proposals relating to MCC. Principal Secretary GA and PG...
Center Infuses 1500 Cr In IREDA
New Delhi: The Cabinet Committee on Economic Affairs, chaired by the Prime Minister, Narendra Modi, today approved the equity infusion of Rs.1500 crore in Indian Renewable Energy Development Agency Limited (IREDA). This equity infusion will help in employment generation of approximately 10200 jobs-year and CO2 equivalent emission reduction of approximately 7.49 Million Tonnes CO2/year. Additional equity infusion of Rs.1500 crore by...
Odisha Gets OmiSure Kits
Bhubaneswar: The Omicron cases in the State have made a long jump with the detection of another 145 fresh cases on Wednesday. The Institute of Life Sciences (ILS), Bhubaneswar has informed the Health and Family Welfare Department about the detection of 145 cases of the highly contagious variant of the SARS-CoV-2. With this, the total number of cases in the...
ମଦ, ବନ୍ଧୁକ ଓ ଅସ୍ତ୍ରଶସ୍ତ୍ର ଉପରେ ନିଷେଧାଦେଶ ଜାରି
ଭୁବନେଶ୍ୱର : ତ୍ରିସ୍ତରୀୟ ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକରେ ହେବାକୁ ଥିବା ସାଧାରଣ ନିର୍ବାଚନକୁ ଅବାଧ, ସ୍ୱଚ୍ଛ ଓ ଶାନ୍ତିଶୃଙ୍ଖଳାର ସହ ସଂପାଦନ କରିବା ନିମନ୍ତେ ଲାଇସେନ୍ସପ୍ରାପ୍ତ ବନ୍ଧୁକ ବା ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ସହ ମତଦାନ କେନ୍ଦ୍ରକୁ ଯିବା କିମ୍ବା ମତଦାନ କେନ୍ଦ୍ର ନିକଟରେ ଚଳପ୍ରଚଳ ହେବା ଉପରେ ନିଷେଧାଦେଶ ଜାରି କରାଯାଇଛି । ତା.୧୪/୦୨/୨୦୨୨ରିଖ ଠାରୁ ତା. ୦୧/୦୩/୨୦୨୨ରିଖ ପର୍ଯ୍ୟନ୍ତ ନିର୍ବାଚନ ଅଧିକାରୀ ପୁଲିଙ୍ଗ ଅଧିକାରୀ, ପୁଲିସ୍ ଅଧିକାରୀ ଏବଂ ଶାନ୍ତିଶୃଙ୍ଖଳା ରକ୍ଷା ନିମନ୍ତେ ନିଯୁକ୍ତି ପାଇଥିବା କର୍ମଚାରୀଙ୍କ ବ୍ୟତୀତ କୌଣସି ବ୍ୟକ୍ତି ମତଦାନ କେନ୍ଦ୍ର...
State Reports 11K Cases
Bhubaneswar: For the second day in a row, the State on Wednesday recorded over 11,000 Covid-19 cases. The State has detected 11,607 new Covid-19 cases, including 991 cases from 0-18 age groups, during the past 24 hours. With these new cases, the cumulative positive tally increased to 11,67,094 and active cases rose to 84,770. Out of the total cases reported today,...
ଆଗକୁ ବଢିବ ନିର୍ବାଚନୀ ଅଭିଯୋଗ
ଭୁବନେଶ୍ୱର : ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଶେଷ ହୋଇନଥିଲେ ମଧ୍ୟ ରାଜ୍ୟର ଗ୍ରାମାଞ୍ଚଳରେ ରାଜନୈତିକ ପାଣିପାଗ ବେଶ୍ ସରଗରମ ସହିତ ବିଭିନ୍ନ ଦଳର ନେତା ପରସ୍ପର ଉପରକୁ ଆରୋପ ଓ ପ୍ରତ୍ୟାରୋପ ଫିଙ୍ଗିବା ଆରମ୍ଭ କରିଛନ୍ତି । ଏହି ବାତାବରଣ ଅବ୍ୟାହତ ରହିଲେ ପଞ୍ଚାୟତ ନିର୍ବାଚନବେଳେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବ୍ୟାପକ ହିଂସାକାଣ୍ଡ ସହ ଆଚରଣବିଧିର ଅଧିକ ଉଲ୍ଲଙ୍ଘନ ହେବା ଆଶଙ୍କା କରାଯାଉଛି । ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ଏବେ ସ୍ମାର୍ଟଫୋନ୍ ଓ ସୋସିଆଲ ମିଡିଆର ଗୁରୁତ୍ୱ ଢେର ବଢିଯାଇଛି...










