ପ୍ରତିଭା ରାୟଙ୍କୁ ପଦ୍ମ ଭୂଷଣ
ଭୁବନେଶ୍ୱର: ପଦ୍ମଶ୍ରୀ ପୁରସ୍କାର ପାଇବା ପାଇଁ ଓଡିଶାର ଛଅ ଜଣ ବିଶିଷ୍ଟ ବ୍ୟକ୍ତିତ୍ୱ ମନୋନୀତ ହୋଇଥିବାବେଳେ ଜଣେ ପଦ୍ମଭୂଷଣ ପୁରସ୍କାର ପାଇବେ । ଗୃହ ମନ୍ତ୍ରଣାଳୟ ପାରା-ଆଥଲେଟ୍ ପ୍ରମୋଦ ଭଗତ (କ୍ରୀଡା), ଆଦିତ୍ୟ ପ୍ରସାଦ ଦାଶ (ବିଜ୍ଞାନ ଏବଂ ଇଞ୍ଜିନିୟରିଂ), ନରସିଂହ ପ୍ରସାଦ ଗୁରୁ (ସାହିତ୍ୟ ଓ ଶିକ୍ଷା), ଶ୍ୟାମାମଣିି ଦେବୀ (କଳା), ଶ୍ରୀମଦ୍ ବାବା ବଳିଆ (ସାମାଜିକ କାର୍ଯ୍ୟ) ଏବଂ ପୂର୍ବତନ କେନ୍ଦ୍ର ସଚିବ ଗୁରୁ ପ୍ରସାଦ ମହାପାତ୍ର (ମରଣୋତ୍ତର) ପଦ୍ମଶ୍ରୀ ପୁରସ୍କାର ପାଇବେ । ସେହିଭଳି ସାହିତ୍ୟ ଓ ଶିକ୍ଷା ବର୍ଗରେ...
୨୭ ପର୍ଯ୍ୟନ୍ତ ଜାରି ରହିବ କୁହୁଡି
ଭୁବନେଶ୍ୱର : ରାଜ୍ୟରେ ଜାନୁଆରୀ ୨୭ ତାରିଖ ଯାଏଁ କୁହୁଡି ଜାରି ରହିବ । ଦକ୍ଷିଣ-ପଶ୍ଚିମ ଦିଗରୁ ପ୍ରବାହିତ ବାୟୁ ଯୋଗୁଁ ଏଭଳି ପରିସ୍ଥିତି ଜାରି ରହିବ ଏବଂ ତା’ ପରେ ପାଣିପାଗରେ ପରିବର୍ତନ ହେବ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଏବଂ ଜଳବାୟୁ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ପବନର ଦିଗ ଜାନୁଆରୀ ୨୭ ତାରିଖ ରାତିରୁ ପରିବର୍ତନ ହୋଇ ଉତର-ପଶ୍ଚିମ ମୁହାଁ ହେବ । ଏହି ସମୟରେ ଆକାଶ ନିର୍ମଳ ରହିବ ଏବଂ ରାତିର ତାପମାତ୍ରା...
Prativa Gets Padma Bhushan
Bhubaneswar: As many as six eminent personalities from Odisha have been selected for the Padma Shri award while one will receive the Padma Bhushan award. Ministry of Home Affairs has notified para-athlete Pramod Bhagat (Sports), Aditya Prasad Dash (Science and Engineering), Narasingha Prasad Guru (Literature and Education), Shyamamani Devi (Art), Srimad Baba Balia (Social Work) and former Union Secretary Guru...
ପ୍ରାର୍ଥୀପତ୍ର ଦାଖଲ ହୋଇନଥିବା ସ୍ଥାନ ପାଇଁ ପୁନଃ ବିଜ୍ଞପ୍ତି
ଭୁବନେଶ୍ୱର : ଭାରତୀୟ ସମ୍ବିଧାନ ଧାରା ୨୪୩(କ) ଓ ଓଡ଼ିଶା ଗ୍ରାମ ପଞ୍ଚାୟତ ନିର୍ବାଚନ ଆଇନ-୧୯୬୫ ଅଧିନିୟମ ୧୧(୧୧), ଓଡ଼ିଶା ପଞ୍ଚାୟତ ସମିତି ନିର୍ବାଚନ ଆଇନ-୧୯୯୧ ଅଧିନିୟମ ୩୫ ଏବଂ ଓଡ଼ିଶା ଜିଲ୍ଲା ପରିଷଦ ନିର୍ବାଚନ ଆଇନ-୧୯୯୪ ଅଧିନିୟମ ୧୩ ଓ ୪୨ ଅନୁସାରେ ଯେଉଁ ନିର୍ବାଚନ କ୍ଷେତ୍ରରେ କୌଣସି ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିନଥିବେ କିମ୍ବା ଯେଉଁ ନିର୍ବାଚନ କ୍ଷେତ୍ରରେ ନାମାଙ୍କନ ପତ୍ର ଯାଞ୍ଚବେଳେ ସବୁ ନାମାଙ୍କନ ପତ୍ର ନାକଚ ହୋଇଯାଇଥିବ, ସେସବୁ କ୍ଷେତ୍ରଗୁଡ଼ିକରେ ନିର୍ବାଚନ ନିମନ୍ତେ ନିର୍ବାଚନ କମିଶନଙ୍କ...
