LATEST ARTICLES

Naveen Slams Saffron CMs

Bhubaneswar: BJD Supremo and Chief Minister Naveen Patnaik today lashed out at Chief Ministers of BJP-ruled States who are visiting Odisha for election campaigning.    Shri Patnaik said that the political tourists promising to make Odisha number one in the country should first concentrate on their own States. Taking a dig...

ନିର୍ବାଚନ ମଇଦାନରେ ୧୮ ମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟ ମନ୍ତ୍ରିମଣ୍ଡଳରେ ଏବେ ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ୨୦ ଜଣ ସଦସ୍ୟ ଥିବା ବେଳେ ସେମାନଙ୍କ ଭିତରୁ ୨ ଜଣ ବିଧାନସଭା ନିର୍ବାଚନ ଲଢ଼ୁନାହାଁନ୍ତି । ଅବଶିଷ୍ଟ ୧୮ଜଣ ମନ୍ତ୍ରୀଙ୍କର ରାଜନୈତିକ ଭାଗ୍ୟ ଓ ଭବିଷ୍ୟତ ମତଦାତାମାନେ ନିର୍ଦ୍ଧାରଣ କରିବାକୁ ଯାଉଥିବା ବେଳେ ପରବର୍ତ୍ତୀ ସରକାରରେ ଏମାନଙ୍କ ଭିତରୁ କିଏ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବେ କି ନାହିଁ ସେଥିନେଇ ଜୋରଦାର ଚର୍ଚ୍ଚା ଚାଲିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ପାରମ୍ପରିକ ଆସନ ଗଞ୍ଜାମ...

କଟକଣା ମାନୁ ନାହାନ୍ତି

0

ଭୁବନେଶ୍ୱର : ପ୍ରଚଣ୍ଡ ତାତିରେ ସାରା ରାଜ୍ୟର ଲୋକେ ଛଟପଟ ହେଉଥିବାବେଳେ ଶ୍ରମିକମାନଙ୍କ ପାଇଁ ଲାଗୁ କଟକଣାକୁ କେହି ମାନୁ ନାହାନ୍ତି । ଧୂ ଧୂ ଖରାରେ ବିଭିନ୍ନ ସ୍ଥାନରେ ନିର୍ମାଣ କାର୍ଯ୍ୟ ଜାରି ରହୁଥିବାବେଳେ ଶ୍ରମ ବିଭାଗ ଏଥିପ୍ରତି ଦୃଷ୍ଟି ଦେଉନାହିଁ । କିଛି ଦିନ ଥଣ୍ଡା ପଡିବା ପରେ ଓଡିଶାରେ ପୁଣି ତାତି ବଢିବାରେ ଲାଗିଛି । ଅଧିକାଂଶ ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଛି । ତେବେ ପ୍ରଚଣ୍ଡ ଗ୍ରୀଷ୍ମ...

ଏନସିସି କ୍ୟାଡେଟଙ୍କୁ  ଜୁନିୟର ରକ୍ଷକ ମାନ୍ୟତା

ପୁରୀ : ଶ୍ରୀକ୍ଷେତ୍ର ପୁରୀରେ ଉଦଘାଟିତ ହୋଇଛି ପରିବହନ ବିଭାଗର ଜୁନିୟର ରକ୍ଷକ କାର୍ଯ୍ୟକ୍ରମ । ରାଜ୍ୟ ପରିବହନ କମିସନର ଅମିତାଭ ଠାକୁର ପ୍ରଶିକ୍ଷଣ ଶିବିରକୁ ଉଦଘାଟନ କରିଛନ୍ତି । ଭୋଳାନାଥ ହାଇସ୍କୁଲ ପରିସରରେ ଏନସିସି ସିନିୟର ଓ୍ୱିଙ୍ଗ୍ ର ୫୭୫ ଜଣକ୍ୟାଡେଟଙ୍କୁ ପ୍ରଶିକ୍ଷଣ ଦେବାର ବ୍ୟବସ୍ଥା କରାଯାଇଛି । ପ୍ରଥମ ଦିନରେ ୧୭୬ ଜଣ ସଫଳତାର ସହ ପ୍ରଶିକ୍ଷଣ ଶେଷ କରିଛନ୍ତି । ସେମାନଙ୍କୁ ପରିବହନ ବିଭାଗରୁ ‘ଜୁନିୟର ରକ୍ଷକ’ ମାନ୍ୟତା ପ୍ରଦାନ କରାଯାଇଛି...

Tribal Museum Celebrates IMD

Bhubaneswar: The International Museum Day (IMD) was celebrated at Odisha State Tribal Museum. Along with this, the 15-day Summer Saura Painting Camp, which has been going on since 4 May, has also been concluded. A summer saura painting camp was organised for school students at the Odisha State Tribal Museum on the premises of...

