ଭୁବନେଶ୍ୱର : ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ଏବଂ ଗୋପବନ୍ଧୁ ଏକାଡେମୀ ଅଫ୍‌ ଆଡ୍‌ମିନିଷ୍ଟ୍ରେସନ୍‌ର ମିଳିତ ଆନୁକୂଲ୍ୟରେ ୨୦୧୯ ବ୍ୟାଚର ନୂତନ ଭାବେ ନିଯୁକ୍ତି ପାଇ ଏକାଡେମୀରେ ତାଲିମ ନେଉଥିବା ୩୧ ଜଣ ଓଏଏସ୍‌ ଅଧିକାରୀମାନଙ୍କୁ ନିର୍ବାଚନ ସଂପର୍କିତ ତାଲିମ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏଥି ନିମନ୍ତେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ...
ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ ଦ୍ୱାରା ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗ ମାନଙ୍କ ସାମାଜିକ ସୁରକ୍ଷା ଭତ୍ତାକୁ ଡିବିଟି ବଦଳରେ ନଗଦ ଅର୍ଥ ଆକାରରେ ଦେବାର ନିଷ୍ପତି ଚିନ୍ତାଜନକ । ଏହି ନିର୍ଣ୍ଣୟ ଦୁର୍ନୀତିମୁକ୍ତ ଶାସନ ଦିଗରେ ପଛଘୁଞ୍ଚା ଦେବା ତଥା ଜନକଲ୍ୟାଣ ସେବା ପ୍ରଦାନ କରିବାର ବୀପରିତ ଦିଗକୁ ଦର୍ଶାଉଛି । ତେଣୁ...
ଭୁବନେଶ୍ୱର : ରାଜ୍ୟର ସଂଖ୍ୟାଧିକ ବିଦ୍ୟୁତ ଗ୍ରାହକ ଚଳିତ ମାସରେ ଏକ ଟଙ୍କା କରି ତଣ୍ଡ ଗଣୁଛନ୍ତି । ସେମାନଙ୍କୁ ବିତରଣ କମ୍ପାନୀ ଯେତିକି ଟଙ୍କାର ବିଲ୍‍ ଧରାଇଛି ଅନ୍‍ଲାଇନ୍‍ରେ ପଇଠ କଲାବେଳକୁ ତାହାଠାରୁ ଏକ ଟଙ୍କା ଅଧିକ କରି ଆଦାୟ କରୁଛି । ଚଳିତ ମାସରେ ବିଦୁତ୍‍ ବିତରଣ କମ୍ପାନୀମାନେ ଗ୍ରାହକଙ୍କୁ ଯେଉଁ ବିଲ୍‍...
ଭୁବନେଶ୍ୱର : ଅପରାଧିକ ମାମଲାରେ ବିଜ୍ଞାନଭିତ୍ତିକ ତଦନ୍ତ ପାଇଁ ଓଡିଶାରେ ଥିବା ୩୬ଟି ଜିଲ୍ଲା ବିଧି ବିଜ୍ଞାନଗାର ମଧ୍ୟ ୧୨ଟି ଅଚଳ ଅବସ୍ଥାରେ ଥିବାବେଳେ ୨୪ଟି କାର୍ଯ୍ୟକ୍ଷମ ଅଛି । ତେବେ ଏହି ସଂସ୍ଥାଗୁଡିକରେ ବହୁ ପଦ ପଦବୀ ଖାଲି ପଡିଥିବାରୁ ଠିକା ଅଧିକାରୀ ଭରସା ବୋଲି କର୍ତ୍ତୃପକ୍ଷ ସ୍ୱୀକାର କରୁଛନ୍ତି । ଦେଶର ପୁରାତନ...
Banki: Kendupali PACS under Banki CCB, Cuttack celebrated the centenary year today. Atanu Sabyasachi Nayak Minister Food Supply & CW , Cooperation graced the occasion as Chief Guest. Sanjeev Chadha, Principal Secretary Co-operation graced the occasion.Sri Nayak assured to...
Bhubaneswar: All along a brilliant student Kasturi Panda has bagged IAS. She has come out with flying colors in UPSC Examinations, 2022. She said that there is availability of information in a big way. However one has to choose important...
ଭୁବନେଶ୍ୱର : ନ୍ୟାସ୍‌ନାଲ୍ ସର୍ଭିସ୍ ସ୍କିମ୍ (ଏନ୍‌ଏସ୍‌ଏସ୍‌)ରେ ସାମିଲ ହେବା ଛାତ୍ରଛାତ୍ରୀମାନଙ୍କର ବ୍ୟକ୍ତିଗତ ଜୀବନର ଗୁଣବତାକୁ ବୃଦ୍ଧି କରିବାରେ ସହାୟକ ଅଟେ ବୋଲି ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ କହିଛନ୍ତି । ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଏନ୍‌ଏସ୍‌ଏସ୍‌ର ରାଜ୍ୟସ୍ତରୀୟ କଲ୍‌ଚରାଲ୍ ଫେଷ୍ଟର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ରବିବାର ଯୋଗ...
ଭୁବନେଶ୍ୱର : ଭବିଷ୍ୟତ ଆହ୍ୱାନର ମୁକାବିଲା ପାଇଁ ଉପଯୁକ୍ତ ପ୍ରତିଭା ସୃଷ୍ଟି ସହିତ ଯୁବବର୍ଗଙ୍କୁ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳରେ ଦକ୍ଷ ଏବଂ ନିପୁଣ କରିବା ଲକ୍ଷ୍ୟ ନେଇ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଏବଂ ନାସକମ୍ ମଧ୍ୟରେ ଆଜି ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଯାଇଛି  । ମାନ୍ୟବର ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ରୋହିତ ପୂଜାରୀ ଏବଂ...
ଭୂବନେଶ୍ୱର : ରାଜଭବନ ଇତିହାସରେ ଆଜି ଥିଲା ଏକ ଗୌରବମୟ କ୍ଷଣ । ଅତୀତରେ ଅନେକ ଐତିହାସିକ ଘଟଣାର ମୁଖ୍ୟକେନ୍ଦ୍ର ଏହି ରାଜଭବନ । ରାଜଭବନ ପରିସରରେ ଏକ ସୁଉଚ୍ଚ ଜାତୀୟ ପତାକାସ୍ତମ୍ଭ ସ୍ଥାପନା ଥିଲା, ଆଉ ଏକ ସ୍ମରଣୀୟା ଘଟଣା ଓ ଇତିହାସ ପୃଷ୍ଠାରେ ଯୋଡ଼ି ହୋଇଯାଇଛି ଏକ ନୂତନ ପୃଷ୍ଠା ଏବଂ...
Bhubaneswar: For the protection of wildlife animals and also human beings, the State Government has relocated 820 families from the core areas of National Park and various wildlife sanctuaries, Forest, Environment and Climate Change Minister Pradip Kumar Amat said...