ଭୁବନେଶ୍ୱର : ଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତି ନ୍ୟାୟମୂର୍ତୀ ସୁବାଷ ଚନ୍ଦ୍ର ପରିଜା ସୋମବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଦର୍ଶନ କରିଛନ୍ତି ।
ସୋଆ ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କ ଦ୍ୱାରା ଆମନ୍ତ୍ରିତ ହୋଇ ନ୍ୟାୟମୂର୍ତୀ ପରିଜା ବିଶ୍ୱବିଦ୍ୟାଳୟକୁ ଆସି ସଭାପତିଙ୍କ ସହ ଆଲୋଚନା କରିଥିଲେ । ପ୍ରଫେସର (ଡକ୍ଟର)...
ଭୁବନେଶ୍ୱର : ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସପ୍ତମ ସିଙ୍ଗଲ୍ ୱିଣ୍ଡୋ କମିଟି(ଏସ୍.ଡ଼ବ୍ଳ୍ୟୁ.ସି)ର ବୈଠକରେ ମୋଟ ୭୪୯.୯ମେଗାୱାଟ୍ ଅକ୍ଷୟଶକ୍ତି ଉତ୍ପାଦନ ପାଇଁ ଆସିଥିବା ୪୬୭୧କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବକୁ ନୀତିଗତ ଅନୁମୋଦନ ପ୍ରାପ୍ତ ହୋଇଅଛି । ସବୁଜଶକ୍ତି ପ୍ରକଳ୍ପ ସ୍ଥାପନ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ଏହି ପୁଞ୍ଜିନିବେଶ ପ୍ରଦୂଷଣ...
Bhubaneswar: In a major step towards achieving a sustainable energy future, the Single Window Committee (SWC) of the Energy Department today accorded in-principle approval for investment proposals worth Rs 4671.81 crore in the State in Renewable Energy (RE) sector.
In...
Bhubaneswar: The Judicial Commission headed by retired High Court Judge Justice Chitta Ranjan Dash today formally started its probe into the alleged assault of an army officer and his fiancee at a police station in Bhubaneswar last month.
The Commission...
Bhubaneswar: Justice Subash Chandra Parija, former Judge of the Orissa High Court, on Monday visited Siksha ‘O’ Anusandhan Deemed to be University (SOA) which runs the SOA National Institute of Law (SNIL).
Justice Parija, who was invited to the university...
Sambalpur: Central PSU Mahanadi Coalfields Limited (MCL) has achieved a significant milestone by surpassing the 100 million-tonnes coal production for the financial year 2024-25.
MCL achieved this milestone on Sunday, 18 days ahead with an impressive growth of 13 percent...
ଭୁବନେଶ୍ୱର: ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ପକ୍ଷରୁ ଆଜି କେନ୍ଦ୍ର ସରକାରଙ୍କ ବାୟୋ-ଇଥ୍ରୀ ନୀତି ଉପରେ ଏକ ବାର୍ତ୍ତାଳପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଅଧୀନ ଭୁବନେଶ୍ୱରସ୍ଥିତ ବିଆରଆଇସି- ଇନଷ୍ଟିଚ୍ୟୁଟ୍ ଅଫ୍ ଲାଇଫ ସାଇନ୍ସେସ୍ (ଆଇଏଲଏସ) ସହଯୋଗ କରିଥିଲେ...
ଭୁବନେଶ୍ୱର: ଓଡ଼ିଆ ଯୁବ ବୈଜ୍ଞାନିକ ଡ. ସ୍ୱୟଂ ପ୍ରକାଶ ଆର୍ନ୍ତଜାତିକ ଖ୍ୟାତି ସଂପନ୍ନ ବୈଜ୍ଞାନିକ ଅନୁସନ୍ଧାନ ସମ୍ମାନ ସମାଜ ‘ସିଗ୍ମା ସି’ର ସଦସ୍ୟ ଭାବେ ନିର୍ବାଚିତ ହୋଇଛନ୍ତି । ସ୍ୱୟଂ ପ୍ରକାଶ ଏବେ କାର୍ଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟର ଇର୍ଭାଇନ୍ ସ୍ଥିତ ସ୍କୁଲ ଅଫ୍ ମେଡିସିନ୍ରେ ସହକାରୀ ପ୍ରଫେସର ଭାବେ ଗବେଷଣାରତ ଅଛନ୍ତି । ୧୮୮୬ ମସିହାରେ...
ଭୁବନେଶ୍ୱର : ରାଜ୍ୟ ସଡକ ପରିବହନ ନିଗମର ଅବସ୍ଥା ଏବେ ଦେଉଳକୁ ମୁଖଶାଳା ବଳିଯିବା ଭଳି । ଏହି ସରକାରୀ ନିଗମ ୨୦୧୯-୨୦ ମସିହାରୁ କ୍ରମାଗତ ଭାବେ କ୍ଷତି କରିଆସୁଛି । ବିଭିନ୍ନ ସୂତ୍ରରୁ ନିଗମ ଯେତିକି ଆୟ କରୁଛନ୍ତି ବ୍ୟୟ ପରିମାଣ ତାହାଠାରୁ ଅଧିକ ହେଉଛି ।
ଓଡିଶା ରାଜ୍ୟ ସଡକ ପରିବହନ ନିଗମ...
ଭୁବନେଶ୍ୱର : ମହିଳାଙ୍କ ପ୍ରତି ଘଟୁଥିବା ଅପରାଧ ସଂକ୍ରାନ୍ତୀୟ ମାମଲାରେ ଓଡିଶାରେ ଦଣ୍ଡବିଧାନ ହାର ନଗଣ୍ୟ ରହୁଥିବାରୁ ଜିଲ୍ଲାପାଳ ଓ ଏସ୍ପିମାନଙ୍କ ସମ୍ମିଳନୀରେ ଖୋଦ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଉଦ୍ବେଗ ପ୍ରକାଶ କରିବାପରେ ଏଭଳି ସମ୍ବେଦନଶୀଳ ମାମଲାରେ କିପରି ଦଣ୍ଡବିଧାନ ହାର ଅଧିକ ହେବ ତାହା ବିଭାଗୀୟ ଅଧିକାରୀମାନଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ...









