ତିନି ଦଳ ପାଇଁ ସତର୍କ ଘଣ୍ଟି
ଭୁବନେଶ୍ୱର : ଚଳିତ ପଞ୍ଚାୟତ ନିର୍ବାଚନ ରାଜ୍ୟର ତିନି ପ୍ରମୁଖ ରାଜନୈତିକଦଳ ବିଜେଡି, ବିଜେପି ଓ କଂଗ୍ରେସ ପାଇଁ ବଡ ଆହ୍ୱାନ ହୋଇଛି । ମୁଣ୍ଡ ଉପରେ ଥିବା ପୌର ଓ ସମବାୟ ନିର୍ବାଚନ ଏବଂ ପରେ ପରେ ୨୦୨୪ରେ ହେବାକୁ ଯାଉଥିବା ସାଧାରଣ ନିର୍ବାଚନ ଲାଗି ଏହା ସତର୍କ ଘଣ୍ଟି ହେବ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକମାନେ କହୁଛନ୍ତି । ୨୦୧୭ର ପଞ୍ଚାୟତ ନିର୍ବାଚନରେ ୮୫୩ ଜିଲ୍ଲା ପରିଷଦ ଜୋନ୍ ଆସନରୁ ୮୪୬ଟିର ଫଳାଫଳ ପ୍ରକାଶ ପାଇଥିଲା ଏବଂ ସେଥିରେ ବିଜେଡି ସର୍ବାଧିକ ୪୭୩ଟି...
Consensus For A Cause!
Bhubaneswar: Political observers see a new trend that has emerged this time during the ongoing three-tier panchayat elections in Odisha. Instead of multi-corner fights in elections, the parties, leaders and village heads are coming together to field ‘consensus’ candidates for some reason or the other. Though, the reasons behind the groups advocating for consensus candidates, appeared justified, it created...
ପାନୀୟଜଳ ପ୍ରକଳ୍ପରେ ସଡକ ସାଜିଛି ବାଧକ
ଭୁବନେଶ୍ୱର : ପାଇପ୍ ଯୋଗେ ପାନୀୟଜଳ ଯୋଗାଣ କ୍ଷେତ୍ରରେ ଏବେ ରାଜପଥ ବାଧକ । କେବଳ ରାଜପଥ ନୁହେଁ ବିଦ୍ୟୁତ୍ ବିଭାଗ ଠାରୁ ଆରମ୍ଭକରି ରେଳ ବିଭାଗ ଯୋଗୁଁ ବି ଅନେକ ପାନୀୟଜଳ ପ୍ରକଳ୍ପ କାର୍ଯ୍ୟ ଆଗେଇ ପାରୁନାହିଁ । ରାଜ୍ୟ ସରକାର ପ୍ରତ୍ୟେକ ପରିବାରକୁ ପାଇପ୍ ଯୋଗେ ପାନୀୟଜଳ ଯୋଗାଣ କାର୍ଯ୍ୟ ତ୍ୱରାନ୍ୱିତ କରୁଥିବାବେଳେ ବହୁ ଜିଲ୍ଲାରେ ରାଜପଥଗୁଡିକ ଏ କ୍ଷେତ୍ରରେ ଅନ୍ତରାୟ ସୃଷ୍ଟି କରିଛି । ରାଜ୍ୟ ରାଜପଥରେ ସଡକ କାଟି ପାଇପ୍ ବିଛାଇବା ପାଇଁ ଅନୁମତି ମିଳୁନଥିବାରୁ କୋରାପୁଟ, ନୟାଗଡ,...
WFP Chief Lauds Odisha
Bhubaneswar: Country Director WFP India Bishow Parajuli Saturday said that the world has taken note of the innovative programmes launched by the Odisha government for improving food and nutrition security. Addressing a United Nations (UN) World Food Programme (WFP) hosted a multi stakeholder interactive and consultation session on food security, he said that the international agency was happy with its...
ଢ଼ିଙ୍କିଆରୁ ତୁରନ୍ତ ପୋଲିସ୍ ପ୍ରତ୍ୟାହାର କରାଯାଉ
ଭୁବନେଶ୍ୱର : ଢ଼ିଙ୍କିଆ ଗ୍ରାମବାସୀଙ୍କ ଉପରେ ପୋଲିସର ବର୍ବରୋଚିତ ଆକ୍ରମଣ ଘଟଣାର ତଦନ୍ତ କରିବାପାଇଁ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏକ ତଥ୍ୟ ଅନୁଧ୍ୟାନ କମିଟି ଗଠନ କରିଥିଲେ । ଏହି ଅବସରରେ ଓଡ଼ିଶା ପ୍ରଭାରୀ ଡ. ଚେଲା କୁମାରଙ୍କ ନେତୃତ୍ୱରେ ଉକ୍ତ ତଥ୍ୟ ଅନୁସଂଧାନ କମିଟି ଢ଼ିଙ୍କିଆ ଗସ୍ତରେ ଯାଇଥିଲେ । ପୋଲିସର ବର୍ବରୋଚିତ ଆକ୍ରମଣରେ ଶୀକାର ହୋଇଥିବା ଆହତଙ୍କ ଘରକୁ ଯାଇଥିଲେ, ଆହତମାନଙ୍କୁ ଭେଟିଥିଲେ ଏବଂ ପରିବାର ସଦସ୍ୟଙ୍କ ସହ ଆଲୋଚନା କରିଥିଲେ । ସେ...
