Craze For Cycling

0

Continuing the ‘Cycles4Change’ campaign in order to make the ``Cyclegiri’’ a popular means of activity across the State Capital, the Bhubaneswar Smart City Limited (BSCL) in collaboration with the Bhubaneswar Municipal Corporation (BMC) today organized an event in which nearly 100 cab drivers took the pledge to respect cyclists on the city roads. Following...

Chrome Shortage Hits Industry

0

While demand for steel is on rise, acute shortage of Chrome Ore is posing serious problem for the Industries and value addition industries are left high and dry.  And as prices of Chrome Ore are soaring high, Steel Making Industries are left in a panic mode. Similar is the situation for Ferro Chrome Producers.

୪୫ଲକ୍ଷ ଟପିଲା କରୋନା ପରୀକ୍ଷା

0

ରାଜ୍ୟରେ ଆଜି ସୁଦ୍ଧା କରୋନା ପରୀକ୍ଷା ୪୫ଲକ୍ଷକୁ ଅତିକ୍ରମ କରିଛନ୍ତି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୪୪,୫୦୬ ନମୂନା ପରୀକ୍ଷା ସହିତ ମୋଟ ପରୀକ୍ଷା ସଂଖ୍ୟା ୪୫,୦୮,୦୬୫ରେ ପହଞ୍ଚିଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।ସେହିଭଳି ୩୦ ଜିଲ୍ଲାରୁ ୧୫୪୭ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ କ୍ୱାରେଣ୍ଟାଇନ୍‍ କେନ୍ଦ୍ରରୁ ୮୯୧ ଜଣ ଚିହ୍ନଟ ହୋଇଥିବାବେଳେ ୬୫୬ ଲୋକାଲ କେସ୍‍ ରହିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍‍...

କରୋନା ପାଇଁ ବାଲିଯାତ୍ରା ବନ୍ଦ

0

କରୋନା ମହାମାରୀ ଯୋଗୁଁ ଚଳିତବର୍ଷର ଐତିହାସିକ କଟକ ବାଲିଯାତ୍ରା ଅନୁଷ୍ଠିତ ହେବନାହିଁ । କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟିନୀ ଆଜି ଏହି ସୂଚନା ଦେଇଛନ୍ତି । ଜିଲ୍ଲାପାଳ କହିଛନ୍ତି ଯେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତବର୍ଷ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ଏଠାରେ ଉଲ୍ଲେଖନୀୟ ଯେ ପ୍ରତିବର୍ଷ କାର୍ତ୍ତିକ ପୂର୍ଣ୍ଣିମା ଠାରୁ କଟକର ବାଲିଯାତ୍ରା ପଡିଆରେ ରାଜ୍ୟର ଏହି ବୃହତ୍‍ ମେଳା ଆୟୋଜିତ ହୋଇଥାଏ । ରାଜ୍ୟ ତଥା ରାଜ୍ୟ...

୫୦ ପ୍ରତିଶତ ବ୍ୟକ୍ତିଙ୍କର ରୋଗ ପ୍ରତିଷେଧକ ଶକ୍ତି

0

ଭୁବନେଶ୍ୱରରେ ପ୍ରାୟ ୫୦ ପ୍ରତିଶତ ବ୍ୟକ୍ତିଙ୍କର ରୋଗ ପ୍ରତିଷେଧକ ଶକ୍ତି ବିକଶିତ ହୋଇସାରିଛି । ସେମାନଙ୍କ ମଧ୍ୟରୁ ୩୦ ପ୍ରତିଶତ ପୂର୍ବରୁ ଆର୍‌ଟିପିସିଆର୍‌ ଓ ଆଣ୍ଟିଜେନ୍‌ ପରୀକ୍ଷା କରିସାରିଛନ୍ତି । ଆଞ୍ଚଳିକ ଭେଷଜ ଗବେଷଣା କେନ୍ଦ୍ରର ନିର୍ଦ୍ଦେଶକ ଡାକ୍ତର ସଂଘମିତ୍ରା ପତି ଆଜି ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । ରାଜ୍ୟ ସରକାରଙ୍କ କୋଭିଡ୍‌ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ ଏବଂ ଆଞ୍ଚଳିକ ଭେଷଜ ଗବେଷଣା କେନ୍ଦ୍ରର ନିର୍ଦ୍ଦେଶକ ଡାକ୍ତର ସଂଘମିତ୍ରା ପତି ଆଜି ଗଣମାଧ୍ୟମକୁ ଭୁବନେଶ୍ୱରରେ...

ଜଗତସିଂହପୁର ପାଇଁ ୭୦୮.୩୨ କୋଟି

0

କରୋନା ସମୟରେ କେନ୍ଦ୍ର ସରକାର ଓଡିଶା ପାଇଁ ୨୨ ହଜାର ୨୬୭ କୋଟି ଟଙ୍କାର ସହାୟତା ଦେଇଥିବା ବେଳେ ତନ୍ମଧ୍ୟରୁ କେବଳ ଜଗତସିଂହପୁର ଜିଲ୍ଲା ପାଇଁ ୭୦୮.୩୨ କୋଟିର ସହାୟତା ପ୍ୟାକେଜ୍ ଦେଇଛନ୍ତି । ସେହି ରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ସରକାର ଜଗତସିଂହପୁର ଜିଲ୍ଲାରେ ବିଭିନ୍ନ ପ୍ରକଳ୍ପ ପାଇଁ ୫୭,୭୬୭.୪୩କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ବୋଲି ଶୁକ୍ରବାର ତିର୍ତ୍ତୋଲ ନିର୍ବାଚନ ମଣ୍ଡଳିର ବିଭିନ୍ନ ସ୍ଥାନରେ ନିର୍ବାଚନୀପ୍ରଚାର କରିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

