Tathya Correspondent
ମଣ୍ଡିରେ ଧାନ ପଡ଼ିରହିବା ମନୁଷ୍ୟକୃତ
ସମ୍ବଲପୁର : ରାଜ୍ୟ ସରକାରଙ୍କ ଅପାରଗତା ଓ ଅବ୍ୟବସ୍ଥା କାରଣରୁ ମଣ୍ଡିରେ ଧାନ ପଡିÿରହୁଥିବା କାରଣରୁ ଚାଷୀମାନେ ଚିନ୍ତାଗ୍ରସ୍ତ ହୋଇ ମୃତ୍ୟୁବରଣ କରୁଛନ୍ତି । ତେଣୁ ତୁରନ୍ତ ମଣ୍ଡିରୁ ଧାନ ଉଠାଇବା ଓ...
Volunteers Get Urban Training
Bhubaneswar: Department of Housing and Urban Development together with Urban Management Centre (UMC), organized a day long orientation program for training of volunteers, to...
କିନ୍ନରଙ୍କ ହାତରେ ବିଏମସି ପାର୍କିଂ
ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମର ଦୁଇଟି ପ୍ରମୁଖ ପାର୍କିଂ ଅଞ୍ଚଳକୁ ଅଗ୍ରଣୀ କିନ୍ନର ସଂଗଠନକୁ ହସ୍ତାନ୍ତର କରାଯାଇଛିି । ଏହି ହସ୍ତାନ୍ତର କରିଛନ୍ତି ବିଏମସି କମିଶନର୍ ପ୍ରେମ୍ ଚନ୍ଦ୍ର ଚୌଧାରୀ ।...
କୋଣାର୍କ ବିକାଶର ଚିଠା ପ୍ରସ୍ତୁତ
ଭୁବନେଶ୍ୱର : ପୁରୀକୁ ବିଶ୍ୱ ଐତିହ୍ୟ ନଗରୀ ଭାବରେ ଗଢ଼ି ତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା ପରେ ଏ ଦିଗରେ କାମ ଚାଲିଛି। ଏହି କାର୍ଯ୍ୟ କ୍ରମର ଅଶ ଭାବରେ...
ଓଡିଶାକୁ ନିଶାମୁକ୍ତ କରିବାକୁ ଆହ୍ୱାନ
ମହାତ୍ମା ଗାନ୍ଧୀଙ୍କ ପ୍ରଥମ ଓଡିଶା ଆଗମନ ଓ ଉକ୍ରଳ କଂଗ୍ରେସର ୧୦୦ ବର୍ଷ ପୂର୍ତିକୁ ଧୁମ୍ଧାମରେ କଂଗ୍ରେସ ବର୍ଷ ତମାମ୍ ପାଳନ କରିବ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି...
ଯନ୍ତ୍ରଣା ଦେଉଛି ସ୍ମାର୍ଟ ଜନପଥ
ଭୁବନେଶ୍ୱର : ରାଜଧାନୀର ସ୍ମାର୍ଟ ଜନପଥ ଏବେ ସ୍ମାର୍ଟସିଟିବାସୀଙ୍କ ପାଇଁ ଯନ୍ତ୍ରଣା ପାଲଟିଲାଣି । ଗୋଟିଏ ପଟେ ଧାର୍ଯ୍ୟ ସମୟରେ ନିର୍ମାଣ ସରୁନଥିବାବେଳେ ଅନ୍ୟ ପଟେ ଗାଡିମୋଟର ରଖିବାକୁ ସ୍ଥାନଟିକେ ନପାଇ ଲୋକେ...
ଅପମିଶ୍ରଣ ମାମଲାରେ ଦଣ୍ଡ ହାର କମ୍
ଭୁବନେଶ୍ୱର : ଖାଦ୍ୟ ଅପମିଶ୍ରଣ, ନକଲି ଔଷଧ ପ୍ରସ୍ତୁତି ଓ ଚୋରା ନିଶା କାରବାର କ୍ଷେତ୍ରରେ ରାଜ୍ୟରେ ଦଣ୍ଡବିଧାନ ହାର ଢେର୍ କମ୍ ରହୁଥିବାରୁ ମୁନାଫାଖୋର୍ ଚୋରା ବେପାରୀମାନେ ବେଧଡ଼କ ଭାବେ ସେମାନଙ୍କ...
Odisha Mulls Artisan Grade Stone Policy
Bhubaneswar: Odisha Government is mulling to formulate ‘Odisha Artisan Grade Stone Policy- 2021’ for the benefit of artisans.
Artisan Grade Stone Policy is a much...
Odisha Gets 14Th Innovation Rank
New Delhi: Odisha has slipped two ranks below in the Second Edition of India Innovation Index.
While this Eastern State was in 12th Rank in...
Adivasi Mela Gets Hybrid Model
Bhubaneswar: In a bid to take the famous Adivasi Mela beyond State and national boundaries, the Department of SC and ST Development and Minorities...