ସଡକ ସୁରକ୍ଷାର ସମୀକ୍ଷା

0

କଟକ : ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ସଡକ ସୁରକ୍ଷାକୁ ଅଧିକ ସୁଦୃଢ କରିବାପାଇଁ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ରାଜ୍ୟ ପରିବହନ ପ୍ରାଧିକରଣ ଆନୁକୁଲ୍ଯରେ ଆୟୋଜିତ ଏହି ବୈଠକରେ ସଡକ ଦୁର୍ଘଟଣା କମାଇବା, ଟ୍ରାଫିକ୍ ନିୟମର କଡ଼ା କାର୍ଯ୍ୟାନ୍ବୟନ, ଜାତୀୟ ରାଜପଥ ପାଟ୍ରୋଲିଂ, ସିସିଟିଭି ନିରୀକ୍ଷଣ, ସଚେତନତା କାର୍ଯ୍ୟକ୍ରମ ଏବଂ ସ୍କୁଲ-କଲେଜ ସ୍ତରରେ ସଡ଼କ ସୁରକ୍ଷା ଶିକ୍ଷା ଆଦି ପ୍ରସଙ୍ଗରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା । ରାଜ୍ୟର କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ, ଗଞ୍ଜାମ ଏବଂ...

ଟେକ୍-ହୋମ୍-ରାସନର ତଦାରଖ କର

0

ଭୁବନେଶ୍ୱର : ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ମହିଳା ଓ ଶିଶୁ ବିକାଶ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି। ବିଭାଗ ପକ୍ଷରୁ ଅପପୁଷ୍ଟି ରୋକିବା ପାଇଁ କାର୍ଯ୍ୟକାରୀ ହେଉଥିବା ଟେକ୍-ହୋମ୍-ରାସନ୍  ଯୋଜନାରେ ଦିଆଯାଉଥିବା ଖାଦ୍ୟ ବିଶେଷକରି ଛତୁଆ ଉତ୍ପାଦନ ଓ ବଣ୍ଟନ ବ୍ୟବସ୍ଥାକୁ ଆହୁରି ଦକ୍ଷ କରିବା ପାଇଁ ଉପଯୁକ୍ତ ତଦାରଖ ଓ ମୂଲ୍ୟାଙ୍କନ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ମୁଖ୍ୟମନ୍ତ୍ରୀ ବୈଠକରେ ପରାମର୍ଶ ଦେଇଥିଲେ। ସୂଚନାଯୋଗ୍ୟ ଯେ, ରାଜ୍ୟରେ ବିଭିନ୍ନ ଯୋଜନାରେ ମୋଟ  ୪୩,୯୨,୭୦୦ ହିତାଧିକାରୀଙ୍କୁ ବିଭିନ୍ନ ପୁଷ୍ଟି...

State Forms 12 New NACs

0

Bhubaneswar: The Odisha government is set to significantly increase the number of Notified Area Councils (NACs) as part of a major push for urban development. Housing & Urban Development Department has issued a draft notification for the establishment of 12 new NACs across seven districts. Principal Secretary H&UD Smt.Usha Padhee is taking initiative in this regard. This initiative aims to strengthen...

Outrage Over ‘Jagannath Dham’ Misuse

0

Puri: A wave of profound disappointment and anguish has swept through the hearts of Jagannath devotees worldwide following the recent misuse of the revered phrase, "Jagannath Dham." The phrase, intrinsically tied to the sacred city of Puri, Odisha, the undisputed abode of Lord Jagannath, was erroneously used to describe another temple in Digha. This incident, brought to light by...

Digital Crop Survey Launched

0

Bhubaneswar: The Government of India has embarked on a groundbreaking initiative to modernize the country's agricultural sector with the nationwide launch of the Digital Crop Survey. This significant campaign aims to create a comprehensive and real-time database of agricultural land and cropping patterns, which will serve as a crucial tool for better policy planning, resource allocation, and targeted support...

India Remembers AtalJi

0

New Delhi: India today paid homage to former Prime Minister Bharat Ratna Atal Bihari Vajpayee on his punya tithi (death anniversary). Leaders and citizens across the nation remembered the statesman, poet, and orator whose legacy continues to shape a developed and self-reliant India. Prime Minister Narendra Modi led the tributes, posting on X (formerly Twitter), "Remembering Atal Ji on his...

Artists Ignite Nationalism; CM

0

Bhubaneswar: In a vibrant celebration of Independence Day, Chief Minister Shri Mohan Charan Majhi addressed the "Bharatiyam" patriotic music festival at Rabindra Mandap, underscoring the vital role of artists and writers in shaping national consciousness. The event, organized by the Odia Language, Literature and Culture Department, saw the Chief Minister as the chief guest. He began by inaugurating a photo...