କ୍ରୋମ ଅଭାବ ଯୋଗୁଁ ସମସ୍ୟାରେ ଇସ୍ପାତ ଶିଳ୍ପ

ଇସ୍ପାତ ଚାହିଦା ବଢି ଚାଲିଥିବାବେଳେ କ୍ରୋମ ଅଭାବ ଏବେ ଇସ୍ପାତ ଶିଳ୍ପ ପାଇଁ ସଙ୍କଟ ସୃଷ୍ଟି କରିଛି । କ୍ରୋମ ପଥରର ଦର ବୃଦ୍ଧି ପାଉଥିବାରୁ ଇସ୍ପାତ ଉତ୍ପାଦନ କରୁଥିବା ଶିଳ୍ପ ସଂସ୍ଥାଗୁଡିକ ଏବେ ଗୁରୁତର ସମସ୍ୟାରେ ପଡିଛନ୍ତି । ଅନୁରୂପ ଅବସ୍ଥା ଫେରୋକ୍ରୋମ ଉତ୍ପାଦନ କ୍ଷେତ୍ରରେ ମଧ୍ୟ ପରିଲକ୍ଷିତ ହୋଇଛି । ଦେଶର ୯୯ ପ୍ରତିଶତ କ୍ରୋମାଇଟ ଓଡିଶାରେ ମହଜୁଦ ଥିବାବେଳେ ଷ୍ଟେନଲେସ୍‍ ପ୍ରସ୍ତୁତି ପାଇଁ ଆବଶ୍ୟକ ପଡୁଥିବା ଫେରୋକ୍ରୋମ ଉତ୍ପାଦନ ଲାଗି କ୍ରୋମାଇଟ୍‍...

ଶାଖା ଖୋଲିବାକୁ ବ୍ୟାଙ୍କ୍‍ ଅରାଜି

0

ରାଜ୍ୟର ଗାଁ ଗହଳରେ ଶାଖା ଖୋଲିବାପାଇଁ ବ୍ୟାଙ୍କ୍‍ମାନେ ରାଜି ହେଉ ନାହାନ୍ତି । ରାଜ୍ୟ ସରକାରଙ୍କ ସମସ୍ତ ପ୍ରକାର ଅନୁରୋଧ ଓ ତାଗିଦା ସତ୍ୱେ ଗତ ଅଢେଇ ବର୍ଷ ମଧ୍ୟରେ ମାତ୍ର ୩୬୭ଟି ଶାଖା ଖେଲାଯାଇ ପାରିଛି ।  ରାଜ୍ୟର ଦୁଇ ହଜାରରୁ ଅଧିକ ପଞ୍ଚାୟତରେ ବ୍ୟାଙ୍କ୍‍ଶାଖା ନଥିବାବେଳେ ଏଠାରେ ଶାଖା ଖୋଲିବାପାଇଁ ସରକାର ବାରମ୍ବାର ରାଜ୍ୟରେ କାରବାର କରୁଥିବା ବ୍ୟାଙ୍କ୍‍ଗୁଡିକୁ କହି ଆସୁଛନ୍ତି । ପ୍ରତି ଥର ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକରେ ସରକାର...

ଇ-ବିଧାନସଭା ପାଇଁ ଅର୍ଥ ମଞ୍ଜୁର

ବିନା କାଗଜପତ୍ରରେ ଓଡିଶା ବିଧାନସଭାର ସମସ୍ତ କାର୍ଯ୍ୟ ସମ୍ପାଦନ ପାଇଁ କେନ୍ଦ୍ର ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ପ୍ରଥମ କିସ୍ତି ଅର୍ଥ ପ୍ରଦାନ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ସମଗ୍ର ଦେଶରେ କେବଳ ଓଡିଶା ଏବଂ ପଞ୍ଜାମ ବିଧାନସଭା ଏହାକୁ କାର୍ଯ୍ୟକାରୀ କରିଥିବାରୁ ସେମାନଙ୍କ ପାଇଁ ଅର୍ଥ ମଞ୍ଜୁର ହୋଇଛି । ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଏଥିପାଇଁ ବୈଠକ ଅନୁଷ୍ଠିତ ସହିତ ଏବଂ ଜାତୀୟ ଇ-ବିଧାନ ଆପ୍ଲିକେସନ ‘ନେଭା’ ପାଇଁ କେନ୍ଦ୍ର ସଂସଦୀୟ...

ଇଣ୍ଡେନ ରିଫିଲ ବୁକିଙ୍ଗ ପାଇଁ ଏକକ ନମ୍ୱର

0

ଦେଶରେ ପାର୍ବଣ ଋତୁ ଚାଲିଥିବା ବେଳେ, ଇଣ୍ଡିଆନ ଅଏଲ ଉପଭୋକ୍ତାଙ୍କ ସୁବିଧା ନିମନ୍ତେ ନେଇଛି ଆଉ ଏକ ପଦକ୍ଷେପ । ଏହା ସାରା ଭାରତରେ ଏକ କମନ ଇଣ୍ଡେନ ରିଫିଲ ବୁକିଙ୍ଗ ନମ୍ୱର ଆରମ୍ଭ କରିଛି । ଏଲପିଜି ରିଫିଲ ବୁକିଙ୍ଗ ପାଇଁ ସାରା ଦେଶରେ କମନ ବୁକିଙ୍ଗ ନମ୍ୱରଟି ହେଉଛି 7718955555 । ଏହା 24x7ଉପଭୋକ୍ତାଙ୍କ ଉପଲବ୍ଧ । ଏଲପିଜି ରିଫିଲ ବୁକିଙ୍ଗ ପାଇଁ ଏହି କମନ ନମ୍ୱର (SMS ଓ IVRS ମାଧ୍ୟମରେ)...