ଭୁବନେଶ୍ୱର : କୁକୁଡାଖଣ୍ଡି ଓ ଦିଗପହଣ୍ଡି ବ୍ଲକ ଅଧିନସ୍ଥ ସମସ୍ତ ଧାନ ମଣ୍ଡି ଗୁଡିକରେ ଧାନ ବିକ୍ରୀ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବାକୁ ଆଜି ବାଚସ୍ପତି ଡ଼ଃ ସୂର୍ଯ୍ୟ ନାରାୟଣ ପାତ୍ର ବିଭାଗୀୟ ପଦାଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ଗତ ୦୪ ତାରିଖ ଠାରୁ ୦୭ ତାରିଖ ପର୍ଯ୍ୟନ୍ତ ନିଜ ନିର୍ବାଚନ ମଣ୍ଡଳୀ ପରିଦର୍ଶନରେ ଯାଇ ସେ...
Bhubaneswar: The National Bank for Agriculture and Rural Development (NABARD) on Tuesday released State Focus Paper for Odisha projecting an overall credit potential under priority sector at Rs.1,34,665 crore for the financial year 2022-23.
The NABARD has conducted the State...
ଭୁବନେଶ୍ୱର : ଓଡିଆ ଚଳଚିତ୍ର ଜଗତର ପ୍ରଖ୍ୟାତ ଅଭିନେତା ମିହିର ଦାସଙ୍କର ପରଲୋକ ହୋଇଯାଇଛି । କଟକର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ୫୫ବର୍ଷ ବୟସ ହୋଇଥିଲା ।
ମିହିର ଦାସ ତାଙ୍କ କଳାକାର ଜୀବନ ମଞ୍ଚ ନାଟକରୁ ଆରମ୍ଭ କରିଥିଲେ ଏବଂ ପରବର୍ତ୍ତୀ ଅବସ୍ଥାରେ...
Bhubaneswar: State Election Commission (SEC) today announced the schedule for much-talked three-tier Panchayat Polls.
Addressing a press conference here, State Election Commissioner Aditya Prasad Padhi said the Panchayat elections will be held in five phases on February 16, 18, 20,...
ଭୁବନେଶ୍ୱର : ରାଜ୍ୟରେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆବଶ୍ୟକ ସାଜ ସରଞ୍ଜାମ ସହିତ ଔଷଧ ଓ ଅକ୍ସିଜେନ ଉପରେ ଗୁରତ୍ୱ ଦେଉଛନ୍ତି । କୋଭିଡର ଦ୍ୱିତୀୟ ଲହର ସମୟରେ ବ୍ୟାପକ ପରିମାଣରେ ଅକ୍ସିଜେନ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସରକାର ୭୦ରୁ ୮୨ଟି ପିଏସ୍ଏ ଅକ୍ସିଜେନ ପ୍ଲାଣ୍ଟ କାର୍ଯ୍ୟକ୍ଷମ...
ଭୁବନେଶ୍ୱର : କରୋନା କଟକଣା ଯୋଗୁଁ ପୁରୀ ଜଗନ୍ନାଥ ମନ୍ଦିର ବନ୍ଦ ରହୁଥିବା ପରିପ୍ରେକ୍ଷୀରେ ରତ୍ନଭଣ୍ଡାର ସମ୍ପତ୍ତିର ପୂର୍ଣ୍ଣାଙ୍ଗ ତନଖି କରି ତାଲିକା ପ୍ରସ୍ତୁତ ଲାଗି ଏବେ ଭକ୍ତ ମହଲରୁ ପୁଣି ଦାବି ଉଠୁଛି ।
ଚାଳିଶ ବର୍ଷରୁ ଅଧିକ ସମୟ ଧରି ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଖୋଲାଯାଇ ନାହିଁ କିମ୍ବା ସେଠାରେ ଥିବା ମୂଲ୍ୟବାନ...
Bhubaneswar: As the Covid cases in Odisha rise day by day, the State Government has made necessary arrangements to ensure availability of all required logistics, medicine and oxygen.
As medical oxygen was largely required during the second wave of...
Bhubaneswar: Prachi Resorts Private Limited (PRPL) is delighted to announce the signing of its second hotel Prachi Sarovar Premiere in Khandagiri, Bhubaneswar.
The foundation stone laying event was inaugurated by the Naveen Patnaik, Chief Minister, Odisha along with Kalikesh N....
ଭୁବନେଶ୍ୱର : ସରକାରୀ ଚାକିରିରେ ପ୍ରବେଶ ପାଇଁ ରାଜ୍ୟ ସରକାର ବୟସସୀମା ବୃଦ୍ଧି କରିଛନ୍ତି । ଏଣିକି ୩୮ରୁ ୫୩ବର୍ଷ ବୟସର ବିଭିନ୍ନ ବର୍ଗର ଲୋକେ ସରକାରୀ ଚାକିରି କରିପାରିବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ହୋଇଛି ।
କ୍ୟାବିନେଟ୍ ନିଷ୍ପତ୍ତି ସଂକ୍ରାନ୍ତରେ ସୂଚନା ଦେଇ ମୁଖ୍ୟ...
Bhubaneswar: State Cabinet chaired by Chief Minister Naveen Patnaik today took 12 major decisions relating to the departments of handloom, textiles and handicrafts; general administration and public grievances; higher education; panchayati raj and drinking water; and revenue and disaster...