Naveen Pleas For Votes
Bhubaneswar: BJD Supremo Naveen Patnaik on Saturday advised his party leaders to reach the voters with achievements of the BJD Government during campaigning and come up with their blessings. As the party is set for campaigning for the Panchayat election, Mr.Patnaik addressed his party MPs, MLAs, district observers and district presidents through virtual platform, Saturday. “I know all of you...
11 Killed In Road Mishaps
Bhubaneswar: As many as 11 persons were killed and 25 others injured in two different road accidents in the State on Saturday.At least six people were killed and 20 others injured after a coal-laden truck hit a bus from behind in Balasore district while five people, including three of a family, were killed, and five others injured in a...
ସରକାରଙ୍କ ସଫଳତା ଲୋକଙ୍କ ପାଖରେ ପହଞ୍ଚାଅ
ଭୁବନେଶ୍ୱର : ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଦଳୀୟ ସାଂସଦ, ବିଧାୟକ, ପର୍ଯ୍ୟବେକ୍ଷକ ଏବଂ ଜିଲ୍ଲା ସଭାପତିମାନଙ୍କୁ ଭର୍ଚୁଆଲ ଉଦବୋଧନ ଦେଇ ସରକାରଙ୍କ ସଫଳତାକୁ ଲୋକଙ୍କ ନିକଟରେ ପହଞ୍ଚାଇବା ସହିତ ସେମାନଙ୍କ ଆର୍ଶୀବାଦ ଆଣିବାକୁ ପରାମର୍ଶ ଦେଇଛନ୍ତି । ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପୌରହିତ୍ୟରେ ଆୟୋଜିତ ଏହି ବୈଠକରେ ଦଳୀୟ ସାଂସଦ, ବିଧାୟକ, ପର୍ଯ୍ୟବେକ୍ଷକ ଏବଂ ଜିଲ୍ଲା ସଭାପତିମାନଙ୍କ ସହିତ ବରିଷ୍ଠ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ । ପ୍ରଥମେ ଶ୍ରୀ ଦାସ...
ଖାଦ୍ୟ ସୁରକ୍ଷା ବ୍ୟବସ୍ଥାକୁ ଗୁରୁତ୍ୱ
ଭୁବନେଶ୍ୱର : ଜାତିସଘଂର ବିଶ୍ୱ ଖାଦ୍ୟ ସୁରକ୍ଷା ନିମନ୍ତେ(ଡବ୍ଲ୍ୟୁ.ଏଫ୍.ପି.) ୨୦୨୩-୨୭ ରଣନିତୀ-ଯୋଜନା ପ୍ରସ୍ତୁତି ପାଇଁ ବିଭିନ୍ନ ଅଂଶୀଦାରମାନଙ୍କର ପରାମର୍ଶମୂଳକ ଆଲୋଚନାଚକ୍ର ଡିଜିଟାଲ୍ ମୋଡ୍ରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଓଡ଼ିଶା ସରକାରଙ୍କ ବରିଷ୍ଠ ଅଧିକାରୀ, ବେସରକାରୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ, କର୍ପୋରେଟ୍ ସଂସ୍ଥା ଓ ବିଶ୍ୱବିଦ୍ୟାଳୟ ଆଦିରୁ ପ୍ରାୟ ୮୦ ଜଣ ପ୍ରତିନିଧି ଯୋଗଦେଇ ଖାଦ୍ୟ ସୁରକ୍ଷାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ଆଲୋଚନା ଆରମ୍ଭକରି ବିଶ୍ୱ ଖାଦ୍ୟ ସୁରକ୍ଷା ଯୋଜନାର ଜାତୀୟ ନିର୍ଦ୍ଦେଶକ ଶ୍ରୀ ବିଶୋ ପାରାଜୁଲି କହିଥିଲେ ଯେ ‘‘...
PM Mantra For DMs
District Magistrates (DM)s shared their experience with Prime Minister Narendra Modi, which has led to improvement of performance of their districts on a host of indicators. The Prime Minister sought direct feedback from them about the key steps taken by them which has resulted in success in the districts, and about the challenges faced by them in this endeavour....








