ଭୁବନେଶ୍ୱର : ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ କହିଛନ୍ତି ଯେ କୋଭିଡ୍-୧୯ ଶିକ୍ଷା କ୍ଷେତ୍ର ପାଇଁ ଏକ କଠିନ ସମୟ ସୃଷ୍ଟି କରିଛି ଏବଂ ଏହି ଆହ୍ୱାନଗୁଡ଼ିକୁ ଯଥା ସମ୍ଭବ ସମାଧାନ କରାଯିବ ।
ଶିକ୍ଷାଦାନର ପୁନରାରମ୍ଭ, ଛାତ୍ରଛାତ୍ରୀଙ୍କ ଉପସ୍ଥାନ ବୃଦ୍ଧି ଏବଂ ଶିକ୍ଷଣ ପ୍ରକ୍ରିୟାରେ ଥିବା ବ୍ୟବଧାନକୁ...
ଭୁବନେଶ୍ୱର : ପଞ୍ଚାୟତ ନିର୍ବାଚନ ସୁପରିଚାଳନା ନିମନ୍ତେ ସ୍ଥାନୀୟ ତହସିଲଦାରମାନଙ୍କୁ ନିର୍ବାଚନରେ ବ୍ୟବହୃତ ହେବାକୁ ଥିବା ଗାଡ଼ି ଓ ଡାକବାଜି ଯନ୍ତ୍ରର ଅନୁମତି ପତ୍ର ପ୍ରଦାନ କରିବା ନିମନ୍ତେ ପ୍ରାଧିକୃତ କରିବା ପାଇଁ ସମସ୍ତ ଜିଲ୍ଲାପାଳମାନଙ୍କୁ ରାଜ୍ୟ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି । ଫଳରେ ସବୁ ରାଜନୈତିକ ଦଳମାନେ ସହଜରେ ଅନୁମତି ପତ୍ର...
ଭୁବନେଶ୍ୱର : ସମ୍ ଅଲ୍ଟିମେଟ୍ ମେଡିକେୟାର (ସମ୍ମମ୍) ପକ୍ଷରୁ ଗୁରୁବାର ଆୟୋଜିତ ଏକ ରକ୍ତଦାନ ଶିବିରରେ ୬୧ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି । ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ସହଯୋଗରେ ଆୟୋଜିତ ଏହି ଶିବିରରେ ସମ୍ମମ୍ର ଡାକ୍ତର ଓ କର୍ମଚାରୀ ରକ୍ତଦାନ କରିଥିଲେ ।
ପ୍ରାୟ ୩ ଘଣ୍ଟା ଧରି...
Bhubaneswar: State Election Commissioner (SEC) Aditya Prasad Padhi and his team on Thursday held a meeting with representatives of various political parties of the State for smooth conduct of the upcoming urban election.
Representatives from Governing BJD, Opposition BJP...
Bhubaneswar: Odisha Government has allowed reopening of classes for Class-VIII to XII from 7 February.2022.
Offline, Online and Hybrid Teachings are being conducted, thanks to the initiative of Bishnupada Sethi, Principal Secretary School and Mass Education.
Regarding conduct of Examination for...
ନୂଆଦିଲ୍ଲୀ : ଭାରତର ସମନ୍ୱିତ କୋଭିଡ-୧୯ ଟୀକାକରଣ ୧୭୧.୨୮ କୋଟି ଅତିକ୍ରମ କରିଛି । ଗତ ୨୪ ଘଣ୍ଟା ମଧ୍ୟରେ ୪୬.୪୪ ଲକ୍ଷରୁ ଅଧିକ ଟିକା ପ୍ରଦାନ କରାଯାଇଛି ଓ ସୁସ୍ଥ ହାର ବର୍ତ୍ତମାନ ୯୬.୯୫% ରେ ରହିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂତ୍ରରୁ ଜଣାଯାଇଛି ।
ଏହି ସୂଚନା...
ଭୁବନେଶ୍ୱର : ଡାକ୍ତରଙ୍କ ବିନା ପରାମର୍ଶରେ ଆଖିବୁଜା ଅତ୍ୟଧିକ ଭିନାମିନ୍, ପ୍ରୋଟିନ୍, ରୋଗପ୍ରତିରୋଧକ ଶକ୍ତିବର୍ଦ୍ଧକ, ଆଣ୍ଟିବାୟୋଟିକ, ଷ୍ଟିରଏଡ୍ ଏବଂ ଅନ୍ୟାନ୍ୟ ଔଷଧ ସେବନ ଯୋଗୁଁ ବିଭିନ୍ନ ରୋଗବ୍ୟାଧି ବଢିବାରେ ଲାଗିଛି । ଏମିତିକି ଏଥିପାଇଁ ହୃଦ୍ଘାତ ଠାରୁ ଆରମ୍ଭକରି ବୃକକ୍, ଯକୃତ, ଫୁସ୍ଫୁସ୍ ସମେତ ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ କ୍ଷତିଗ୍ରସ୍ତ ହେଉଛି ଓ ଏହା...
ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ୍-କିଷାନ) ଯାଜନାରେ କେନ୍ଦ୍ର ସରକାର ୩୯.୩୬ଲକ୍ଷରୁ ଅଧିକ କୃଷକଙ୍କ ପାଇଁ ୫୯୬୯.୬୧ କୋଟି ଟଙ୍କା ମଞ୍ଜୁର କରିଛନ୍ତି । କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଲୋକସଭାରେ ଏହି ସୂଚନା ଦେଇଛନ୍ତି ।
କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ପିଏମ୍-କିଷାନ ଯୋଜନା ସମସ୍ତ...
Bhubaneswar: Principal Secretary Finance Vishal Kumar Dev has revised the deadlines for financial sanction, issue of allotment, re-appropriation of funds, surrender of provisions and drawal of funds in the remaining part of the current financial year.
Following the requests of...
New Delhi: The Centre has released Rs 5969.61 crore to over 39.36 lakh farmers of Odisha under the Pradhan Mantri Kisan Samman Nidhi (PM-KISAN) Scheme.
This was informed by Minister of Agriculture and Farmers Welfare Narendra Singh Tomar in Lok...