ରେକର୍ଡ ପରିମାଣର ଡ୍ରଗ୍ସ ଜବତ

ନୂଆଦିଲ୍ଲୀ : ଚଳିତ ଲୋକସଭା ନିର୍ବାଚନରେ ଅର୍ଥବଳ ଓ ପ୍ରଲୋଭନ ଉପରେ ନିର୍ବାଚନ କମିଶନଙ୍କ ଦୃଢ଼ ଓ ସମନ୍ୱିତ ଆକ୍ରମଣ ଫଳରେ ଏଜେନ୍ସିଗୁଡ଼ିକ ୮୮୮୯ କୋଟି ଟଙ୍କାର ଉଲ୍ଲେଖନୀୟ ଭାବେ ଜବତ କରିଛନ୍ତି।  ଡ୍ରଗ୍ସ ଏବଂ ସାଇକୋଟ୍ରୋପିକ୍ ପଦାର୍ଥ ସମେତ ପ୍ରଲୋଭନ ବିରୁଦ୍ଧରେ ସତର୍କତା ବଢ଼ାଇବା ଫଳରେ ବଡ଼ ଧରଣର ଜବରଦଖଲ କ୍ରିୟା ଏବଂ କ୍ରମାଗତ ବୃଦ୍ଧି ଘଟିଛି। ଡ୍ରଗ୍ସ ଜବତ ସର୍ବାଧିକ ହୋଇଛି। ବ୍ୟୟ ନିରୀକ୍ଷଣ, ସଠିକ ତଥ୍ୟ ବ୍ୟାଖ୍ୟା ଏବଂ ପ୍ରବର୍ତ୍ତନ ଏଜେନ୍ସିଗୁଡିକର ସକ୍ରିୟ ଅଂଶଗ୍ରହଣ...

ଅନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ ପାଳିତ

0

ଭୁବନେଶ୍ୱର : ଓଡ଼ିଶା ରାଜ୍ୟ ଜନଜାତି ସଂଗ୍ରହାଳୟରେ ଅନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ ପାଳିତ ହୋଇଯାଇଛି । ଏହା ସହ ମଇ ୪ ରୁ ଚାଲିଥିବା ୧୫ ଦିନିଆ ଗ୍ରୀଷ୍ମକାଳୀନ ସଉରା ଚିତ୍ରକଳା (ଇଡ଼ିତାଲ୍‌) ଶିବିର ମଧ୍ୟ ଉଦଯାପିତ ହୋଇଯାଇଛି । ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ତଥା ପ୍ରଶିକ୍ଷଣ ପ୍ରତିଷ୍ଠାନ(ଏସସିଏସଟିଆରଟିଆଇ) ପରିସରରେ ଥିବା ଓଡ଼ିଶା ରାଜ୍ୟ ଜନଜାତି ସଂଗ୍ରହାଳୟରେ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ନିମନ୍ତେ ଗ୍ରୀଷ୍ମକାଳୀନ ସଉରା ଚିତ୍ରକଳା (ଇଡ଼ିତାଲ୍‌) ଶିବିରର ଆୟୋଜନ କରାଯାଇଥିଲା...

୧୨୬ ପ୍ରାର୍ଥୀ କୋଟିପତି

ଭୁବନେଶ୍ୱର : ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ୪୨ ବିଧାନସଭା ଆସନରେ ପ୍ରାର୍ଥୀ ହୋଇଥିବା ୩୮୩ ଜଣଙ୍କ ମଧ୍ୟରୁ ୧୨୬ ଜଣ ହେଉଛନ୍ତି କୋଟିପତି । ଏମାନଙ୍କ ସଂଖ୍ୟା ମୋଟ୍‍ ପ୍ରାର୍ଥୀଙ୍କର ୩୩ ପ୍ରତିଶତ । ତାଲିକାରେ ସବୁଠାରୁ ଧନୀ ପ୍ରାର୍ଥୀ ହେଉଛନ୍ତି ଚମ୍ପୁଆ ଆସନରୁ ବିଜେଡି ଟିକଟରେ ଲଢୁଥିବା ସନାତନ ମହାକୁଡ । ଏଡିଆର ଓ ଓଡିଶା ଇଲେକସନ ୱାଚ ପକ୍ଷରୁ ପ୍ରାର୍ଥୀମାନଙ୍କ ସତ୍ୟପାଠକୁ ବିଶ୍ଲେଷଣ କରି ଏହି ତଥ୍ୟ ପ୍ରଦାନ କରାଯାଇଛି ।...

Mahakud Tops Rich List

Bhubaneswar: BJD candidate from Champua segment Sanatan Mahakud is the richest candidate in fray for the third phase Assembly polls in the State, which is scheduled to be held on May 25.   Shri Mahakud owns assets worth Rs 227.67 crore including movable assets of Rs 186.76 crore and immovable assets of Rs 40.91...

Tight Security For Phase II

Bhubaneswar: Following pre-poll violence incidents reported in Ganjam district, Chief Electoral Officer (CEO) Nikunja Bihari Dhal swung into action and made tight security arrangements for the second phase Lok Sabha and Assembly elections to be held in the State on May 20.    Briefing media persons here, CEO Shri Dhal said a total of...