ଗର୍ବ କରିବା ଶିଖାଉଛି ଭାରତୀୟମ୍‌

0

ଭୁବନେଶ୍ୱର : ଯେତେବେଳେ ସମାଜରେ ପରିବର୍ତ୍ତନର ସମୟ ଆସିଥାଏ, ତାର ପ୍ରଥମ ଆଭାସ ଆସିଥାଏ ଲେଖକ, ଗୀତିକାର ଓ କଳାକାରଙ୍କ ଠାରୁ । ସ୍ୱାଧିନତା ଆନ୍ଦୋଳନ ସମୟରେ ମହାନ୍‌ ଦେଶଭକ୍ତମାନଙ୍କ ଦେଶାତ୍ମବୋଧ କବିତା ଓ ସଙ୍ଗୀତ ପ୍ରତ୍ୟେକ ଭାରତୀୟଙ୍କ ମନରେ ଜାତୀୟତାବାଦର ଚେତନା ଜଗାଇଥିଲା । ଦେଶପ୍ରେମର ବହ୍ନି ପ୍ରଜ୍ଜ୍ୱଳିତ କରିଥିଲା ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଦେଶାତ୍ମବୋଧକ ସଙ୍ଗୀତ ଉତ୍ସବ ଭାରତୀୟମ୍‌ରେ ଉଦ୍‌ବୋଧନ ଦେଇ କହିଛନ୍ତି । ସ୍ୱାଧିନତା ଦିବସ ଅବସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ...

ପଞ୍ଚାୟତ ଜଗିବ ଏଆଇ ସଂଯୁକ୍ତ‘‘ସଭାସାର”

0

ନୂଆଦିଲ୍ଲୀ : ପଞ୍ଚାୟତକୁ ଜଗିବ ଏଆଇ ଚାଳିତ ସଭାସାର । ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (ଏ.ଆଇ) ଚାଳିତ ଉପକରଣ 'ସଭାସାର' କୁ ଆଜି ଉନ୍ମୋଚିତ କରିଛନ୍ତି କେନ୍ଦ୍ର ପଞ୍ଚାୟତିରାଜ ଏବଂ ମତ୍ସ୍ୟଚାଷ, ପଶୁପାଳନ ଏବଂ ଦୁଗ୍ଧ ଉତ୍ପାଦନ (ଏଫ୍.ଏ.ଏଚ୍.ଡି.) ମନ୍ତ୍ରୀ ଶ୍ରୀ ରାଜୀବ ରଞ୍ଜନ ସିଂହ ଓରଫ ଲଲନ ସିଂହ । ଏହା ଗ୍ରାମ ସଭା ଏବଂ ଅନ୍ୟାନ୍ୟ ପଞ୍ଚାୟତ ବୈଠକଗୁଡ଼ିକର ଅଡିଓ ଏବଂ ଭିଡିଓ ରେକର୍ଡିଂରୁ ସ୍ୱୟଂକ୍ରିୟ ଭାବେ ମିନିଟସ୍‍ ଅଫ୍ ମିଟିଂ (ଏମ୍.ଓ.ଏମ୍.) ସଂରଚିତ କରିବ । ଉନ୍ନତ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏବଂ...

ବିକଶିତ ଭାରତ ଲକ୍ଷ୍ୟ ନେଇ ଆଗକୁ ବଢୁଛି ଦେଶ

0

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ୭୯ତମ ସ୍ୱାଧୀନତା ଦିବସରେ ଦିଲ୍ଲୀର ଲାଲକିଲ୍ଲାର ପ୍ରାଚୀରରୁ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ତାଙ୍କ ଅଭିଭାଷଣରେ ଶ୍ରୀ ମୋଦୀ ଭାରତର ଆତ୍ମନିର୍ଭରଶୀଳତା ଏବଂ ପରିବର୍ତ୍ତନର ଯାତ୍ରା ଉପରେ ଆଲୋକପାତ କରିଛନ୍ତି। ସେ କହିଛନ୍ତି ଯେ ଗତ ଦଶନ୍ଧିରେ ଭାରତ ସଂସ୍କାର, ପ୍ରଦର୍ଶନ ଏବଂ ରୂପାନ୍ତରଣ କରିଛି, କିନ୍ତୁ ଏବେ ଆହୁରି ଶକ୍ତି ସହିତ ଆଗକୁ ବଢ଼ିବାର ସମୟ ଆସିଛି। ସେ କହିଛନ୍ତି ଯେ ସରକାର ଏକ ଆଧୁନିକ, ଦକ୍ଷ ଏବଂ ନାଗରିକ-ଅନୁକୂଳ ଇକୋସିଷ୍ଟମ ସୃଷ୍ଟି କରିବାକୁ...