Fresh Dates For Nominations
Bhubaneswar: The State Election Commission (SEC) on Tuesday announced fresh dates for filing of nominations for the election to Wards and Sarpanches, Panchayat Samiti constituencies, and Zilla Parishad constituencies where no nominations were filed or all the nominations were rejected. Speaking to reporters here, State Election Commissioner Aditya Prasad Padhi said fresh nominations will be invited for election to about...
R Day Guidelines Issued
Bhubaneswar: In view of prevailing Covid-19 situation, Pradeep Kumar Jena, Special Relief Commissioner (SRC) on Tuesday issued guidelines for the smooth celebration of Republic Day in the State. As per the guidelines, only police contingents will take part in the Republic Day ceremony in all the districts. The Government has allowed the citizens to unfurl the national flag at their...
SFL To Bridge Learning Gap
Bhubaneswar: The Covid-19 pandemic has caused large-scale disruption of education, and had a near universal impact on learners and teachers in schools. In order to reach out to students, various modalities like YouTube live classes, Shiksha Darpan, Radio Pathshala etc. were continuing in the State. Still many students are lagging behind as these programs are not reaching every student. To bridge...
ଚାକିରି କ୍ଷେତ୍ରରେ ପଛୁଆବର୍ଗ ସଂରକ୍ଷଣକୁ ନେଇ ଦ୍ୱନ୍ଦ
ଭୁବନେଶ୍ୱର : ପଞ୍ଚାୟତ ନିର୍ବାଚନରେ ପଛୁଆବର୍ଗଙ୍କ ସଂରକ୍ଷଣକୁ ସୁପ୍ରିମ୍କୋର୍ଟ ଅଗ୍ରାହ୍ୟ କରିଥିବାବେଳେ ମେଡିକାଲ କଲେଜ ନାମଲେଖାରେ କିନ୍ତୁ ଓବିସି ଓ ଇବିସି ପାଇଁ ସଂରକ୍ଷଣ ସପକ୍ଷରେ ମତ ଦେଇଛନ୍ତି । ତେବେ ସରକାରୀ ଚାକିରି କ୍ଷେତ୍ରରେ ପଛୁଆବର୍ଗଙ୍କ ପାଇଁ ସ୍ଥାନ ସଂରକ୍ଷଣ ଏ ପରିପ୍ରେକ୍ଷୀରେ ରହିବ କି ନରହିବ ସେଥିଘେନି ଦ୍ୱନ୍ଦ ଉପୁଜିଛି । ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ର ମାମଲାରେ ହସ୍ତକ୍ଷେପ କରି ପଞ୍ଚାୟତ ନିର୍ବାଚନରେ ପଛୁଆବର୍ଗଙ୍କ ପାଇଁ ସଂରକ୍ଷଣ ଦିଆଯାଇ ପାରିବନାହିଁ ବୋଲି ସୁପ୍ରିମ୍କୋର୍ଟ କହିବାପରେ ମଧ୍ୟପ୍ରଦେଶରେ ନିର୍ବାଚନ ବାତିଲ ହୋଇଛି ଏବଂ...
ରାଜ୍ୟରେ ପ୍ରଥମ ସୌରଚାଳିତ ଶୀତଳଭଣ୍ଡାର
ଭୁବନେଶ୍ୱର : ପନି ପରିବାର ଅଭାବୀ ବିକ୍ରିକୁ ରୋକିବାପାଇଁ ରାଜ୍ୟର ପ୍ରଥମ ସୌରଶକ୍ତି ଚାଳିତ ଶୀତଳଭଣ୍ଡାର ପ୍ରତିଷ୍ଠା ହୋଇଛି ଦଶପଲ୍ଲା ଅଞ୍ଚଳର ଓଡସରା ଗାଁରେ । ବିଦେଶୀ ଜ୍ଞାନକୌଶଳରେ ନିର୍ମିତ ୧୦ ମେଟ୍ରିକ ଟନ୍ କ୍ଷମତା ବିଶିଷ୍ଟ ଏହି ଶୀତଳଭଣ୍ଡାରର ବିଶେଷତ୍ୱ ହେଲା ଏଠାରେ ଭିନ୍ନ ଭିନ୍ନ ରକମର ପନିପରିବାପାଇଁ ଅଲଗା ଅଲଗା ତାପମାତ୍ରା ଉପଲବ୍ଧ ହେବ । ଦଶପଲ୍ଲା ଅଞ୍ଚଳରେ ପ୍ରଚୁର ପନିପରିବା ଉତ୍ପାଦିତ ହେଉଥିବାବେଳେ ଚାଷୀମାନେ ଉଚିତ୍ ମୂଲ୍ୟ ପାଇପାରୁ ନାହାନ୍ତି । ବାଧ୍ୟହୋଇ ସେମାନେ ଅତି ଶସ୍ତା ଦରରେ ଏହାକୁ...
State Issues Admission Alert
Bhubaneswar: Following the unearthing of a scam in admission to degree courses by producing fake Person with Disability (PwD) certificates in Bhadrak, the State Government has warned all degree colleges in the State to be aware of such fake certificates. Principal Secretary, Higher Education Department, Saswat Mishra on Monday wrote to the Principals All Government, Non-Government, Self-Financing Colleges coming...










