ଭୁବନେଶ୍ୱର: ବର୍ତ୍ତମାନର କୋଭିଡ -୧୯ ପରିସ୍ଥିତିକୁ ଦୃଷ୍ଟିରେ ରଖି ତ୍ରି-ସ୍ତରୀୟ ପଞ୍ଚାୟତ ର୍ନିବାଚନକୁ ସୁରୁଖୁରୁରେ କରିବା ପାଇଁ ରାଜ୍ୟ ର୍ନିବାଚନ ଆୟୋଗ (ଏସ୍‍ଇସି) ଶନିବାର ଦିନ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିଛନ୍ତି । ରାଜ୍ୟ ର୍ନିବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀଙ୍କ ଅଧ୍ୟକ୍ଷତାରେ ଏହି ଉଚ୍ଚସ୍ତରୀୟ ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର...
Bhubaneswar: At the urging of the Mission Shakti movement and at the request of group support staff, Chief Minister Naveen Patnaik Saturday announced a financial package for 50,000 group support workers in various panchayats in the state. All group support...
ଭୁବନେଶ୍ୱର: ରାଜ୍ୟରେ ଶନିବାର ଦିନ ଆଉ ୧୪ ଟି ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହେବାପରେ ମୋଟ୍‍ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୭୫ ରେ ପହଞ୍ଚିଛି । କରୋନାଭାଇରସ୍ ର ଓମିକ୍ରନ୍ ପ୍ରଜାତି ସଂକ୍ରାନ୍ତରେ ଜାଣିବା ପାଇଁ ଜିନୋମ୍ ସିକ୍ୱେନ୍ସିଙ୍ଗ୍ କରୁଥିବା ଇନଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସ (ଆଇଏଲ୍‌ଏସ୍‌) ରାଜ୍ୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗକୁ...
ଭୁବନେଶ୍ୱର :  ଅଙ୍ଗନବାଡି କର୍ମୀ ମାନଙ୍କ କାର୍ଯ୍ୟର ଗୁରୁତ୍ବ ତଥା ସେମାନଙ୍କ ନିଷ୍ଠାପର କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେବା ନିବୃତ ଅଙ୍ଗନବାଡୀ କର୍ମୀ ମାନଙ୍କ ପ୍ରୋତ୍ସାହନ ରାଶିର ପରିମାଣ ବୃଦ୍ଧି କରିଛନ୍ତି । ଗ୍ରାମାଞ୍ଚଳରେ ପିଲାମାନଙ୍କ ସ୍ବାସ୍ଥ୍ୟ, ପୁଷ୍ଟିସାଧନ ଓ ଶିକ୍ଷା ତଥା ମହିଳା ମାନଙ୍କ ସଚେତନତା କ୍ଷେତ୍ରରେ ଅଙ୍ଗନବାଡି  କର୍ମୀ ମାନଙ୍କର...
Bhubaneswar: The State Election Commission (SEC) on Saturday held a discussion with the State Government officials for safe conduct of the three-tier Panchayat election keeping the prevailing Covid-19 situation in mind. The high-level meeting was held under the chairmanship of...
Bhubaneswar: Center for Waste to Wealth Management, Centurion University, Odisha in collaboration with UNDP organized a Stakeholders' consultation meeting on 'Solid Waste Management on 7 January.This is the joint approach of UNDP & CUTM to understand and learn about the challenges and...
Bhubaneswar: State has reported another 14 Omicron cases on Saturday taking the total tally to 75. Institute of Life Science (ILS), which is conducting genome sequencing required to find out Omicron variant of Coronavirus, has informed about the new cases...
Puri: In view of the prevailing Covid-19 pandemic situation in the State, Puri District Administration has imposed restrictions on cremation of bodies from outside the district at the Swarga Dwara crematorium here. Puri Collector Samarth Verma has issued an order...
ଭୁବନେଶ୍ୱର : ରାଜ୍ୟର ୩୦ଟି ସଡକର ବିକାଶ ପାଇଁ ୧୨୬୯.୦୨ କୋଟି ଟଙ୍କା ଯୋଗାଇବାକୁ କର୍ତ୍ତୃପକ୍ଷ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି । ତଦନୁଯାୟୀ ପୂର୍ତ୍ତ ବିଭାଗର ସ୍ୱତନ୍ତ୍ର ସଚିବ ମନୋରଞ୍ଜନ ମିଶ୍ର କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରାଳୟର ମହାନିର୍ଦ୍ଦେଶକଙ୍କୁ ଏକ ପତ୍ର ଲେଖିଛନ୍ତି । ଶ୍ରୀ ମିଶ୍ର ତାଙ୍କ ପତ୍ରରେ କେନ୍ଦ୍ର...
ଭୁବନେଶ୍ୱର : କରୋନା ଯୋଗୁଁ ଏବେ ପୁଣି ହୋଟେଲ ଓ ପର୍ଯ୍ୟଟନଶିଳ୍ପ ଉପରେ ବିପଦ ଘନେଇଛି । ଦେଶ ବିଦେଶର ଯେତେ ପର୍ଯ୍ୟଟକ ଶୀ˜ଋତୁରେ ଓଡିଶା ଆସନ୍ତି ଏବର୍ଷ ତାହା ବହୁ ଭାବରେ କମିଯାଇଛି । ଫଳରେ ହୋଟେଲଗୁଡିକର ଅଧିକାଂଶ ପ୍ରକୋଷ୍ଠ ଖାଲି ରହୁଥିବାବେଳେ ପର୍ଯ୍ୟଟକମାନଙ୍କ ଉପରେ ନିର୍ଭରକରି ଗୁଜୁରାଣ ମେଣ୍ଟାଉଥିବା ବିଭିନ୍ନ ପର୍ଯ୍ୟଟନସ୍ଥଳୀର...